ଜରୁରୀ ଖବର – ଏଥର ବାହାଘର ରେ ବାଜିବ DJ ! ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ପ୍ରତ୍ୟାହାର କଲେ ସରକାର, ସେୟାର କରିସମସ୍ତ ଙ୍କୁ ଜଣାନ୍ତୁ…

0

କରୋନା ଭଳି ମହାମାରୀ ସାରା ବିଶ୍ବ ରେ ଏତେ ମାତ୍ରା ରେ ଖେଳି ଯାଇଛି ଯେ ଏଥିରୁ ବଞ୍ଚିବା କଷ୍ଟକର ହୋଇ ପଡିଛି। ସରକାର ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଉଛନ୍ତି। ପୁରା ଦେଶ ଏହା ପାଇଁ ଲକ୍ ଡାଉନ୍ ହୋଇ ସଦ୍ ଡାଉନ୍ ହୋଇଥିଲା।ସର ଦେଶରେ କରୋନ ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ବ୍ୟାପକ ପଦଷେପ ନିଆ ଯାଉଅଛି।

ଦେଶ ର ଆର୍ଥିକ ପରିସ୍ଥିତି ଉପରେ ଖୁବ୍ ପ୍ରଭାବ ପକାଇଥିଲା।ପରେ କଟକଣା ଉପରେ କୋହଳ କରା ଯାଇଥିଲା। ଲୋକେ ଘରେ ରହି ବହୁତ ହଇରାଣ ହେଉଥିଲେ। ନିଜ କାମ କରିପାରିନଥିଲେ।ସେଥି ପାଇଁ ସରକାର ଘରୁ ଯିବ ପାଇଁ ଅନୁମତି ଦେଇଥିଲେ,ହେଲେ ତାହା କୋଭିଡ୍ ଗାଇଡ୍ ଲାଇନ କୁ ଅବଲମ୍ବନ କରି ଯାତାୟତ କରିବା ପାଇଁ କହିଥିଲେ।ଅତି ଆବଶ୍ୟକ ପଡିଲେ ହି ଘରୁ ବାହାରିବା ପାଇଁ ନିୟମ ରଖା ଯାଇଥିଲା।ତାହା ମଧ୍ୟ ମାସ୍କ , ସାନିତାଇଜ୍ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନିର୍ବର୍ଯ୍ୟ କରି ଥିଲେ।ଲୋକେ ମଧ୍ୟ ନିୟମ ପାଳନ କରି ଚାଲିଥିଲେ।

ବର୍ତମାନ କୋହଳ ଯୋଗୁଁ ଧୀରେ ଧୀରେ ପରିବର୍ତନ ଆସୁଚି।ଏହି ପରିବର୍ତ୍ତନ କୁ ଆଖିରେ ରଖି ସରକାର କିଛି ନୂଆ ନିୟମ ଲାଗୁ କରିଛନ୍ତି। ତେବେ ପୂର୍ବରୁ ବିଭିନ୍ନ ନିୟମ କରା ଯାଇଥିଲା। ବିବାହ କୁ ଆଗରୁ ନିୟମ ରଖା ଯାଇଥିଲା। କୌଣସି ବିବାହ ରେ ବର କନ୍ୟା ଙ୍କୁ ଲଗାଇ ଉଭୟ ପକ୍ଷ ରୁ ମୋଟ ୫୦ ଉପସ୍ଥିତି ହୋଇ ପାରିବେ।ଗାଇଡ ଲାଇନ ଅନୁଯାୟୀ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ଲଗାଇ ,

ସାନିତାଇଯର ଲଗାଇ ବିବାହ ହେଉଥିଲା। ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ କୁ ଆସିଛି। ପରିସ୍ଥିତି କୁ ଆଖିରେ ରଖି କଟକଣା କୁ ସରକାର ଉଠାଇ ଦେଇଛନ୍ତି। ପରିସ୍ଥିତି ରେ ସୁଧାର ଆସିବା ସହିତ ଦେଶ ରେ ଟୀକା କରଣ ପାଇଁ ପ୍ରସ୍ତୁତି ମଧ୍ୟ ହୋଇ ଯାଇଛି। ବର୍ତ୍ତମାନ ସରକାର ବିବାହ କୁ ନେଇ ନୂଆ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି।

ବିବାହ ଉତ୍ସବ ରେ କୌଣସି କଟକଣା ଲାଗିବ ନାହିଁ।ଏହା ପାଇଁ। ନୂତନ ଗାଇଡ ଲାଇନ ଜାରି କରିଛନ୍ତି। ପ୍ରୋଷେସନ୍ କରି ଯାଇପାରିବେ ବର ପକ୍ଷ ଲୋକ। ବିବାହ ଉତ୍ସବ ରେ ବାଜା ମାଇକ ଡ୍ ଯେ ଆଦି ବ୍ୟବହାର କରି ପାରିବେ। ଏହି ପ୍ରୋସେସନ୍ ପାଇଁ ଅନୁମତି ଦେଇଛି ରାଜ୍ୟ ସରକାର,କିନ୍ତୁ କିଛି ନିୟମ ଭିତରେ ଏହା ହେବ। କିଛି ସର୍ତ୍ତାବଳୀ କୁ ନେଇ କରିବେ ରାଜ୍ୟ ସରକାର। ତେବେ କ୍ନ ସେହି ସର୍ତ୍ତାବଳୀ ତାହା ଆଜି ଆପଣ କି ଜଣାଇବୁ। ଆସନ୍ତୁ ଦେଖିବା କଣ ରହିଛି ସବୁ ସର୍ତ୍ତାବଳୀ।ନୂଆ ଗାଇଡ ଲାଇନ ଅନୁଯାୟୀ ଉଭୟ ବର କନ୍ୟା ସହିତ ଉଭୟ ପକ୍ଷ ଓ ପଣ୍ଡିତ, ବନ୍ଧୁ ବାନ୍ଧବ ଙ୍କ ସମେତ ମୋଟ ୨୦୦ ଲୋକ ରହିପାରିବେ ବିବାହ ଉତ୍ସବ ରେ।

ଗାଇଡ ଲାଇନ ଅନୁଯାୟୀ ମାସ୍କ୍ , ସନିତାଇଯର , ସାମାଜିକ ଦୂରତା ଅନିରବର୍ଯ୍ୟ । ସୂଚନା ଅନୁଯୟୀ ଡିସେମ୍ବର ୩୧ ଓ ନୂଆ ବର୍ଷ କୁ ଆଖିରେ ରଖି ନୂଆ ଗାଇଡ ଲାଇନ ଜାରି କରି ଥିଲେ ରାଜ୍ୟ ସରକାର। ବିବାହ ଉତ୍ସବ ରେ ବେଣ୍ଡ ବାଜା ଇତ୍ୟାଦି ବଜାଇବାର ଅନୁମତି ସହ ୨୦୦ ଲୋକ ଙ୍କ ରହିବ ଅନୁମତି ମଧ୍ୟ ମିଳିଥିଲା । ତେବେ ଅନ୍ତିମ ସଂସ୍କାର କ୍ରୀୟା ରେ ସର୍ବ ମୋଟ ୧୦୦ ଲୋକ କଭିଡ ଗାଇଡ ଲାଇନ କୁ ଅବଲମ୍ବନ କରି ରହିପାରିବେ ବୋଲି ରାଜ୍ୟ ସରକାର ମତ ରଖିଛନ୍ତି। ଦେଶ ରେ କିଛି ଟା ପରିବର୍ତ୍ତନ ଆସିଥିବାରୁ ଏହା ଲୋକ ମାନଙ୍କ ପାଇଁ ପଜିଟିଭ୍ ସୂଚନା ବୋଲି କୁହା ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।