Health Tips – Cancer ହେବ ପୁର୍ବରୁ ଆମ ଶରୀର ଦେଇଥାଏ ଏହି ସବୁ ସଂକେତ

0

କ୍ୟାନସର ହେବା ପୂର୍ବରୁ ଆମ ଶରୀରର କିଛି ଲକ୍ଷଣ ଦେଖାଦିଏ ବା କିଛି ସଙ୍କେତ ଦେଖାଦିଏ।ଯାହା ଆମକୁ ଏକ ସତର୍କ ର ସୂଚନା ଦେଇଥାଏ।ଶରୀର ରେ ଆଜି କାଲି କ୍ୟାନସର ହେବା ବହୁତ ସାଧାରଣ କଥା ହୋଇଗଲାଣି।ଯଦି ଆପଣ ମାନଙ୍କୁ ଏହାର କିଛି ସଙ୍କେତ ମିଳୁଛି ତାହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ,ଯେତେ ଜଲ୍ଦୀ ହେବା ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ।ତେବେ ଆସନ୍ତୁ ଜାଣିବା କ୍ୟାନସର ପୂର୍ବର କେଉଁ କେଉଁ ସଙ୍କେତ ଦେଖା ଦେଇଥାଏ।

କ୍ୟାନସର ର ପୂର୍ବ ସଙ୍କେତ:-

*ପ୍ରଥମତଃ ଅନ୍ତ ରେ ସମସ୍ୟା ,ଅନ୍ତ ରେ ସାମାନ୍ୟ ସମସ୍ୟା ହେବା ବଡ଼ କଥା ନୁହେଁ।କିନ୍ତୁ ଯଦି ଲଗାତାର ଅନ୍ତ ରେ ସମସ୍ୟା ହେଉଛି ତୋ ଏହା କୋଲେନ୍ କିମ୍ବା କୋଲର୍ ଏକଟର କ୍ୟାନସର ର ଲକ୍ଷଣ ହୋଇଥାଏ। ଏବଂ ଏହା କ୍ୟାନସର ର ପ୍ରଥମ ଲକ୍ଷଣ ଅଟେ। ଡାଇରିଆ ଓ ପେଟ ମୋଡା ଏହି ଲକ୍ଷଣ କୁ ଦର୍ଶାଇଥାଏ।ଏହି କାରଣ ରୁ ପେଟ ରେ ଗ୍ୟାସ୍ ଆଊ ପେଟ ରେ ପେନ୍ ମଧ୍ୟ ହୋଇଥାଏ।

*ଦ୍ୱିତୀୟତଃ ରକ୍ତ ପଡିବା ,ଲଗାତାର ରକ୍ତ ପଡିବା କ୍ୟାନସର ର ଏକ ସଙ୍କେତ ମଧ୍ୟ ହୋଇଥାଏ।ଯଦି କ୍ୟାନସର ହେବାର ସମ୍ଭାବନା ଥିବ ତୋ ଏହାର କାରଣ ରୁ ରକ୍ତ ମାଳାଶୟ ଦ୍ଵାରା ପଡ଼ିଥାଏ।ଏହା କୋଲେନ କ୍ୟାନସର ର ଲକ୍ଷଣ ଅଟେ।ତା ସହିତ ଯଦି ମଳ ମୂତ୍ର ସମୟରେ କଷ୍ଟ ହୁଏ ବା ମୂତ୍ର ରେ ରକ୍ତ ପଡୁଛି, ତୋ ଏହା ପ୍ରୋଷ୍ଟେଟ୍ କ୍ୟାନସର ର ଅର୍ଥାତ୍ ଡ୍ଡିମ୍ଵ ଦନ୍ତୀ କ୍ୟାନସର ର ଲକ୍ଷଣ ଅଟେ।

*ତୃତୀୟତଃ ରାତିରେ ଝାଳ ବାହାରିବା ରାତିରେ ଶୋଇବା ସମୟରେ ଯଦି ଅଧିକ ଝାଳ ବାହାରୁଛି ତେବେ ଏହା କିଛି ମେଡ଼ିସିନ୍ ର ବା ଶରୀର ର କୌଣସି ଇନ୍ ଫେକସନ ଦ୍ଵାରା ହୋଇଥାଏ।ଯଦି ଶରୀର ରେ ଏମିତି ସବୁବେଳେ ରୁହେ ବା ଝାଳ ବହିବା ବନ୍ଦ ହେଉନାହିଁ ତାହେଲେ ଡାକ୍ତର ଙ୍କୁ ନିଶ୍ଚିତ ଦେଖାନ୍ତୁ।

*ଚତୁର୍ଥ ରେ ପୁରା ଶରୀର ପେନ୍ ହେବା ସହ ଦୁର୍ବଳ ଲାଗିବା ।ଅଧିକ କାମ ଏବଂ ଗାଡ଼ି ରେ ବହୁତ୍ ସମୟ ବସିଲେ ଶରୀର ର କଷ୍ଟ ସାଧାରଣ ଅଟେ।କିନ୍ତୁ ଯଦି ଲଗାତାର ପିଠି ରେ ପେନ୍ ହେଉଛି ତୋ ଏହା କୋଲର୍ ଏକଟର ଓ ପ୍ରୋଷ୍ଟେଟ୍ କ୍ୟାନସର ର ଲକ୍ଷଣ ଅଟେ।ଏହା ବ୍ୟତୀତ କମର ର ମାଂସ ପେଶି ରେ ପେନ୍ ହେଉଛି ,ବିନା କାରଣ ରେ ଆବଶ୍ୟକତା ରୁ ଅଧିକ ହାଲିଆ ଲାଗୁଛି ତୋ ଏହା ବି କ୍ୟାନସର ର ଲକ୍ଷଣ ହୋଇଥାଏ।

*ପଞ୍ଚମତଃ ଶରୀର ର ଓଜୋନ କମିବା ।ଯଦି ବିନା କିଛି କାରଣ ରେ ଆପଣଙ୍କ ଓଜୋନ କମୁଛି ତୋ ଏହା କ୍ୟାନସର ର ଆରମ୍ଭ ଲକ୍ଷଣ ହୋଇଥାଏ।
*ଷଷ୍ଠ ରେ ଲଗାତାର କାଶ ହେବା କୁଲ୍ଡ ଏବଂ ଧୃମ ପାନ କରୁଥିବା ଲୋକଙ୍କ ର ହେବା ସାମାନ୍ୟ ଅଟେ।ହେଲେ ବିନା କିଛି କାରଣ ରୁ କାଶ ଆସିବା ଏହା ଲଂଗ୍ କ୍ୟାନସର ର ଲକ୍ଷଣ ଅଟେ।ଯଦି କାଶ ସହିତ ରକ୍ତ ପଡେ ତାହେଲେ ଡାକ୍ତର ଙ୍କ ସହ ଜଲ୍ଦୀ ପରାମର୍ଶ କରନ୍ତୁ।

*ସପ୍ତମ ରେ ଛାତି ରେ ପେନ୍ ହେବା ଏବଂ ଲାଟିନ ରେ ଅପଚୟ ଜଳନ ହେବା ଏହି ଦୁଇ ଟି ସାଧାରଣ ସମସ୍ୟା ଅଟେ।ଖାସ୍ କରି ମସଲା ଖାଇବା ଦ୍ୱାରା ଏହି ସବୁ ହୋଇଥାଏ।

ତେବେ ଏହି ସବୁ କ୍ୟାନସର ର ଲକ୍ଷଣ ଅଟେ,ଯାହା କିଛି ସଙ୍କେତ ନେଇ ଆସିଥାଏ ଏବଂ ଏଥି ମଧ୍ୟ ରୁ ଯଦି ଆପଣଙ୍କ ର କିଛି ବି ହୋଇଥାଏ ତାହେଲେ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।