ମହିଳା ମାନଙ୍କୁ ଭିଡିଓ କଲ୍ କରି ଉଲଗ୍ନ ହୋଇଯାଉଥିଲା ଏହି ଯୁବକ, ଧରାପଡ଼ିଲା ପୋଲିସ୍ ହାତରେ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର……

0

ଏ ସମାଜରେ ଅନେକ ଲୋକ ବହୁତ ଖରାପ କାମ କରି ପୁରା ସମାଜ କୁ ଖରାପ କରୁଛନ୍ତି। ସମାଜ ଏପରି ଖରାପ ଲୋକ ଙ୍କ ପାଇଁ ଅନେକ ଲୋକ ବହୁତ ଅସୁବିଧା ରେ ସମୁଖୀନ ହୁଅନ୍ତି। ତେବେ ଖରାପ କାମ କରୁ ଥିବା ଲୋକ ଙ୍କ ପାଇଁ ଉଚିତ ଦଣ୍ଡ ତିଆରି କରିବା ଆବଶ୍ୟକ,ନେହେଲେ ପୁରା ସମାଜ ଏଥିରେ ଶିକାର ପାଲଟି ଯିବ । ଯାହା ସମସ୍ତଙ୍କ ପାଇଁ ବିପଦ ଆଣି ପାରେ। ତେବେ ଦେଶ ଏତେ ଅଗଉଛି । ଲୋକ ମାନେ ମଧ୍ୟ ଶିକ୍ଷିତ ହେଲେଣି ,ଏଭଳି ଖରାପ କାମ ବନ୍ଦ ହୋଇ ପାରୁ ନାହିଁ।


ତେବେ ଏହି କାର୍ଯ୍ୟ ରେ ବେଳେ ବେଳେ ଝିଅ ଓ ବହୁ ମାନେ ଶିକାର ହୋଇ ଯାନ୍ତି ଏବଂ ବହୁତ ଅସୁବିଧା ରେ ପଡନ୍ତି। ତେବେ ଏହି ଭଳି କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଆଜି ନାରୀ ଜାତି ଅସୁରକ୍ଷିତ ହୋଇ ଯାଇଛି। ଦେଶ ରେ ନାରି ମାନଂକୁ ସମାନ ଦିଆ ଯାଉ ନାହିଁ ବରଂ ତାର ଇଜ୍ଜତକୁ ଲୁଟ କରା ଯାଉଛି। ପ୍ରତିଦିନ ଦୁଷ୍କର୍ମ ଉପରେ ଦୁସ୍କର୍ମ ହୋଇ ଚାଲିଛି ଝିଅ ମାନଂକୁ। ତେବେ ଅନେକ ଲୋକ ଝିଅ ମାନଙ୍କ ଶରୀର କୁ ଉପଭୋଗ କରିବା ପାଇଁ ଅନେକ ଖରାପ ରାସ୍ତା ବାଛି ଥାନ୍ତି। ଏଭଳି ହେଲେ ଦେଶ ରେ ନାରୀ ମାନେ ସବୁେବେଳ ଅତ୍ୟାଚାର ରେ ସମୁଖୀନ ହେଉଛନ୍ତି। ତେବେ ଅନେକ ଲୋକ ଭିଡିଓ କଲ କରି ଝିଅ ଙ୍କ ସହ ଖରାପ ବ୍ଯବହାର କରୁଛନ୍ତି। ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି, ଆସନ୍ତୁ ଜାଣିବା ଘଟଣା ଟି କଣ।


ଏଭଳି ଘଟଣା ଦିଲ୍ଲୀ ରେ ସଫଦରଜଙ୍ଗ୍ ରେ ଦେଖିବାକୁ ମିଳିଛି। ତେବେ ସେଠାରେ ରହୁ ଥିବା ଜଣେ ଯୁବତୀ ଙ୍କ ପାଖକୁ ଗୋଟେ ଅଜଣା ନମ୍ବର ରୁ ଭିଡିଓ କଲ ଆସିଲା । ତେବେ ସେହି ଝିଅ ଟି କିଛି ନ ବୁଝି କଲ ଟି କୁ ଉଠାଇ ଦେଲା। ତେବେ ସେ ଉଠାଇବା ପରେ ଦେଖିଲା କି ସେହି ଯୁବକ ଜଣକ ଉଲଗ୍ନ ହୋଇ ଯାଉଛି। ତେବେ ସେହି ଝିଅ ଟି ଦେଖି ତୁରନ୍ତ ଫୋନ କାଟି ଦେଲା । ତେବେ ପୁଣି କିଛି ଦିନ ପରେ ସେହି ନମ୍ବର ରୁ ବାରମ୍ବାର କଲ ଆସୁଥିଲା।


ତେବେ ସେହି ଝିଅ ଟି ବାଧ୍ୟ ହୋଇ ପୋଲିସ ରେ ଯାଇ ଜଣାଇଲା। ତେବେ ପୋଲିସ ଏହାର ତଦନ୍ତ ପରେ ଜାଣିବାକୁ ପାଇଲା କି ସେହି ଯୁବକ ର ନାମ ସଲମାନ,ତାର ବୟସ ୨୬ ବର୍ଷ । ତେବେ ସେ ଏହି ଭଳି କାର୍ଯ୍ୟ ଅନ୍ୟ ୩୦ ଜଣ ଝିଅ ଙ୍କ ସହ କରି ସାରିଛି। ତେବେ ଗିରଫ କଲା ପରେ ସେହି ଯୁବକ ଜଣକ ପୋଲିସ ଆଗରେ ସବୁ ସତ ମାନିଲା । ଆଉ ଜଣା ପଡିଲା ଯେ ସେହି ନମ୍ବର ଟି ରାଜସ୍ତାନ କୋଟା ର।  ତେବେ ଏଭଳି କାର୍ଯ୍ୟ ଆମ ଦେଶ ରେ ନାରୀ ମାନଙ୍କ ପାଇଁ ବହୁତ କ୍ଷତି କରିପାରେ । ଆମ ସମାଜ ଉପରେ ଏକ ଖରାପ ପ୍ରଭାବ ପଡିବ,ତେଣୁ ଏଭଳି କାର୍ଯ୍ୟ କରୁଥିବା ଲୋକ ଙ୍କୁ ଉଚିତ ଦଣ୍ଡ ଦବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।