ଖୁସି ଖବର – ଆଉ ଭୋକରେ ରହିବେନି କେହି ! ଅପରାଜିତା କଲେ ” ଅର୍ଣ୍ଣପୂର୍ଣ୍ଣା ” ଯୋଜନାର ଶୁଭାରମ୍ଭ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ଆସନ୍ତୁ ଜାଣିବା ସବୁଠାରୁ ବଡ ଖୁସିର ଖବର। ହଁ ଆଞା ଭୁବନେଶ୍ୱର ସାଂସଦ ଅପରାଜିତା ଙ୍କ ଦ୍ୱାରା ହେଲା ଏକ ବଡ ଯୋଜନା। ଯାହାକୁ ନେଇ ବର୍ତ୍ତମାନ ସାରା ରାଜ୍ଯ ରେ ଚାଲିଛି ଚର୍ଚ୍ଚା। ତାହା ହେଉଛି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଅନ୍ନପୂର୍ଣ୍ଣା ଯୋଜନା । ତେବେ ଅପରାଜିତା ଷଡ଼ଙ୍ଗୀ ଙ୍କ ଅନ୍ନପୂର୍ଣ୍ଣା ଯୋଜନା କୁ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି ତରଫରୁ ଲାଗୁ ହେଲା କଟକଣା।

ଏହି ଯୋଜନାକୁ କାଉଣ୍ଟର କରିବା ପାଇଁ କଟକଣା ଜାରି କରିଛି ବି ଏମ ସି, ଅର୍ଥାତ୍ ଭୁବନେଶ୍ୱର ମ୍ୟୁନିସିପାଲିଟି।କିନ୍ତୁ ସେପଟେ ବି ଏମ୍ ସି ର କାଉଣ୍ଟର ପରେ ଦ୍ଋଢ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ଅନ୍ନପୂର୍ଣ୍ଣା ଯୋଜନା ସମ୍ପୂର୍ଣ୍ଣ ମାଗଣା ଯୋଜନା ନୁହଁ। ଏହି ଖାଦ୍ୟ ପ୍ରତି ସେ ଏକ ଟଙ୍କା ଲେଖାଏଁ ନେଉଛନ୍ତି। ତେବେ ତାଙ୍କ ଦ୍ଵାରା ଘୋଷଣା କରା ଯାଇଥିବା ଅନ୍ନପୂର୍ଣ୍ଣା ଯୋଜନା କୁ ବିଏମସି ତରଫରୁ କାଉଣ୍ଟର କରାଯିବା ପରେ ସେ ଏ ବିଷୟରେ ମୁହଁ ଖୋଲିଛନ୍ତି।

 

ସେ କହିଛନ୍ତି ଯେ ଏହି ଅନ୍ନପୂର୍ଣ୍ଣା ଯୋଜନା ସଂପୂର୍ଣ୍ଣ ମାଗଣା ନୁହଁ। ଏଥିପାଇଁ ଲୋକଙ୍କୁ ୧ ଟଙ୍କା ଲେଖାଏଁ ଦେବାକୁ ପଡିବ ଯାହା ଫଳରେ ତାଙ୍କୁ ଏହି ଯୋଜନା ର ଲାଭ ମିଳିବ। ତେବେ ତାଙ୍କ ଯୋଜନା ର ଉଦ୍ଦେଶ୍ଯ ହେଉଛି ଯେ ଆମ ରାଜ୍ୟରେ କେହି ବି ଜଣେ ବ୍ଯକ୍ତି ଭୋକିଲା କିମ୍ବା ଉପବାସ ରେ ରହିବେ ନାହିଁ । ଯେଉଁଥିପାଇଁ ଆରମ୍ଭ ହୋଇଛି ଅନ୍ନପୂର୍ଣ୍ଣା ଯୋଜନା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା ଭୋକିଲା ଲୋଙ୍କୁ ମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଦିଆଯିବ।

ଏହା ର କାର୍ଯ୍ୟକାରୀ ପ୍ରଥମେ ଭୁବନେଶ୍ୱର ରେ ଆରମ୍ଭ ହେବ ଏବଂ ପରେ ପରେ ସମଗ୍ର ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।ଆପଣ ମାନେ ମଧ୍ଯ ଜାଣି ରଖନ୍ତୁ ଯେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି ଗରିବ, ଦିନ ମଜୁରିଆ, ଖଟିଖିଆ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ। ଯେଉଁଥିରେ ବିଭିନ୍ନ ବେସରକାରୀ ସଂସ୍ଥାର ସହଯୋଗ ତାଙ୍କ ସହ ରହିଛି। ଯେଉଁମାନେ ସ୍ଵେଚ୍ଛାକୃତ ଭାବରେ ସାହାଯ୍ୟ ପାଇଁ ଆଗକୁ ଆଗେଇ ଆସିଛନ୍ତି।.

ସେମାନଙ୍କର ସହଯୋଗ ରେ ଏହି ଯୋଜନା ଆରମ୍ଭ ହୋଇଛି, ଏବଂ ସୂଚନା ମୁତାବକ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ପ୍ରାୟ ୭୫୦ ଜଣ ବ୍ୟକ୍ତି ଅସହାୟ ଅବସ୍ଥାରେ ଅଛନ୍ତି।ଯାହାର ପରିସଂଖ୍ୟାନ ଅପରାଜିତା ଷଡ଼ଙ୍ଗୀ ଦେଇଛନ୍ତି। ତେଣୁ ସେମାନଙ୍କୁ ଏହି ଖାଦ୍ୟ ଦିଆଯିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବର୍ତ୍ତମାନ ବିଏମ୍ ସି ର କଟକଣା ଲାଗୁ ହେବା ପରେ ସାଂସଦ ଙ୍କ କହିବା କଥା ଏହା କି ଏହି ଯୋଜନା କୌଣସି ପ୍ରକାର ର ନିୟମ କୁ ଉଲ୍ଲଙ୍ଘନ କରୁ ନାହିଁ,କାରଣ ସେ ଏହି ଯୋଜନା ରେ ସଂପୂର୍ଣ୍ଣ ମାଗଣାରେ ଖାଇବା ଦେଉ ନାହାନ୍ତି ବରଂ ଏଥିପାଇଁ ୧ ଟଙ୍କା ଲେଖାଏଁ ନେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।