ମହିଳା ଜଣଙ୍କ ପଥର ନିର୍ମିତ ଶିଳବାଟି ବିକ୍ରି କରୁଥିଲେ କିନ୍ତୁ ପରେ ସେ ନିଜର କଷ୍ଟ ଏବଂ ଆତ୍ମବିଶ୍ୱାସ ଫଳରେ ଆଜି ପୋଲିସ ସବ- ଇନସପେକ୍ଟର ହୋଇଛନ୍ତି ! ଏହି ଭଉଣୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

0

ମଣିଷ ତାର ପରିଶ୍ରମ ଓ ଆତ୍ମ ବିଶ୍ୱାସ ବଳ ରେ ସଫଳତା ର ଶୀର୍ଷ ରେ ପହଞ୍ଚି ଥାଏ। ଆତ୍ମବିଶ୍ଵାସ ସହିତ ଦୃଢ଼ ବିଶ୍ୱାସ ସଫଳତା ର ସବୁଠୁ ବଡ଼ ସିଢ଼ୀ ହୋଇଥାଏ। ଯଦି ଗୋଟିଏ ମଣିଷ ପରିଶ୍ରମୀ ହେବା ସହିତ ଆତ୍ମ ବିଶ୍ୱାସୀ ହୋଇଥିବ ତେବେ ସେ ତାର ଲକ୍ଷ୍ୟ ସ୍ଥଳ ରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ପହଞ୍ଚି ପାରିବ। ସମାଜରେ ପ୍ରତେକ ଲୋକ ସଫଳତା ହାସଲ କରିବା ପାଇଁ ଚାହିଁ ଥାନ୍ତି, କିନ୍ତୁ ସଫଳତା ବାଟ ରେ ଅନେକ ବାଧା ବିଘ୍ନ ଆସିଥାଏ।

ତେବେ ଏହି ବାଧା ନାମକ ରାସ୍ତା କୁ ଯିଏ ପର କରିଥାଏ ସେ ବାଜିମାତ କରିଥାଏ। ତେବେ ଏହା କହିବା ଠିକ୍ ଯେ କେହି ଯଦି ଜଣେ ମନରେ କିଛି କରିବା ପାଇଁ ଦୃଢ଼ କରିଥାଏ ସେ ସମସ୍ତ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିଥାଏ।ଜୀବନ ରେ ଅନେକ ବାଧା ଦେଖା ଦେଇ ଥାଏ , କିନ୍ତୁ ସେମାନେ କୌଣସି ସୁଯଗ ପାଇଲେ । ନିଜ ଲକ୍ଷ୍ୟ ପଥ ରେ ଆଗେଇ ଯାନ୍ତି,ଯାହା ଦ୍ୱାରା ସେମାନେ ସଫଳତା ପାଇ ଥାନ୍ତି।

ତେବେ ଏମତି ଘଟଣା ଆମ ସମାଜ ରେ ପ୍ରତିଦିନ ଦେଖିବକୁ ମିଳେ। ତେବେ ଆଜି ଆମେ ଆପଣ ଙ୍କ ସାମନା କୁ ଏମିତି ଏକ ବିଷୟ ଆଣିଛୁ ଯାହା ଉପରୋକ୍ତ ବାକ୍ୟ ଗୁଡ଼ିକର ସଠିକ୍ ଉଦାହରଣ। ଜଣେ ମହିଳା କିପରି ସଂଘର୍ଷ କରି ସଫଳତା ର ଶୀର୍ଷ ରେ ପହଞ୍ଚି ଅଛନ୍ତି ।

ମହିଳା ଜଣଙ୍କ ନିଜର ଅସୁବିଧା ସମୟରେ ମଧ୍ୟ ନିଜର ଲକ୍ଷ୍ୟ ସ୍ଥଳ ରୁ ଓହରି ନାହାନ୍ତି। ନିଜେ ନିଜର ଅସୁବିଧା ସହ ସଙ୍ଘର୍ଷ କରି ସଫଳତା ହାସଲ କରିଛନ୍ତି।ମହିଳା ଜଣଙ୍କ ନାମ ପଦ୍ମ ଶିଳା ତିର୍ପୁଣ୍ଡେ।ସେ ପଥର ରେ ତିଆରି ଶିଳା ବାଟି ବିକ୍ରି କରୁଥିଲେ,ସେଥିରେ ନିଜର ଗୁଜୁରାଣ ମେଣ୍ଟାଇବା ସହିତ ପଢା ଖର୍ଚ୍ଚ ମଧ୍ୟ କରୁଥିଲେ। ମାତ୍ର ଏହା ପରେ ସେ ନିଜର କଷ୍ଟ ଓ ଆତ୍ମ ବିଶ୍ୱାସ ସଫଳରେ ଆଜି MPAC ପାସ୍ କରି ପୋଲିସ ସବ୍ ଇନ୍ସପେକଟର ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର କାହାଣୀ ବହୁତ୍ ଭାଇରଲ୍ ହୋଇଛି , ଟୁଇଟର ଆଦି ମିଡ଼ିଆ ରେ ତାଙ୍କର ତାରିଫ୍ ମଧ୍ୟ ହୋଇଛି।

ଆଇପିଏସ୍ ଦିପାଂଶୁ ଏକ ଟୁଇଟ ମାଧ୍ୟମରେ ପଦ୍ମ ଶିଳା ଙ୍କ ସଙ୍ଘର୍ଷ କାହାଣୀ ବିଷୟରେ କହିଥିଲେ।ଏହା ମଧ୍ୟ କହିଥିଲେ ଯେ ତାଙ୍କର ଏହି ସଙ୍ଘର୍ଷ ରେ ତାଙ୍କର ସ୍ବାମୀ ତାଙ୍କୁ ପୁରା ୬ତ ଦେଇଛନ୍ତି। ସ୍ଵାମୀଙ୍କ ବହୁତ ବଡ଼ ଯୋଗଦାନ ଅଛି ବୋଲି କହିଛନ୍ତି। ପ୍ରଥମେ ସେ ତାଙ୍କ ସ୍ବାମୀ ଙ୍କ ସହ ଏହି କାମ କରୁଥିଲେ, କିନ୍ତୁ ତାଙ୍କ ସ୍ବାମୀ ତାଙ୍କୁ ପାଠ ପାଢ଼ୀ ସ୍ବପ୍ନ ପୁରା କରିବାକୁ ପ୍ରେରଣା ଦେଇ ଥିଲେ।ଶିଳା ବାଟି ଓ ଫଳ ବିକ୍ରି କରୁଥିବା ପଦ୍ମ ଶିଳା ସ୍ନାତକ ପାସ୍ କରିଥିଲେ। ପରେ MPAC କରି ପୋଲିସ ଅଧିକାରୀ ହୋଇଥିଲେ।

ଏବେ ଏହା ବହୁତ୍ ଚର୍ଚ୍ଚା ର ବିଷୟ ପାଲଟଛି। ସୋସିଆଲ ମିଡ଼ିଆରେ ପଦ୍ମା ଶିଲା ଙ୍କ ଫୋଟୋ ବହୁତ୍ ଭାଇରଲ ହୋଇଛି। ତେବେ ଆତ୍ମବିଶ୍ବାସ ବଳ ରେ ମଣିଷ ଟିଏ ତାର ସ୍ବପ୍ନ କୁ ହାସଲ କରିପାରେ ବୋଲି ଏହା ଏକ ଜଳନ୍ତା ଉଦାହରଣ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।