ଦେଖନ୍ତୁ ଭିଡିଓ – ଝାଉଁ ବଣରେ କେମିତି ଯୁବତୀଙ୍କ ସହ ….. । ନିଆଁ ଭଳି ଭାଇରାଲ ଏବେ ପୁରା ସୋସିଆଲ ମିଡିଆରେ

0

ଆଜି ର ଏହି ସମାଜ ଶିକ୍ଷିତ ହୋଇ ଗଲାଣି, ଆଉ ଏହି ସମାଜ ରେ ଆଧୁନିକତା ମଧ୍ୟ ଦେଖା ଦେଲାନି। ତେବେ ଏହି ଆଧୁନିକ ସମାଜ ରେ ରହୁ ଥିବା ଲୋକ ମାନେ ମଧ୍ୟ ବହୁତ ସ୍ମାର୍ଟ ଓ ଆଧୁନିକ ହୋଇ ଗଲେଣି,ଆଉ କେହି ଅଶିକ୍ଷିତ ହୋଇ ନାହାନ୍ତି । ସମସ୍ତେ ପାଠ ପଢୁଛନ୍ତି , ଆଉ ନିଜ ଗୋଡ଼ ରେ ଛିଡା ହେବାକୁ ଚେଷ୍ଟା କରୁଛନ୍ତି,କିନ୍ତୁ ଆଜି ର ଯୁବପିଢି ବିଷୟ ରେ ଆପଣ ମାନେ ଜାଣି ଥିବେ ।

ତେବେ ସମସ୍ତେ ସୋସିଆଲ୍ ମିଡିଆରେ ନିଶ୍ଚିତ ଭାବେ ଯୋଡିତ ଥିବେ। ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଏବଂ ଫଟୋ ସବୁ ଦେଖିବାକୁ ମିଳି ଥାଏ। ସେହି ସବୁ ମଧ୍ୟରୁ ଅଧିକାଂଶ ଫଟୋ ଏବଂ ଭିଡିଓ ଏହି ପ୍ରେମୀ ଯୁଗଳଙ୍କ ମାନଙ୍କ ର ହିଁ ଥାଏ। ସେମାନଙ୍କର ପ୍ରେମ କରିବା ଭିଡିଓ ଆଦି ଅନେକ କିଛି ଦେଖିବାକୁ ମିଳି ଥାଏ। ଅନେକ ଲୋକ ଙ୍କ ଘରେ ଏହାକୁ ଗ୍ରହଣ ମଧ୍ୟ କରନ୍ତି ନାହିଁ,

ସେଥିପାଇଁ ସେମାନେ ଘରୁ ଲୁଚି ପଳାଇ ବିବାହ କରି ଦିଅନ୍ତି। ତେବେ ଆଜି ର ଏହି ଯୁବପିଢି ଯୌନ ଲାଳସା ରେ ପଡି ଅନେକ କିଛି ଭୁଲ କାମ କରିଦେଇ ଥାନ୍ତି, ଆଉ ଯାହା କରିବା ତାଙ୍କର ଉଚିତ ନୁହଁ। ତେବେ ସେମାନେ ପ୍ରେମ ରେ ପଡି ନିଜ ପରିବାର ର ମାନ ସମ୍ମାନକୁ ଖାତିର ନ କରି ଭୁଲ ବାଟ ରେ ଚାଲି ଯାନ୍ତି,ଆଉ ଯାହା ପରେ ସେମାନେ ଅସୁବିଧା ରେ ପଡି ଥାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି,ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ?

ତେବେ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳି ଥିଲା ଏହି ଭିଡିଓ । ଏହି ଭିଡିଓ ରେ ଦେଖିବାକୁ ମିଳି ଥିଲା କି ଦୁଇ ପ୍ରେମୀ ଯୁଗଳ ରାତି ସମୟ ରେ ଗାଡି ରେ ଏହି ଅନ୍ଧାର ରେ ଗୋଟେ ଜଙ୍ଗଲ ଭିତରେ ଏକ ନିଛାଟିଆ ସ୍ଥାନକୁ ଆସିଥିଲେ । ତେବେ ଏହି ସମୟ ରେ କିଛି ଜଣ ଲୋକ ତାଙ୍କୁ ଧରି ଦେଇ ଥିଲେ ଆଉ ତାଙ୍କର ଏହି ଭଳି ଭିଡିଓ କରିଥିଲେ।ଆଉ ଅନେକ ଖରାପ ଭାଷା ରେ ଗାଲି ଗୁଲଜ ମଧ୍ୟ କରୁ ଥିଲେ।

ସେହି ବ୍ୟକ୍ତି ମାନେ ଯୁବତୀ ଙ୍କ ଅନୁରୋଧ କୁ ଶୁଣି ନ ଥିଲେ। ଯୁବତୀ ସେମାନଙ୍କୁ ବୁଝାଇ ଥକି ପଡ଼ିଥିଲେ କିନ୍ତୁ ସେହି ଲୋକ ଜଣକ ମନା କରିବା ସତ୍ଵ ଭିଡିଓ ବନାଉ ଥିଲେ। ପରେ ଏହି ଘଟଣା ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ତେବେ ପ୍ରେମୀ ଯୁଗଳ ଙ୍କର ଏହି କାର୍ଯ୍ୟ ଅତି ନିନ୍ଦନୀୟ ଅଟେ। ସେମାନେ ତାଙ୍କ ବାପା ମା ଙ୍କ କଥା ଟିକେ ବି ଚିନ୍ତା କରିଲେ ନାହିଁ,ଆଉ ଅଧିକାଂଶ କ୍ଷେତ୍ରରେ ଆଜିକାଲି ର ଯୁବପିଢି ମାନଙ୍କ ମଧ୍ୟରେ ଗଢ଼ି ଉଠୁଥିବା ପ୍ରେମ ସମ୍ପର୍କ ପାଲଟିଛି ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି, ଆଉ ବିବାହ ପୂର୍ବ ରୁ ଶାରୀରିକ ସମ୍ପର୍କ ରଖିବା ଏକ ପ୍ରକାର ଟ୍ରେଣ୍ଡ ହୋଇ ଗଲାଣି।ତେବେ ଏହି କାର୍ଯ୍ୟକଳାପଆସୁଥିବା ଆଗାମୀ ଭବିଷ୍ୟତ ଉପରେ ଅନେକ ପ୍ରଭାବ ପକାଇବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।