ଦେଖନ୍ତୁ ଭିଡ଼ିଓ – ନୂଆ ବିବାହ କରିଥିବା ଅଭିନେତ୍ରୀ ଝିଲିକ ଶାଶୁ ଘରେ ମକର ସଂକ୍ରାନ୍ତି କେମିତି ପାଳନ କଲେ ଦେଖନ୍ତୁ…

0

ଯେମିତି କି ଆପଣ ମାନେ ଜାଣିଥିବେ ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ମକର ସଂକ୍ରାନ୍ତି ଓଡିଆ ଘର ର ପରମ୍ପରା। ଓଡ଼ିଆ ଘର ର ପରମ୍ପରା ଅନୁସାରେ କୁହାଯାଇଥାଏ କି ୧୨ ମାସରେ ୧୩ ପର୍ବ। କାରଣ ଏଠାରେ ବର୍ଷ କୁ ଅନେକ ଗୁଡ଼ିଏ ପର୍ବ ପର୍ବାଣୀ ପାଳନ କରାଯାଏ। ସେମାନଙ୍କ ମଧ୍ଯରେ ଏହି ମକର ସଂକ୍ରାନ୍ତି ବେଶ୍ ପସନ୍ଦ ଅଟେ। ଏହି ମକର ସଂକ୍ରାନ୍ତି ରେ ଓଡିଆ ଘର ର ଝିଅ ବହୂ ମାନେ ନିିଜ ଘର ର ଦେବାଦେବୀ ଙ୍କୁ ପୂଜା କରିଥାନ୍ତି। ଏବଂ ପିଠା ପଣା ମଧ୍ଯ କରିଥାନ୍ତି।

ଏହି ମକର ସଂକ୍ରାନ୍ତି କୁ ଯେତେବେଳେ ଚାଷୀ ନିଜର ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥାଏ ସେତେବେଳେ ସେମାନେ ଏକତ୍ରିତ ହୋଇ ଏହି ମକର ସଂକ୍ରାନ୍ତି କୁ ଆନନ୍ଦ ର ସହିତ ପାଳନ କରିଥାନ୍ତି। ମକର ସଂକ୍ରାନ୍ତି କୁ ମଧ୍ଯ ଭାରତ ର ଅନେକ ଗୁଡ଼ିଏ ସ୍ଥାନ ରେ ଗୁଡିଉଡା ପର୍ବ ଭାବେ ପାଳନ କରାଯାଏ।

ମକର ସଂକ୍ରାନ୍ତି କୁ ମଧ୍ଯ ଦକ୍ଷିଣ ଏସିଆ ରେ ଧାର୍ମିକ ଉତ୍ସବ ରୂପେ ପାଳନ କରାଯାଏ। ଏହି ମକର ସଂକ୍ରାନ୍ତି ପ୍ରତି ବର୍ଷ ଜାନୁଆରୀ ମାସ ୧୪ ତାରିଖ ରେ ପଡିଥାଏ। ତେବେ ଆସନ୍ତୁ ଆଜି ଆମେ ଦେଖିବା ଓଡିଆ ସିନେ ଜଗତ ର ନାୟିକା ମାନେ କେମିତି ମକର ସଂକ୍ରାନ୍ତି ପାଳିଛନ୍ତି । ତେବେ ଆପଣ ମାନେ ସମସ୍ତେ ଝିଲିକ୍ ଙ୍କୁ ଜାଣି ଥିବେ । ସେ ଆମ ଓଲିଉଡ଼ ର ଜଣେ ଲୋକ ପ୍ରିୟ କଳାକାର ।

ତେବେ ସେ ଏହି କିଛି ମାସ ତଳେ ବିବାହ କରିଛନ୍ତି। ତେବେ ଝିଲିକ ଫିଲ୍ମ ଦୁନିଆ ରୁ ଦୁରେଇ ରହିଛନ୍ତି ସତ କିନ୍ତୁ ସେ ଏବେ ମଧ୍ୟ ସୋସିଆଲ ମିଡିଆରେ ସକ୍ରିୟ୍ ରହିଛନ୍ତି।ତେବେ ଆଜି ମକର ସଂକ୍ରାନ୍ତି ଅବସରରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ସେୟାର୍ କରି ଥିଲେ। ତେବେ ସେଇ ଭିଡିଓ ରେ ଦେଖିବାକୁ ମିଳି ଥିଲା କି ସେ ନିଜ ଘର ଛାତ ଉପରେ ଗୁଡ଼ି ଉଡାଉ ଛନ୍ତି।

ତେବେ ଖାଲି ଝିଲିକ୍ ନୁହନ୍ତି ଓଲିଉଡ଼ ର ଅନେକ ନାୟିକା ମଧ୍ୟ ବହୁତ ଧୁମ ଧାମ ରେ ମକର ସଂକ୍ରାନ୍ତି ପାଳି ଛନ୍ତି। ଆଉ ଅନେକ ଫୋଟ ସବୁ ନିଜ ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି।ତେଣେ ଓଲିଉଡ଼ ର ଏକ ଚର୍ଚ୍ଚିତ ଗୟିକା ଦୀପ୍ତିମୟି ଙ୍କୁ ତ୍ ଜାଣି ଥିବେ । ତେବେ ସେ ମଧ୍ୟ ଗତ ମାସ ବିବାହ କରିଛନ୍ତି। ତେବେ ସେ ମଧ୍ୟ ମକର ସଂକ୍ରାନ୍ତି ବହୁତ ସୁନ୍ଦର ଭାବେ ପାଳି ଛନ୍ତି । ଆଉ ନିଜର ଫୋଟ ସବୁ ନିଜ ଆକାଉଣ୍ଟ ରେ ସେୟାର୍ କରିଛନ୍ତି।

ତେବେ ଏଲିନା , ପ୍ରକୃତି ମିଶ୍ର ଆଉ ତା ସହ ଅନେକ ନାୟିକା ମାନେ ନିଜର ଖୁସି ର ମୁହୂର୍ତ୍ତ କୁ ନିଜ ଫେନ ମାନଙ୍କ ସହ ସେୟାର କରିଛନ୍ତି। ଯାହା ବହୁ ମାତ୍ରା ରେ ଭାଇରଲ ହୋଇଛି।ତେବେ ଏହି ପର୍ବ କୁ ସମସ୍ତେ ମନ୍ଦିର ଯାଇ , ପିଠା ଖାଇ , ଗୁଡ଼ି ଉଡାଇ ବହୁତ ସୁନ୍ଦର ଭାବେ ପାଳି ଛନ୍ତି।ତେବେ ପର୍ବ ରେ ସମସ୍ତେ ବହୁତ ଖୁସି ରହି ଏହି ପର୍ବ୍ କୁ ନିଜ ପରିବାର ସହ ପାଳି ଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।