ଯାଇଥିଲେ ବେଶ୍ୟାଳୟ କିନ୍ତୁ ମିଳିଗଲେ ହଜିଯାଇଥିବା ଭଉଣୀ , ତାପରେ ଯାହା ହେଲା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

0

ଆମ ସମାଜ ରେ ପ୍ରତିଦିନ ଅନେକ ସବୁ ଘଟଣା ଦେଖିବାକୁ ମିଳି ଥାଏ। ତେବେ ଏହୁ ସବୁ ଘଟଣା ଏତେ ଲଜ୍ୟାଜନକ ହୋଇ ଥାଏ କି ଏହା ଦେଖିଲେ ବା ଭାବିଲେ ନିଜ କୁ ଖରାପ ଲାଗି ଥାଏ। ତେବେ ଆଜି ର ସମାଜ ଶିକ୍ଷିତ ସମାଜ । ଏହି ସମାଜ ରେ ଲୋକ ପାଠ ପଢି ଶିକ୍ଷିତ ହେଉଛନ୍ତି। ଦେଶ ଅଗକୁ ନେବା ରେ ସାହାଯ୍ୟ କରୁଛନ୍ତି। ତେବେ ଦେଖୁବାକୁ ଗଲେ ଆଗରୁ ଲୋକ ମାନେ ଅଶିକ୍ଷିତ ରହି ଥିଲେ , ତାଙ୍କର ଶିକ୍ଷାଗତ୍ ଯୋଗ୍ୟତା କମ ରହି ଥିଲା।

ଲୋକ ଶିକ୍ଷିତ ହେଲଣି କିନ୍ତୁ ଦେଶ ରେ ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି ।ଆଜି ଆମେ ଆପଣମାନଙ୍କୁ ଏକ ଏପରି ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ,ଯାହା ଆପଣ କେବେ ଭାବନା ରେ ମଧ୍ୟ ଆଣୀ ନା ଥିବେ।ଆମେ ଆପଣଙ୍କୁ ରେଡ ଲାଇଟ୍ ଏରିଆ ର ଏକ ସତ ଘଟଣା କହିବାକୁ ଯାଉଛୁ।ଏହି ଘଟଣା ରେ ଜଣେ ଯୁବକ ଏକ ବେଶ୍ୟା ସନ୍ଧାନ ରେ ସେଠାରେ ପହଞ୍ଚିଥିଲେ।ହେଲେ ସେ ସେଠି ତାଙ୍କର ହଜିଯାଇଥିବା ଭଉଣୀ ଙ୍କୁ ପାଇଥିଲେ।ଏହା ଏକ ଆଶ୍ଚର୍ଯ୍ୟଜନକ ଜନକ ଘଟଣା ହୋଇଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା।

ତେବେ ଏହା ପରେ ସେଠାରେ ଯାହା ଘଟିଥିଲା ଆପଣମାନେ ଜାଣିଲେ ଆପଣ ମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।ତେବେ ଆସନ୍ତୁ ଜାଣିବା କଣ ଘଟିଥିଲା ସେଠାରେ।ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ତାହା ଦିଲ୍ଲୀ ର ଏକ ରେଡ୍ ଲାଇଟ୍ ଏରିଆ ର।

ଜଣେ ଯୁବକ ବିହାର ରୁ ଆସିଥିଲେ ବେଶ୍ୟା ସନ୍ଧାନ ରେ ଏବଂ ସେ ସେହି ଏରିଆ ରେ ପହଞ୍ଚିଥିଲେ।ସେ ସେଇ କୋଠିରେ ପହଞ୍ଚିଥିଲେ ।ସେ ପହଞ୍ଚିବା ପରେ ତାଙ୍କ ଆଗକୁ ସବୁ ଝିଅ ମାନଙ୍କୁ ଡକା ଗଲା ଓ ତାପରେ ସେ ଯାହା ଦେଖିଲେ ତାହା ଦେଖି ତାଙ୍କର ହୋଷ୍ ଉଡି ଯାଇଥିଲା।

ସେ ଏହା ଦେଖିଲେ ଯେ ତାଙ୍କର ଏକ ସମ୍ପର୍କୀୟ ଭଉଣୀ ସେଠାରେ ସାମିଲ୍ ହୋଇଥିଲେ ଏବଂ ସେ ହଜିଯାଇଥିବା କଥା ମଧ୍ୟ କୁହାଯାଉଛି।ଏହା ପରେ ସେ ଯୁବକ ଜଣକ ନିଜ ବୁଦ୍ଧି କୌଶଳ ରେ ତାଙ୍କ ଭଉଣୀ ଙ୍କ ସହ ରୁମ୍ କୁ ଯିବା ପାଇଁ ସେ କୋଠିର ମାଲିକାଣୀ ଙ୍କୁ କହିଲେ।ଏହା ପରେ ସେ ତାଙ୍କ ସହ ରୁମ୍ କୁ ଯାଇ ତାଙ୍କ ଠୁ ସବୁ ଘଟଣା ବୁଝିବାକୁ ଚେଷ୍ଟା କରିଥିଲେ।ତାପରେ ସେ ଯୁବକ ଜଣକ କହିଥିଲେ କି ଅସଦ୍ ଖଲ୍ଲି ନାମକ ଏକ ଯୁବକ ତାଙ୍କ ଭଉଣୀ ଙ୍କ ସହ ପ୍ରେମ ସମ୍ପର୍କ ର ନାଟକ କରି ଏଠାରେ ଜୋର୍ କରି ଆଣି ଛାଡିଦେଇଛନ୍ତି।

ଏହାର କିଛି ଦିନ ପରେ ସେ ସେହି ସ୍ଥାନ କୁ ଯାଇଥିଲେ।ତାପରେ ସେ ବେଶ୍ୟା ରୂପରେ ତାଙ୍କ ଭଉଣୀ ଙ୍କ ସହ ରୁମ୍ କୁ ଯାଇଥିଲେ, ଏବଂ ସେ ଯିବା ପରେ ଭିତରକୁ ପୋଲିସ କୁ ଫୋନ କରିଥିଲେ।ତାର କିଛି ସମୟ ପରେ ପୋଲିସ୍ ଆସି ସେଠାରେ ପହଞ୍ଚିଥିଲେ ଓ ସେ ଦଲାଲ୍ ମାନଙ୍କ ଠୁ ତାଙ୍କୁ ଉଦ୍ଧାର କରିଥିଲେ।ଏହି ସବୁ ଘଟଣା କୁ ଆଖି ଆଗରେ ଦେଖିଲେ ଓ ଶୁଣିଲେ ପ୍ରେମ ପାଇଁ ଡର ଲାଗୁଚି।

କାରଣ ଏହି ଯୁବତୀ ଜଣକ ଯେମିତି ନିଜ ଭଉଣୀ ଙ୍କ ପ୍ରେମ ସମ୍ପର୍କ ପାଇଁ ଏମିତି ସବୁ ପରିସ୍ଥିତି ସହ୍ୟ କରିଛନ୍ତି।ପ୍ରେମ ଏକ ପବିତ୍ର ସମ୍ପର୍କ ଆପଣ ସମସ୍ତଙ୍କୁ ଅନୁରୋଧ ଏହାକୁ ଏମିତି ସବୁ କଳା କାମ କରି ବଦନାମ୍ କରନ୍ତୁ ନାହିଁ।ଏହି ଘଟଣା ପରେ ଆମର ଏତିକି ବିନତି ଆପଣମାନେ ଯଥେଷ୍ଟ ସତର୍କ ହୋଇ ରୁହନ୍ତୁ ଏଥି ପ୍ରତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।