ଖୋଲିଗଲା ସବୁ ଗୁମର କିଛି ଅକୁହା କଥା ନମ୍ରତା ଦାସ ଙ୍କ ବିଷୟରେ। ଯାହାକୁ କେହି ମଧ୍ୟ କେବେ ଶୁଣି ନଥିବେ

0

ଓଡ଼ିଆ ମନରଞ୍ଜନ ଜଗତର ଜଣେ ଆଗ ଧାଡ଼ିର କଲକାର ହେଲେ ନମ୍ରତା ଦାସ। ତାଙ୍କୁ ସମସ୍ତେ ଡ଼ଲି ଅପା ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ତାଙ୍କର ଅଭିନୟ ପାଇଁ ଓଡ଼ିଆ ଜଗତରେ ପ୍ରାୟ ଅଧିକାଂଶ ଚଳଚିତ୍ର ଏବଂ ଧାରାବାହିକ ରେ ତାଙ୍କୁ ଦେଖିବାକୁ ମିଳି ଥାଏ। ସେ ପ୍ରାୟ ଅନେକ ସମୟରେ ଜେଜେମା ଏବଂ ମା ଭଳି ଚରିତ୍ର ରେ ଅଭିନୟ କରୁଥିବାର ଦେଖି ବାକୁ ମିଳନ୍ତି। ତାଙ୍କୁ ପ୍ରାୟ ଓଡ଼ିଶାର ଘରେ ଘରେ ଲୋକେ ଜାଣନ୍ତି। ତେବେ ତାଙ୍କର ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସଂଘର୍ଷ ପୂର୍ଣ ଥିଲା। ଆଉ ସେ ଅନେକ ସମୟ ଧରି ଏହି ମନୋରଞ୍ଜନ ଜଗତର ନିଜର ଉପସ୍ଥିତି କୁ ଜାହିର ରଖି ପାରିଛନ୍ତି।  ତେବେ ନମ୍ରତା ଦାସ ଙ୍କ ନାମ ପ୍ରଥମେ ଧାରାବାହିକ ନାମ ସହିତ ଯୋଡି ହୋଇଯାଏ। ସେ ହେଉଛନ୍ତି ଜଣେ ଉତ୍ତମ ନାରୀ ର ରୂପ। ତେବେ ସେ ଏହି ସଫଳତା ପାଇବା ପାଇଁ ଅନେକ କିଛି ସୋପାନ ଦେଇ ଆସିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ଜୀବନ ର କିଛି ଅକୁହା କାହାଣୀ।

ନମ୍ରତା ଦାସ କେନ୍ଦ୍ରାପଡା ଜିଲ୍ଲାର ଥିବା ଅଳପୁଆ ଗ୍ରାମର ବାସିନ୍ଦା। ସେ ଏହି ଗ୍ରାମରେ ଥିବା ଏକ ଜମିଦାରୀ ପରିବାର ରଜନ୍ମ ଗ୍ରଗଣ କରିଥିଲେ। ତାଙ୍କର ତା ପରେ ତାଙ୍କର ମାତ୍ର ୯ ବର୍ଷ ବୟସ ବେଳକୁ ତାଙ୍କର ମାତାଙ୍କ ର ମୃତ୍ୟୁ ଘଟିଥିଲା । ଆଉ ତା ପରେ ସେ ଅନ୍ୟ ଭାଇ ଏବଂ ଭଉଣୀ ମାନଙ୍କର ଯତ୍ନ ନେବା ଘର କାମ ସବୁ କରିବାକୁ ଲାଗିଲା। କିନ୍ତୁ ତାଙ୍କର ମନରେ ଥିଲା ଅଭିନୟ ପ୍ରତି ଦୃଢ଼ ଇଚ୍ଛା ଶକ୍ତି।

ସେ ପ୍ରଥମେ ଓଡ଼ିଆ ସିନେ ଜଗତରେ ଧରିତ୍ରୀ ନାମକ ଏକ ସିନେମା ରେ ୧୯୭୩ ମସିହା ରେ ଦେଖିବାକୁ ମିଳିଥିଲେ। ଆଉ ତା ପରେ ଓଡ଼ିଆରେ ପ୍ରାୟ ଏବେ ସୁଦ୍ଧା ୨୦୦ ରୁ ଅଧିକ ଚଳଚ୍ଚିତ୍ର ରେ କାମ କରି ସାରିଛନ୍ତି। ତେଣୁ ତାଙ୍କର ଏହି ବିଶେଷ ଅବଦାନ ପାଇଁ ଓଡ଼ିଆ ସିନେ ଜଗତ ତରଫରୁ ତାଙ୍କୁ ୨୦୨୦ ମସିହାରେ ଭୂମି କନ୍ୟା ର ଆଖ୍ୟା ଦିଆ ଯାଇଛି। ତାଙ୍କର ଅଭିନୟ ପାଇଁ ଏବେ ଅନେକ ସିନେ ଷ୍ଟାର ମଧ୍ୟ କାମ କରିବାକୁ ପସନ୍ଦ କରନ୍ତି।

ତାଙ୍କର ଇଚ୍ଛା ଅଛି ସେ ବଲିଉଡ ଷ୍ଟାର ଅମିତାଭ ବଚନ ଙ୍କ ସହ ଅଭିନୟ କରିବାକୁ। ତା ସହିତ ତାଙ୍କର ସବୁଠାରୁ ପସନ୍ଦ ଦାର ଅଭିନେତ୍ରୀ ହେଲେ ରଚନା ବାନାର୍ଜୀ। ସେ ପ୍ରାୟ ଅନେକ ସମୟ ଧରି ତାଙ୍କ ସହିତ କଥା କହି ମଧ୍ୟ ସମୟ ଅତି ବାହିତ କରିଥାନ୍ତି। ତାଙ୍କର ପସନ୍ଦ କର ଖାଦ୍ୟ ହେଲା ମାଛ ଭଜା ପଖାଳ ଏବଂ ଗୋଲାପ ଫୁଲ ହେଲା ସବୁଠାରୁ ପ୍ରିୟ।  ଏବେ ସେ ତରଙ୍ଗ ଦ୍ୱାରା ପରିଚାଳିତ ସିରିଏଲ ତାରା ତାରିଣୀ ରେ ମଧ୍ୟ ଅଭିନୟ କରି ଆସୁଛନ୍ତି। ତାହା ସହିତ ତାଙ୍କର ଅଭିନୟକୁ ଅନେକ ସିରିଏଲ ଏବେ ସୁଦ୍ଧା ଲୋକେ ମାନେ ଭୁଲି ପାରୁ ନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।