11 ବର୍ଷର କୁଆଁରୀ ଝିଅ ବିନା କାରଣରେ ହୋଇଗଲା ଗର୍ଭବତୀ , କାରଣ ଜାଣିବା ପରେ ଡାକ୍ଟର ମଧ୍ୟ ହୋଇଗଲେ ଆଶ୍ଟର୍ଯ୍ୟ !

0

ଆଜି କାଲି ଅନେକ ଅଦ୍ଭୁତ କଥା ସବୁ ଶୁଣିବାକୁ ମିଳୁଛି। ଏହି ଅତ୍ୟାଧୁନିକ ଦୁନିଆରେ ମଣିଷ ଯେତେ ନୂଆ ନୂଆ କିଛି ଆବିଷ୍କାର କରୁଛି ମାତ୍ର ଏହିଭଳି କିଛି ଘଟଣା ସାମ୍ନା କୁ ଆସୁଛି ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ପଡ଼ିବ। ଠିକ୍ ଏପରି ଏକ ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଛି ହସପିଟାଲ ରେ। ଜଣେ ୧୧ ବର୍ଷ ର ଝିଅ ପିଲା ହେଲା ଗର୍ଭବତୀ।

ହିଁ ଆଜ୍ଞା ଆପଣଙ୍କୁ ଏହି ଘଟଣା ଅଦ୍ଭୂତ ଏଵଂ ଅଜବ ଗୁଜବ ଲାଗୁଥିବ, ମାତ୍ର ଏପରି ଘଟିଛି। ତେବେ ଆସନ୍ତୁ ଜାଣିବା ଏହି ଘଟଣା ର ସମ୍ପୁର୍ଣ୍ଣ ତଥ୍ୟ। ଏହି ଘଟଣା ଘଟିଛି ଅଷ୍ଟ୍ରେଲିଆ ରେ। ହସପିଟାଲ ରେ ଜଣେ ୧୧ ବର୍ଷ ର ଝିଅ ମହିଳାଙ୍କ ଠାରେ ଦେଖା ଯାଇଛି ଏହି ଅଦ୍ଭୂତ ଦୃଶ୍ୟ। ଏହି ଝିଅ ଟିର ନାମ ହେଲା ଚେରିସ୍ ରୋଜ୍ ଲାଭେଲ।

ଏହି ଝିଅ ଟି ପ୍ରତିଦିନ ଯେମିତି ସ୍କୁଲ ଯାଇ ପାଠ ପଢି ଫେରି ଆସେ। ତେବେ ଦିନେ ଏହି ଝିଅ ର ସ୍କୁଲ ରେ ଥିବା ଅବସ୍ଥା ସମୟରେ ଏହି ଝିଅର ଦେହ କଷ୍ଟ ହେବା ଆରମ୍ଭ ହୋଇଥିଲା। ଆଉ ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ ହସ୍ପିଟାଲ ରେ ଭର୍ତ୍ତି କରି ଦେଇଥିଲେ ପରିବାର ଲୋକେ। ଆଉ ଡାକ୍ତର ଙ୍କ କହିବା କଥା ଥିଲା ଏହି ଝିଅ ର ଯନ୍ତ୍ରଣା ହେବାର କାରଣ ହେଲା ସେ ଗର୍ଭବତୀ ହୋଇଯାଇଥିଲେ।

ମାତ୍ର ଏହି ଝିଅ ର ପେଟ ର ଆକାର ବଡ ହେବାରେ ଲାଗିଲା। ରୋଜ୍ ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ଏହା କିପରି ଘଟିଲା ଭାବି ସମସ୍ତେ ଆତଙ୍କିତ ମଧ୍ୟ ହେଲେ। ମାତ୍ର ପ୍ରକୃତ ଘଟଣା ସେପରି ନଥିଲା। ଏହି ଝିଅ ର ବୟସ ଆମେ ଜାଣିଛୁ ୧୧ ବର୍ଷ।।ଏହି ବୟସରେ ଝିଅ ଗର୍ଭବତୀ ହେବା ଏକ ଅସାଧାରଣ କଥା। ଯେତେବେଳେ ଲାଭେଲ ଙ୍କୁ ତାଙ୍କର ଅଭିଭାବକ ହସପିଟାଲ ନେଲେ ସେଠାରେ ତାଙ୍କର ଟେଷ୍ଟ କରାଯାଇଥିଲା। ଆଉ ଡାକ୍ତର ମଧ୍ୟ କହିଲେ ଏହି ଯନ୍ତ୍ରଣା ଗର୍ଭ ଧାରଣ ପାଇଁ ହୋଇଥିଲା।

ମାତ୍ର ଆଉ ଥରେ ଯେତେେଳେ ଡାକ୍ତର ଟେଷ୍ଟ କଲେ ତାହା ଏଣ୍ଡୋସ୍କୋପି ରେ ଜଣା ପଡ଼ିଲା। ଏହା ପ୍ରକୃତରେ ରେ ପେଟରେ ଏକ ଟ୍ୟୁମର ହୋଇଥିଲା। ଯାହା ପେଟ ଫୁଲିବା ପାଇଁ କାରଣ ସାଜିଥିଲା। ଏହା ସହିତ ତାହା ମଧ୍ୟ ରୋଜ୍ ର ପେଟ ରେ ଯନ୍ତ୍ରଣା ଆଣୁଥିଲା। ଏହା ପରେ ଅନେକ ଚିକିତ୍ସା ପରେ ଫିଜିଓ ଥେରାପି କରିବା ପାରେ ରୋଜ୍ ଏବେ ସୁସ୍ଥ ଥିବା କଥା ସୂଚନା ମିଳିଛି।

ଏହା ସହିତ ଡାକ୍ତର ମଧ୍ୟ ରୋଜ୍ ର ଏହି ଟ୍ୟୁମର କୁ ପରବର୍ତ୍ତୀ ସମୟରେ ବାହାର କରିବାରେ ସଫଳ ହୋଇଥିଲେ। ଏହା ସହିତ ରୋଜ୍ ମଧ୍ୟ ଏବେ ପୂର୍ବ ଅବସ୍ଥା କୁ ଫେରୁଥିବା ର ସୂଚନା ମିଳୁଛି। ତେଣୁ ରୋଜ୍ ଙ୍କ ଏହି ପରିସ୍ଥିତି ପାଇଁ ଟ୍ୟୁମର ଦାୟୀ ବୋଲି ପରବର୍ତ୍ତୀ ସମୟ ରେ ଜଣା ପଡ଼ିଥିଲା ଆଉ ସଫଳ ଚିକିତ୍ସା ମଧ୍ୟ ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।