ଦେଖନ୍ତୁ Live ଭିଡିଓ – ଘରୁ ଲୁଚି ବିବାହ କରିଲେ ପ୍ରେମି ଯୁଗଳ ଆଉ ତା’ପରେ ଯାହା ଘଟିଲା ଭିଡିଓ ଟି ସେୟାର ହେବାରେ ଲାଗିଛି

0

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି,

ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି। ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି।

ତେବେ ଆମେ ମାନେ ସମସ୍ତେ ଆଜିକାଲି ସୋସିଆଲ୍ ମିଡିଆ ସାଇଟ୍ ରେ ନିହାତି ଭାବରେ ଯୋଡିତ, ହୁଏତ ତାହା ଫେସବୁକ୍ ହେଉ, ହ୍ୱାଟସପ୍ ହେଉ, ଇନ୍ଷ୍ଟା ହେଉ ବା ଟୁଇଟର୍ ହେଉ। ଯେକୌଣସି ସୋସିଆଲ୍ ସାଇଟ୍ ରେ ଆମେ ମାନେ ନିହାତି ଭାବେ ଯୋଡିତ ଥିବା, ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ, ଖବର ଆଦି ଆସୁଛି। ଯେତେବେଳେ ଦେଖିଲେ ସବୁବେଳେ ସୋସିଆଲ୍ ସାଇଟ୍ ରେ ଯୁବପିଢି ମାନେ ହିଁ ଅନଲାଇନ୍ ରହୁଛନ୍ତି।

ଏହି ସୋସିଆଲ ମିଡ଼ିଆ ଆମ ପାଇଁ ଯେତିକି ଭଲ ସେତିକି ଖରାପ ବୋଲି ଆଜିକାଲି ପ୍ରମାଣିତ ହେଉଛି। ସୋସିଆଲ ସାଇଟ୍ ଦ୍ୱାରା ଆମେ ମାନେ ଅନେକ ହିତ ମଧ୍ୟ ସାଧନ କରୁଛୁ, ଏହା ଦ୍ୱାରା ଦେଶ ବିଦେଶର ଖବର ଆମେ ମାନେ ଅତି ସହଜ ରେ ପାଉଛୁ। ହେଲେ ଏହାକୁ ଆଜିକାଲି ର ଲୋକ ମାନେ ଖରାପ କାମ ରେ ବ୍ୟବହାର କରୁଛନ୍ତି, ଏହା ଦ୍ୱାରା ଲୋକ ମାନେ ଖରାପ ମଧ୍ୟ ହେଇ ଯାଉଛନ୍ତି।

ଏବେ ର ଦୁନିଆରେ ଆଉ କିଏ ପ୍ରେମ କରୁନାହିଁ, ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ପ୍ରେମ କରୁଛନ୍ତି। ପ୍ରେମ କରିବା ଟା ବି କିଛି ଖରାପ ନୁହେଁ, କିନ୍ତୁ ଆଜି କାଲି ର ପିଲା ମାନେ ପ୍ରେମ କୁ ଖରାପ କରି ଦେଉଛନ୍ତି। ସୋସିଆଲ ମିଡ଼ିଆରେ ଏପରି ଅନେକ ଭିଡିଓ ଦେଖିବାକୁ ମିଳୁଛି ପ୍ରେମୀ ଯୁଗଳ ମାନଙ୍କ ର। ଏବେ ବି ସୋସିଆଲ ମିଡିଆ ରେ ସେହି ପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯେଉଁ ଠାରେ ଏକ ପ୍ରେମୀ ଯୁଗଳ ସୋସିଆଲ୍ ସାଇଟ୍ ରେ ସାଇଭ୍ ଆସି ପରସ୍ପରକୁ ବିବାହ କରିଛନ୍ତି।

ଏଠାରେ ଏମାନଙ୍କ ସହ ଆହୁରି ଅନେକ ଲୋକ ମଧ୍ୟ ଅଛନ୍ତି, ସେହି ସମୟ ରେ ପ୍ରେମିକ ଜଣକ ଜଣକ ସମସ୍ତଙ୍କ ସାମ୍ନା ରେ ପ୍ରେମିକା ଙ୍କ ମୁଣ୍ଡ ରେ ସିନ୍ଦୂର ଦେଇ ବିବାହ କରିଛନ୍ତି। ଏହିପରି ଏବେ ପ୍ରାୟ ଅନେକ ପିଲା କରୁଛନ୍ତି। ଆଗରୁ ମଧ୍ୟ ଆମେ ମାନେ ଆପଣ ମାନଙ୍କୁ ସେହିପରି ଏକ ଘଟଣା ସମ୍ପର୍କରେ କହିଥିଲୁ, ଯେଉଁ ଠାରେ ଏକ ପ୍ରେମୀ ଯୁଗଳ ଘରୁ ଲୁଚି ଆସି ବିବାହ କରିଥିଲେ ଫେସବୁକ ରେ ଅନଲାଇନ୍ ଆସି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।