ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ସାଧାରଣ ଯେତେ ଜ୍ଞାନ ବା ଅଭିବୃଦ୍ଧି କରାଇଲେ ମଧ୍ୟ ସମସ୍ତ ପାଠକ ଙ୍କର ଜ୍ଞାନ ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଜାଣିବା ଦରକାର ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହୋଇ ଥାଏ । ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ଲୋକ ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି ।

ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା , ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ। ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ଜାଣିବା ଏହି ଜ୍ଞାନ ଭଣ୍ଡାର କୁ l

1.କେଉଁ ଦୁଇଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ ୧୩ ହେବ?
ଉତ୍ତର:ଏହାର ଉତ୍ତର ହେଉଛି,୧୩କୁ ଏକ ସହ ଗୁଣନ କଲେ ଏହାର ଗୁଣଫଳ ୧୩ ହେବ।୧୩*୧=୧୩।

2- ଗ୍ରାମାଞ୍ଚଳରେ କାହା ମାଧ୍ୟମରେ ଜଳକୁ ବିଶୋଧନ କରନ୍ତି ?
ଉତ୍ତର – କ୍ଲୋରିନ ଦ୍ୱାରା

3- କେଉଁ ଜଳ ବିଦ୍ୟୁତ ଚାଳକ ଅଟେ ?
ଉତ୍ତର – ଲବଣ ମିଶ୍ରିତ ଜଳ l.

4- ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ ଜଳରେ ପରିଣତ କରିବାକୁ କେଉଁ ପ୍ରକ୍ରିୟା ଆବଶ୍ୟକ ପଡେ ?
ଉତ୍ତର – ଆସବନ ଦ୍ୱାରା l

5- ପୃଥିବୀ ପୃଷ୍ଠରେ ହାରାହାରି କେତେ ଶତକଡା ଜଳ ଭାଗ ରହିଛି ?
ଉତ୍ତର – 71% l

6- ହାଇଡ୍ରୋଜେନର ଆବିଷ୍କାର କିଏ କରି ଥିଲେ ?
ଉତ୍ତର – କେବେଣ୍ଡିସ l

7- କେଉଁ ତତ୍ତ୍ୱ ବ୍ରହ୍ମାଣ୍ଡରେ ସର୍ବାଧିକ ଉପଲବ୍ଧ ?
ଉତ୍ତର – ହାଇଡ୍ରୋଜେନ l

8- କାହାକୁ ଭବିଷ୍ୟତର ଇନ୍ଧନ ବୋଲି କୁହା ଯାଇ ଥାଏ ?
ଉତ୍ତର – ହାଇଡ୍ରୋଜେନ l

9- ଜଳର ରାସାୟନିକ ନାମ କଣ ?
ଉତ୍ତର – H2O l

10- ବନସ୍ପତି ଘିଅ ପ୍ରସ୍ତୁତ କଲା ବେଳେ କେଉଁ ଗ୍ୟାସ ଆବଶ୍ୟକ ହୋଇ ଥାଏ ?
ଉତ୍ତର – ହାଇଡ୍ରୋଜେନ l

11- ହାଇଡ୍ରୋଜେନର ସମସ୍ଥାନିକା ସଂଖ୍ୟା କେତେ ?
ଉତ୍ତର – 3 l

12- କିଏ ହାଇଡ୍ରୋଜେନର ସମସ୍ଥାନିକ ସଂଖ୍ୟା ନୁହେଁ ?
ଉତ୍ତର – ଓଜନ l

13 – କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?

ଉତ୍ତର – ଦେବଗଡ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।