ଫଳ ବିକ୍ରିକରୁଥିବା ମହିଳା ହେଲେ ସବଇନସ୍ପେକ୍ଟର ଆଜିର ସଫଳତାର ରହସ୍ୟ ଜାଣିଲେ ଛାତି କୁଣ୍ଢେମୋଟା ହୋଇଯିବ

0

ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ ସେହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ଅନେକ ସଂଘର୍ଷ କରିବାକୁ ପଡିଥାଏ ଏବଂ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ସେହି ସମସ୍ୟାକୁ ଦୂର କରି ଯେଉଁ ମାନେ ଆଗକୁ ଯାଇଥାନ୍ତି ସେହି ମାନେ ହିଁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି ଏବଂ ଭବିଷ୍ୟତରେ ଜଣେ ବଡ ମଣିଷ ହୋଇଥାନ୍ତି । ସେହିପରି ଏକ ମହିଳା ଯିଏକି ନିଜର ଲକ୍ଷ୍ୟ ସାଧନ ପାଇ କିପରି ସଂଘର୍ଷ କରିଛନ୍ତି ଆସନ୍ତୁ ଜାଣିବା ।

ସଂଘର୍ଷ କରି ଜଣେ ସବ ଇନସ୍ପେକ୍ଟର ହୋଇପାରିଥିବା ମହିଳା ଜଣକ ହେଉଛନ୍ତି ପଞ୍ଚଶିଲା ତିରପୁଡେ ସେ ପଥରରର ଶିଳବାଟି ପ୍ରସ୍ତୁତ କରି ବିକ୍ରି କରୁଥିଲେ । ସେ MPAC ପରିକ୍ଷାରେ ଉର୍ତ୍ତିନ ହୋଇ ସବ ଇନସ୍ପେକଟର ହୋଇଛନ୍ତି ଏହି ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମଧ୍ୟ ମହିଳା ଜଣକୁ ଏହାକୁ ବହୁତ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ସଂଘର୍ଷ ଓ ସାହାସିକତାକୁ ସାବାସୀ ଜଣାଇଛନ୍ତି ।


ଆଇପିଏସ ଦିପାଂଶୁ କାବରା ପଞ୍ଚଶିଲା ତିରପୁଡେଙ୍କର ଫୋଟ ସେୟାର କରିଛନ୍ତି ସେ ପଞ୍ଚଶିଲାଙ୍କୁ ବହୁତ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଜଣେ ପଥରର ଶିଳବାଟି ବିକ୍ରିକରୁଥିବା ଏହି ପଞ୍ଚଶିଲାଙ୍କର ସଂଘର୍ଷ ଓ ସହାସିକତାକୁ ବହୁତ ସାବାସୀ ଦେବା ସହିତ ତାଙ୍କ ଠାରୁ ମଧ୍ୟ କିଛି ଶିଖିବାକୁ ପାଇଛନ୍ତି ବୋଲି ସେ ଜଣାଇଛନ୍ତି । ସେ ନିଜର ମେହନତ କରି MPAC ପରିକ୍ଷା ପାସକରି ସେ ଜଣେ ସବଇନସ୍ପେକ୍ଟେର ହୋଇପାରିଛନ୍ତି ।

ଆଇପିଏସ ଦିପାଂସୁ ଏହା ମଧ୍ୟ ଟ୍ୟୁଟ କରି ଲେଖିଛନ୍ତି କି ପଞ୍ଚଶିଲାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ସ୍ୱାମୀ ତାଙ୍କୁ ସାହାର୍ଯ୍ୟ କରିଛନ୍ତି ଏବଂ ଆର୍ଥିକ ସମସ୍ୟା ରହିଥିବାରୁ ତାଙ୍କ ସ୍ୱାମୀ ପଥର ଶିଳାବାଟୀ ଓ ଫଳ ବିକ୍ରି କରି ସେଥିରୁ ଟଙ୍କା ଉପର୍ଜାନ କରି ତାଙ୍କ ସ୍ତ୍ରୀଙ୍କୁ ସେ ପଢାଇଛନ୍ତି । ଶିଳବାଟୀ ଓ ଫଳ ବିକ୍ରି କରୁଥିବା ପଞ୍ଚଶିଳା ନିଜର ସ୍ନାତକ ପୂରା କରିବା ପରେ ସେ MPAC କ୍ୱାଲିଫାଏ କରି ଏବେ ଜଣେ ପୋଲିସ ଉପନିରକ୍ଷକ ହୋଇ ପାରିଛନ୍ତି ।


ସୋସିଆଲ ମିଡିଆରେ ଇନସ୍ପେକ୍ଟର ପଞ୍ଚଶିଲାଙ୍କର ଅନେକ ଫୋଟ ସେୟାର କରିଛନ୍ତି ପ୍ରଥମ ଫୋଟରେ ସେ ଏକ ନାଲି ରଙ୍ଗର ଶାଢି ପିନ୍ଧି କାଖରେ ଗୋଟିଏ ଛୁଆକୁ ଧରିଛନ୍ତି ଓ ମୁଣ୍ଡରେ ପଥରର ଶିଳବାଟୀ ରଖିଛନ୍ତି । ଦ୍ୱତୀୟ ଫୋଟରେ ସେ ନିଜ ପରିବାର ସହିତ ପୋଲିସ ପୋଷାକରେ ବସିଥିବାର ନଜର ଆସିଛି । ପଞ୍ଚଶିଲାଙ୍କର ସଂଘର୍ଷକୁ ସମସ୍ତ ଲୋକମାନେ ପ୍ରଶଂସା କରିବା ସହିତ ତାଙ୍କୁ ସେଲୁଟ କରିଛନ୍ତି । ଇନସ୍ପେକ୍ଟର ପଞ୍ଚଶିଲା କହିଛନ୍ତି ସେ ଫୋଟରେ ମୁଁ ନୁହେଁ ଓ ମୁଁ ଶୀଳବାଟୀ ବିକ୍ରି କରୁନଥିଲି । ଏହା ସମଗ୍ର ଦେଶ ପାଇ ଏକ ଗୌରବର ବିଷୟର ଅଟେ ଯିଏକି ଏତେ ମାତ୍ରାରେ ସଂଘର୍ଷ କରି ଆଜି ଏଇ ସ୍ଥାନରେ ପହଞ୍ଚି ପାରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।