ଦେଖନ୍ତୁ ଭିଡିଓ ସୋସିଆଲ୍ ମିଡିଆରେ ନିଆଁଭଳି ଭାଇରାଲ୍ ହେଲା ବର୍ଷା ପ୍ରିୟଦର୍ଶିନୀ ଶାଶୁଘରର ଆଉ ଏକ ଭିଡିଓ

0

ଯେମିତି କି ଆପଣ ମାନେ ଜାଣିଥିବେ ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ମକର ସଂକ୍ରାନ୍ତି ଓଡିଆ ଘର ର ପରମ୍ପରା। ଓଡ଼ିଆ ଘର ର ପରମ୍ପରା ଅନୁସାରେ କୁହାଯାଇଥାଏ କି ୧୨ ମାସରେ ୧୩ ପର୍ବ। କାରଣ ଏଠାରେ ବର୍ଷ କୁ ଅନେକ ଗୁଡ଼ିଏ ପର୍ବ ପର୍ବାଣୀ ପାଳନ କରାଯାଏ। ସେମାନଙ୍କ ମଧ୍ଯରେ ଏହି ମକର ସଂକ୍ରାନ୍ତି ବେଶ୍ ପସନ୍ଦ ଅଟେ।

ଏହି ମକର ସଂକ୍ରାନ୍ତି ରେ ଓଡିଆ ଘର ର ଝିଅ ବହୂ ମାନେ ନିିଜ ଘର ର ଦେବାଦେବୀ ଙ୍କୁ ପୂଜା କରିଥାନ୍ତି। ଏବଂ ପିଠା ପଣା ମଧ୍ଯ କରିଥାନ୍ତି। ଏହି ମକର ସଂକ୍ରାନ୍ତି କୁ ଯେତେବେଳେ ଚାଷୀ ନିଜର ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥାଏ ସେତେବେଳେ ସେମାନେ ଏକତ୍ରିତ ହୋଇ ଏହି ମକର ସଂକ୍ରାନ୍ତି କୁ ଆନନ୍ଦ ର ସହିତ ପାଳନ କରିଥାନ୍ତି। ମକର ସଂକ୍ରାନ୍ତି କୁ ମଧ୍ଯ ଭାରତ ର ଅନେକ ଗୁଡ଼ିଏ ସ୍ଥାନ ରେ ଗୁଡିଉଡା ପର୍ବ ଭାବେ ପାଳନ କରାଯାଏ।

ମକର ସଂକ୍ରାନ୍ତି କୁ ମଧ୍ଯ ଦକ୍ଷିଣ ଏସିଆ ରେ ଧାର୍ମିକ ଉତ୍ସବ ରୂପେ ପାଳନ କରାଯାଏ। ଏହି ମକର ସଂକ୍ରାନ୍ତି ପ୍ରତି ବର୍ଷ ଜାନୁଆରୀ ମାସ ୧୪ ତାରିଖ ରେ ପଡିଥାଏ। ତେବେ ଆସନ୍ତୁ ଆଜି ଆମେ ଦେଖିବା ଓଡିଆ ସିନେ ଜଗତ ର ନାୟିକା ବର୍ଷା ପ୍ରିୟଦର୍ଶିନୀ କିଭଳି ଭାବରେ ମକର ସଂକ୍ରାନ୍ତି ପାଳନ କରୁଛନ୍ତି।

ଏକ ଭିଡିଓ ରୁ ଦେଖିବାକୁ ମିଳିଛି ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କ ଘରେ ମାନେ ନିଜ ଶାଶୂ ଙ୍କ ଘରେ କିଭଳି ଭାବରେ ମକର ସଂକ୍ରାନ୍ତି କୁ ପାଳନ କରୁଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କ ଘରେ ଥିବା ଦେବାଦେବୀ ଙ୍କ ମୂର୍ତ୍ତି ଏବଂ ଫଟୋ ଗୁଡିକୁ ଫୁଲ ଏବଂ ମାଳ ପିନ୍ଧେଇ, ଦ୍ବିପ ଜାଳି ଭଗବାନ ଙ୍କ ପୂଜା କରୁଛନ୍ତି ଏବଂ ଭଗବାନ ଙ୍କ ପାଖରେ ପ୍ରାର୍ଥନା ମଧ୍ଯ କରୁଛନ୍ତି।

ଏହା ପରେ ସେ ଘର ର ଛାତ ଉପରକୁ ଯାଇ ଗୋଟିଏ ଦିଗ କୁ ମୁହଁ କରି ହାତ ଯୋଡ଼ି ଭଗବାନ ଙ୍କୁ ପ୍ରାର୍ଥନା କରୁଛନ୍ତି। ତେବେ ନିକଟ ରେ କିଛିଦିନ ତଳେ ଆପଣ ମାନେ ଦେଖିଥିବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଙ୍କ ମଧ୍ଯ ରେ ପାରିବାରିକ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଦୁଇଜଣ ଙ୍କ ମଧ୍ଯ ରେ ମତଭେଦ ସ୍ଋଷ୍ଟି ହୋଇଥିଲା। ଏହା କୁ ନେଇ ଅନେକ ମକର୍ଦମା ମଧ୍ଯ ଚାଲିଥିଲା। ହାଇକୋର୍ଟ ପର୍ଯ୍ୟନ୍ତ ମଧ୍ଯ କଥା ଯାଇଥିଲା।

ଏତେ ସବୁ ପରେ ମଧ୍ଯ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କ ଘରେ ବହୁତ ଆନନ୍ଦ ଏବଂ ଉଲ୍ଲାସ ର ସହିତ ମକର ସଂକ୍ରାନ୍ତି କୁ ପାଳନ କରିଛନ୍ତି। ଏବଂ ମନ୍ଦିର ଯାଇ ବ୍ରାହ୍ମଣ ଏବଂ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଲାଭ କରିଛନ୍ତି। ତେବେ ଶେଷରେ ଆପଣ ମାନଙ୍କୁ ମକର ସଂକ୍ରାନ୍ତି ର ହାର୍ଦ୍ଦିକ ଅଭିନନ୍ଦନ। ଆପଣ ମାନେ ମଧ୍ଯ ଏମିତି ଖୁସିରେ ମକର ସଂକ୍ରାନ୍ତି ପାଳନ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।