ଦେଖନ୍ତୁ ଭାଇରାଲ ଭିଡିଓ , ପ୍ରଥମ ଥର ନିଜ ଶଶୁରଘର ଏବଂ ନିଜ ସ୍ତ୍ରୀ ବିଷୟରେ ଏମିତି କିଛି କହିଲେ ଅଭିନେତା ପୁପିନ୍ଦର ! ମୋବାଇଲରୁ ମୋବାଇଲକୁ ସେୟାର ହେବାରେ ଲାଗିଛି ଏହି କଥା

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।

ଦେଖିବାକୁ ଗଲେ ଆମ ଓଲିଉଡ୍ ଫିଲ୍ମ ହେଉ କିମ୍ବା ସିରିଏଲ୍ ରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ କି ନିଜ ନିଜର ଚମତ୍କାର ଆକ୍ଟିଙ୍ଗ୍ ଦ୍ୱାରା ଲୋକ ମାନଙ୍କର ମନ ଜିତିଥାଆନ୍ତି ଏବଂ ଲୋକ ମାନେ ବି ସେମାନଙ୍କ ର ପର୍ସିନାଲ୍ ଲାଇଫ୍ ବିଷୟ ରେ ଜାଣିବା ପାଇଁ ଲୋକ ମାନେ ଚେଷ୍ଟା କରି ଥାଆନ୍ତି,

ଆଉ ଆପଣ ମାନେ ବି ତ ଜାଣିଥିବେ ଆଜି ର ଯୁଗ କିଭଳି ଭାବେ ସୋସିଆଲ୍ ସାଇଟ୍ ସହ ଯୋଡିତ ହୋଇ ରହିଛି, ଲୋକ ମାନେ ସବୁବେଳେ ସୋସିଆଲ୍ ସାଇଟ୍ ରେ ଆକ୍ଟିଭ୍ ଥାଆନ୍ତି। ଆମେ ମାନେ ମଧ୍ୟ ଆଜି ଆପଣ ମାନଙ୍କୁ ସେହିପରି ଜଣେ ଅଭିନେତା ଙ୍କ ର ଏକ ଖବର ସମ୍ପର୍କରେ କହିବୁ, ଯାହାକି ଏବେ ସୋସିଆଲ୍ ସାଇଟ୍ ରେ ଭାଇରାଲ୍ ହେଉଥିବାର ଦେଖିବାକୁ ମିଳୁଛି।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ପପୁଲାର୍ ତଥା ଲୋକପ୍ରିୟ ଅଭିନେତା ପୁପିନ୍ଦର ସିଂ ଏବଂ ଓଡିଆ ଟିଭି ଇଣ୍ଡଷ୍ଟ୍ରି ର ପପୁଲାର୍ ଅଭିନେତ୍ରୀ ଶୁଭଶ୍ରୀ ନାୟକ ଙ୍କୁ ତ ନିଶ୍ଚିତ ଭାବେ ଜାଣିଥିବେ, ଯିଏ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ବହୁତ ହିଁ ଫେମସ୍ ସିରିଏଲ୍ ସାବିତ୍ରୀ ର ହିରୋଇନ୍ ଥିଲେ।

ଆପଣ ମାନେ ତ ଜାଣିଥିବେ ପୁପିନ୍ଦର ବିବାହ କରି ସାରିଛନ୍ତି ଏବଂ ତାଙ୍କ ର ତିନୋଟି ପୁଅ ମଧ୍ୟ ରହିଛନ୍ତି। ଏହି କିଛି ଦିନ ତଳେ ପୁପିନ୍ଦର ଓ ଶୁଭଶ୍ରୀ ଭିଡିଓ କଲ୍ ରେ ପରସ୍ପର ସହ କଥା ହୋଇଥିଲେ, ଏବଂ ତାଙ୍କର ସେହି ଭିଡିଓ କଲ୍ ର କଥାବାର୍ତ୍ତା ଭାଇରାଲ୍ ହୋଇଥିଲା।

ପୁପିନ୍ଦର ଙ୍କ ର ସମସ୍ତ ଫ୍ୟାମେଲି ପଞ୍ଜାବ ରେ ରୁହନ୍ତି, ପୁପିନ୍ଦର ଙ୍କ ର ତିନୋଟି ପୁଅ ମଧ୍ୟ ଅଛନ୍ତି ଏବଂ ପୁପିନ୍ଦର ମଧ୍ୟ ବହୁତ ଦିନ ପରେ ସେଠାକୁ ଯାଇଛନ୍ତି, ଏବଂ ପୁପିନ୍ଦର ଓ ଶୁଭଶ୍ରୀ ସେହି ଠାରୁ ହିଁ ପରସ୍ପର ସହ ଭିଡିଓ କଲ୍ ରେ କଥା ହୋଇଥିଲେ। ପୁପିନ୍ଦର ଙ୍କ ର ଶ୍ୱଶୁର ଘର ମଧ୍ୟ ଅମୃତସର, ସେ ସେଠାକୁ ଯାଇଛନ୍ତି 5-6 ବର୍ଷ ପରେ। ନିଜ ଶ୍ୱଶୁର ଘର ସହ ରିଲେଟିଭ୍ ମାନଙ୍କ ସହ ମଧ୍ୟ ଦେଖା କରି ଆସିବେ।

ଶୁଭଶ୍ରୀ ତାଙ୍କୁ ପଚାରିଥିଲେ ସେ ସେଠାରୁ କେବେ ଫେରିବେ ବୋଲି ପୁପିନ୍ଦର କହିଥିଲେ ସେ ଜଲ୍ଦି ଫେରି ଆସିବେ କାହିଁକି ନା ଆଗକୁ ତାଙ୍କର ସ୍ତ୍ରୀ ଙ୍କ ର ଜନ୍ମଦିନ ଅଛି ଏବଂ ସେ ତା ପୂର୍ବରୁ ଓଡିଶା ଫେରି ଆସିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।