ମଣିନାଗେଶ୍ୱର ଗୁମ୍ଫା ବିଷୟରେ ମାଲିକା ରେ ମିଳିଲା ଆଶ୍ଚର୍ଯ୍ୟ ଜନକ ପ୍ରମାଣ , ଏହି ଅଲୌକିକ ମହିମା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ତେବେ ଆପଣ ମାନେ ନିଶ୍ଚିତ କେବେ ନା କେବେ ମଣି ନାଗେଶ୍ୱରୀ କଥା ଶୁଣିଥିବେ। ହଁ ଆଞା ଯିଏ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପରମ ଭକ୍ତ। ଯାହାକୁ ପ୍ରଭୁ ଜଗନ୍ନାଥ ଙ୍କ ଗୋଟିଏ ଅଙ୍ଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ନାମ ହେଉଛି ଅଚ୍ୟୁତା ନନ୍ଦ,ସେ ସହସ୍ର ବର୍ଷ ର ଭବିଷ୍ଯତ ବାଣୀ କରିଛନ୍ତି। ତେବେ ସେତେବେଳ ସମୟ ରେ, ତାଙ୍କୁ ଯାହା ଦେଖା ଯାଉଥିଲା ତାହାକୁ ସେ ଅତି ସରଳ ରେ ମାଳିକା ରେ ବର୍ଣ୍ଣନା କରିଛନ୍ତି।

ଯେଉଁଥିରୁ ତାଙ୍କର ଅନେକ ଗୋଡିଏ କଥା ସତ ହେବାକୁ ଲାଗିଲାଣି,ଆଜି ମଧ୍ଯ ତାଙ୍କ କଥା ସତ ହେଉଛି। ସେ ନିଜ ମାଳିକା ରେ ଏହି ମଣି ନାଗେଶ୍ୱରୀ ବିଷୟ ରେ ମଧ୍ଯ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା ଏକ ସମ୍ପୂର୍ଣ୍ଣ ବଡ ଖବର, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଟି କଣ।

ଯାହା ଆଜି ମଧ୍ଯ ସତ ହେଉଛି,ସେ ନିଜ ମାଳିକା ରେ ମଣି ନାଗେଶ୍ୱରୀ ରାତି ୧୨ ଟା ରେ ଏମିତି କିଛି ଅଲୈକିକ କାର୍ଯ୍ୟ କରନ୍ତି ବୋଲି ଲେଖିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହି ମଣି ନାଗେଶ୍ୱରୀ ବିଷୟ ରେ। ଭୁବନେଶ୍ୱର ରେ ସିଘଂ ପୁରା ନାମ ଏକ ଘଞ୍ଚ ଜଙ୍ଗଲ ରହିଛି ଏବଂ ଏହି ଜଙ୍ଗଲ ରେ ଗୋଟିଏ ମନ୍ଦିର ରହିଛି,ଯାହାର ନାମ ହେଉଛି ମଣି ନାଗେଶ୍ୱରୀ।

ତେବେ ଏହି ମନ୍ଦିର ରେ ଏମିତି କିଛି ଘଟଣା ରହିଛି ଯାହା ବିଷୟ ରେ ଆମେ ଆପଣ ଙ୍କୁ କହିବା ପାଇଁ ଯାଉଛୁ। ଏହି ମନ୍ଦିର ରେ ଗୋଟିଏ ନାଗ ଏବଂ ନାଗୁଣୀ ରହୁଛନ୍ତି। ଯେଉଁମାନେ ପ୍ରତ୍ୟୋକ ଦିନ ରାତି ୧୨ ଟା ରେ ଖେଳା ଲୀଳା କରନ୍ତି ,କିନ୍ତୁ ଏହି ଖେଳା ଲୀଳା କୁ ଯିଏ ଦେଖି ଅନ୍ୟ ପାଖରେ ଯଦି କେହି କହିଦିଏ ତାହା ହେଲେ ତାହାର ମ୍ଋତ୍ୟୁ ସୁନିଶ୍ଚିତ। କଥା ଟି ଶୁଣିବା ପାଇଁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ଯ ଏହା ସତ।

କିଛିଦିନ ତଳେ ସେଠାକାର ଜଣେ ବ୍ୟକ୍ତି ସେହି ନାଗ, ନାଗୁଣୀ ଙ୍କୁ ଖେଳା, ଲୀଳା କରିବା ର ଦେଖିଥିଲେ ଏବଂ ଏହା ବିଷୟ ରେ କହିଥିଲେ। ଯାହାର ଫଳ ସ୍ୱରୂପ ସେହି ବ୍ୟକ୍ତି ଜଣକ ଙ୍କୁ ନିଜର ଜୀବନ ହରେଇବା କୁ ପଡିଲା। ତେବେ ଏମିତି ଏହି ଘଟଣା କୁ ଯିଏ ଦେଖି ଅନ୍ୟ ପାଖରେ କହିଛନ୍ତି ସେମାନେ ମଧ୍ଯ ଆଉ ଏ ଦୁନିଆ ରେ ନାହାନ୍ତି। ତେବେ ଏହାକୁ ଯିଏ ପୂର୍ଣିମା ରାତିରେ ଦେଖିବ ତାର ପୂରା ଜୀବନ ଧନ୍ଯ ହୋଇଯିବ।

ସେ ଯାହା ମାଗିବ ଏହି ନାଗ, ନାଗୁଣୀ ତାଙ୍କୁ ତାହା ଦେଇ ଦିଅନ୍ତି। ବହୁତ ଲୋକ ଏହାକୁ ଦେଖିବା ପାଇଁ ରାତି ରାତି ଉଜାଗର ରହି ଜାଗର ପାଳନ୍ତି। କିନ୍ତୁ କେହି ଏହାକୁ ଦେଖି ପାରନ୍ତି ନାହିଁ କିନ୍ତୁ ଯେଉଁ ମାନେ ଏହି ଖେଳା, ଲୀଳା କୁ ଦେଖିଛନ୍ତି ସେମାନେ ବହୁ ବଡ଼ ବଡ଼ ଧନୀ ବ୍ଯକ୍ତି ହୋଇଗଲେଣି ଏବଂ ଏହି ମଣି କୁ ପାଖରେ ରଖି ପୂଜା କଲେଣି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।