ଖୁସିଖବର ବିବାହ ବନ୍ଦନରେ ବାନ୍ଧି ହେଲେ ଦିବ୍ୟଦୃଷ୍ଟି ସିରିଏଲର ହିରୋଇନ ଦୃଷ୍ଟି ଜାଣନ୍ତୁ ସେ କେଉଁ ଅଭିନେତାଙ୍କୁ ବିବାହ କରିବେ

0

ସିରିଏଲ୍ କୁ ଆଜି କାଲି ଲୋକମାନେ ବହୁତ୍ ଗୁରୁତ୍ବ ଦେଉଛନ୍ତି, ବିଶେଷ କରି ସ୍ତ୍ରୀ ଲୋକ ମାନେ ଅଧିକ ଦେଖନ୍ତି,ଆମେ କହୁଛୁ ଓଡ଼ିଆ ସୀରିଏଲ୍ କଥା ଯାହା ଓଡ଼ିଶା ବାସୀ ଙ୍କ ମନ ରେ ସବୁବେଳେ ଅଛି।ଓଡ଼ିଆ ମାନଙ୍କ ର ଅଧିକ ସମୟ ଏହି ସିରିଏଲ ପଛରେ ହିଁ ଯାଇଥାଏ।ସେମାନେ ଖୁବ୍ ପସନ୍ଦ କରନ୍ତି ଏହାକୁ।ଯାହା ପ୍ରତ୍ୟେକ ଟି ଓଡ଼ିଶା ବାସୀ ଙ୍କ ମନ ରେ ଘର କରି ରହିଛି।

ଆମେ ଓଡ଼ିଆ ସିରୀଏଲ୍ ମାନଙ୍କ ମଧ୍ୟ ରେ ଏକ ଭିନ୍ନ ଧରଣର ଏବଂ ଏକ ସୁନ୍ଦର୍ ଯୋଡ଼ି ମାନଙ୍କ ବିଷୟରେ କହୁଛୁ ।ସେମାନେ ଆଊ କେହି ନୁହନ୍ତି,ସେମାନେ ହେଉଛନ୍ତି ଦିବ୍ୟ, ଦୃଷ୍ଟି।ତାଙ୍କ ଧାରାବାହିକ ର ନା ମଧ୍ୟ”ଦିବ୍ୟ ଦୃଷ୍ଟି”ରହିଥିବା ବେଳେ ଏହି ସୁନ୍ଦର୍ ଯୋଡ଼ି କୁ ଲୋକମାନେ ଖୁବ୍ ପସନ୍ଦ କରିବା ବେଳେ ଅନେକ ଲୋକପ୍ରିୟତା ମଧ୍ୟ ସେମାନେ ହାସଲ କରିଛନ୍ତି।

ଶୁଣିବାକୁ ପାଇଛୁ ଯେ ଦୃଷ୍ଟି ତାଙ୍କ ବୟ ଫ୍ରେଣ୍ଡ୍ ଙ୍କ ସହ ସେ ବିବାହ ବନ୍ଧନରେ ରେ ବାନ୍ଧି ହେବାକୁ ଯାଉଛନ୍ତି।ହେଲେ ଏତେ ଛୋଟ ବୟସ ରୁ କାହିଁକି ବିବାହ କରିବାକୁ ଚାହୁଁଛନ୍ତି??ତେବେ ଚାଲନ୍ତୁ ଜାଣିବା ଦୃଷ୍ଟି ଙ୍କ ଅଭିନୟ କ୍ୟାରିଅର ବିଷୟରେ।ଦୃଷ୍ଟି ଙ୍କ ପ୍ରକୃତ ନା ହେଉଛି ଅନନ୍ୟା ଦାସ୍,ସେ ଜୀ ସାର୍ଥକ ର ଏକ ରିଆଲିଟି ସୋ ର ପ୍ରୋଜୋଜକ ମାଧ୍ୟମରେ ଏହି ସିରିଏଲ୍ କୁ ଆସିଥିଲେ। ଏବଂ ସେ ଏହି ସିରିଅଲ୍ ରୁ ବହୁତ୍ ଲୋକପ୍ରିୟତା ହାସଲ କରିଛନ୍ତି।ଯାହା ସିଆ ବହୁତ୍ କମ୍ ସମୟରେ ପାଇଛନ୍ତି।ଦିବ୍ୟ ଦୃଷ୍ଟି ସିରିଅଲ୍ ରେ ଆଗକୁ ଏକ ନୂଆ ମୋଡ଼ ଆସିବାକୁ ଯାଉଛି,

ତାହା ହେଲା ଦିବ୍ୟ ଦୃଷ୍ଟି ଙ୍କୁ ନିଜ ସ୍ତ୍ରୀ ରୂପରେ ସ୍ବୀକାର କରିନେଇଛନ୍ତି ଏବଂ ତାଙ୍କର ପୁଣି ଥରେ ନୀତି ନିୟମ ଅନୁଯାୟୀ ଆଊ ଥରେ ବିବାହ ହେବାକୁ ଯାଉଛି ।ଏହା ମଧ୍ୟ ରେ ଦିବ୍ୟ ଦୃଷ୍ଟି ଙ୍କ ର ଏକ ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ପ୍ରଖ୍ୟାତ ହେବାକୁ ଲାଗିଛି ଯାହା ସମସ୍ତେ ଦେଖି ଖୁବ୍ ଖୁସି ମଧ୍ୟ ହୋଇଛନ୍ତି।ଦୃଷ୍ଟି ନିଜର ସୁନ୍ଦର୍ ଏବଂ ନିରୀହ ଚେହେରା ରେ ସମସ୍ତଙ୍କ ମନକୁ କିଣି ନେଇସରିଛନ୍ତି।

ସେ ଏହି ସିରିଏଲ୍ ରେ ପ୍ରତ୍ୟେକ ଟି ଏପିଶୋଡ ନିଜର ସୁନ୍ଦର୍ ଅଭିନୟ ଦ୍ୱାରା ନିଜର ହିଟ୍ ଦେଇ ଚାଲଛନ୍ତି ।ଯାହା ଓଡ଼ିଶା ବାସୀ ମାନଙ୍କୁ ବହୁତ୍ ଖୁସି ଦେଇଛନ୍ତି। ସେ ନିଜକୁ ଖୁବ୍ ସୁନ୍ଦର୍ ଭାବେ ପରିଦର୍ଶନ କରିଛନ୍ତି।ଦିବ୍ୟ ଦୃଷ୍ଟି ଙ୍କ ର ଯୋଡ଼ି ଟି ବହୁତ୍ ସୁନ୍ଦର୍ ଏବଂ ମନଲୋଭା ଯୋଡ଼ି ଭାବେ ଦର୍ଶକ ଗ୍ରହଣ କରିଛନ୍ତି।

ଏହି ଯୋଡ଼ି ଟି ରିଏଲ୍ ରେ ନ ହେଉ ନା କାହିଁକି ରୀଲ୍ ରେ ସବୁବେଳେ ସାଥିରେ ରୁହନ୍ତୁ,ସେ ଦୁଇ ଜଣ ନିଜର ଖୁବ୍ ସୁନ୍ଦର୍ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ର ହୃଦୟ ରେ ରାଜ କରିଆସୁଛନ୍ତି। ଏବଂ ଆଗକୁ ମଧ୍ୟ କରିବେ।ଏହା ଓଡ଼ିଶା ବାସୀଙ୍କ ର ଶୁଭକାମନା।ସେ ଦୁଇ ଜଣ ଏମିତି ବହୁତ୍ ସଫଳତା ହାସଲ କରନ୍ତୁ ଏହା ଆମର ପ୍ରାର୍ଥନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।