ସାମାନ୍ୟ ଟିକେ ଭୁଲ ପାଇଁ ସବୁଦିନ ମୋଡି ହୋଇଗଲା ବେକ ! ଜାଣନ୍ତୁ କେଉଁଭୁଲ ଥିଲା ! ଦୟାକରି ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ?

0

ଆଜି ର ଦୁନିଆ ତ ଆଗର ଦୁନିଆ ଠାରୁ ବହୁ ଆଗରେ ପହଞ୍ଚି ଗଲାଣି। ଲୋକ ମାନେ ଆଜି କାଲି ବହୁତ ଶିକ୍ଷିତ ହୋଇଗଲେଣି, ଏହା ଦ୍ୱାରା ସେମାନେ ଅନେକ ନୂତନ ନୂତନ ଜିନିଷ ସବୁ ଉଦ୍ଭାବନ କରି ଆମ ଦେଶକୁ ମଧ୍ୟ ବହୁ ଆଗକୁ ନେଇ ଗଲେଣି। ଆଜି ର ଦୁନିଆରେ ଲୋକ ମାନଙ୍କୁ ଆଉ କୌଣସି ଜିନିଷ ପାଇଁ ଅପେକ୍ଷା କରିବାକୁ ପଡୁନାହିଁ।

ଆଗରୁ ଯେପରି ଗୋଟେ ଫୋନ୍ କଲ୍ କରିବା ପାଇଁ କିମ୍ବା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କିମ୍ବା ଏକ ଚିଠି ପତ୍ର ଦେବା ପାଇଁ ମାସ ମାସ ଧରି ଲୋକ ମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା।ତେବେ ଲୋକ ମାନେ ଆଜି ବହୁତ ଶିକ୍ଷିତ ହୋଇଗଲେଣି ଓ ଅନେକ ସ୍ମାର୍ଟ ମଧ୍ୟ ହୋଇଗଲେଣି।

ଆଜି ର ଯୁଗ ରେ ଗୋଟେ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ହେଲେଣି। ଆଉ ସମସ୍ତେ ଗୋଟେ ଗୋଟେ ସ୍ମାର୍ଟ ଫୋନ୍ ଧରୁଛନ୍ତି ଏବଂ ସେଥିରେ ଥିବା ବିଭିନ୍ନ ସୋସିଆଲ୍ ସାଇଡ୍ସ ମାଧ୍ୟମରେ ସୋସିଆଲ୍ ସାଇଟ୍ ସହ ଯୋଡି ମଧ୍ୟ ଯାଉଛନ୍ତି।

ସେହି ସବୁ ଭିଡିଓ ମଧ୍ୟରୁ କେତେକ ଭିଡିଓ ଗୁଡିକ ଲୋକ ମାନଙ୍କୁ ଏତେ ଆଶ୍ଚର୍ଯ୍ୟ ଲାଗି ନଥାଏ ହେଲେ ଆଉ କେତେକ ଭିଡିଓ ଥାଏ, ଯାହାକି ଲୋକ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ।ଆମେ ମାନେ ମଧ୍ୟ ଆପଣ ମାନଙ୍କୁ ଆଜି ସେହିପରି ଏକ ଭିଡିଓ ସମ୍ପର୍କରେ କହିବୁ, ଯାହାକୁ ଶୁଣି ଆପଣ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିବ ହେଲେ ଏହା ସତ୍ୟ ଅଟେ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଆମେ ମାନେ ଛୋଟ ବେଳେ କିଛି ଜାଣି ପାରିନଥାଉ, ସେହି ସମୟ ରେ ଆମେ ମାନେ ଜଣାତ ରେ ହେଉ କିମ୍ବା ଅଜାଣତରେ ଏପରି କିଛି କାମ କରିଦେଇଥାଉ ଯାହାକି ଭୁଲ୍ ହୋଇଥାଏ ଏବଂ ଆମ ପାଇଁ ମଧ୍ୟ ଅନେକ ମାତ୍ରାରେ କଷ୍ଟ ସାଧ୍ୟ ହୋଇଥାଏ ଆମ ଭବିଷ୍ୟତ ରେ। ତେବେ ସେହି ପରି ଛୋଟ ବେଳେ ଏକ ଭୁଲ୍ କାମ କରି ଦେଇଥିଲେ ସିନ୍ ଦେଶ ର ଅଫସିନ୍ ନାମକ ଜଣେ ଛୋଟ ପିଲା ମାନେ ଯେଉଁଥି ପାଇଁ କି ସେହି ପିଲା ଟି ଏବେ ବହୁତ କଷ୍ଟ ପାଉଛି। ସେ ସାଧାରଣ ପିଲା ଙ୍କ ପରି ଜୀବନ ଯାପନ କରିବାକୁ ଚାହିଁ ମଧ୍ୟ କରି ପାରୁ ନାହିଁ।

ଅଫସିନ୍ ର ମାଆ ଙ୍କ କହିବା ଅନୁଯାୟୀ ଅଫସିନ୍ ଏକ ଭଲ ପିଲା ହୋଇ ଜନ୍ମ ନେଇଥିଲା, କିନ୍ତୁ ତାକୁ ଏହି ରୋଗ ସେତେବେଳେ ଦେଖା ଦେଲା ଯେତେବେଳେ ତାକୁ ଆଠ ମାସ ହୋଇଥିଲା, ଆଉ ସେବେଠାରୁ ସେ ସେହିପରି ହୋଇ ରହିଯାଇଛନ୍ତି। ଅଫସିନ୍ ଖେଳିବା ସମୟ ରେ ତାଙ୍କ ବେକ କିପରି ଭାବେ ନବେ ଡିଗ୍ରୀ ମୋଡି ହୋଇ ଯାଇଥିଲା ଆଉ ଆଜି ପର୍ଯ୍ୟନ୍ତ ସେ ସେହିପରି ହୋଇ ରହି ଯାଇଛନ୍ତି।

ତାଙ୍କୁ ତାଙ୍କ ର ସବୁ କାମ କରିବା ରେ ମଧ୍ୟ ଅସୁବିଧା ହେଉଛି। କିଛି ବର୍ଷ ତଳେ ଜଣେ ନେତା ତାଙ୍କ ର ସବୁ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଆଉ ସେଥିପାଇଁ ତାଙ୍କର ସମସ୍ତ ପରୀକ୍ଷା ମଧ୍ୟ କରା ଯାଇଥିଲା ଆଉ ଏବେ ସେ ତାଙ୍କ ର ଫୋନ୍ ବି ଉଠଉ ନାହାନ୍ତି। ସେଥିପାଇଁ ଅଫସିନ୍ ର ମାଆ ସରକାର ଏବଂ ସମସ୍ତ ଙ୍କୁ ସାହାଯ୍ୟ ମାଗିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।