ଆସିଲା ଟ୍ରୁ କଲର୍ ଆପ୍ ଅତି ଶୀଘ୍ର ଜାଣିପାରିବେ କିଏ ଓ କଣ ପାଇଁ କରିଛି କଲ୍। ଆସନ୍ତୁ ଜାଣିବା କିପରି ହେଉଛି ସମ୍ଭବ

0

ଏବେ ଦୁନିଆ ବହୁତ ଆଗେଇଲାଣୀ , ଆଉ ତା ସହ ଅତ୍ୟାଧୁନିକ ଜିନିଷ ମଧ୍ୟ ବାହାରିଲାଣି, ଯାହା ଏବେ ଆମ ର ବହୁତ ଉପକାର ରେ ଲାଗୁଚି,ଅନେକ ସାହାଯ୍ୟ କରୁଛି। ଆମେ ଏହି ଯନ୍ତ୍ର ସବୁ ଦ୍ୱାରା ଅନେକ ବହୁତ ନୂତନ ଜିନିଷ ସବୁ ଜାଣିବା କୁ ମିଳି ଥାଏ। ତେବେ ଯୁଗ ଏବେ ବିଜ୍ଞାନ ଯୁଗ ରେ ପରିଣତ ହେଲାଣି। ଆଜି କାଲି ସବୁ ଜିନିଷ ସୁବିଧାଜନକ୍ ହୋଇ ଗଲାଣି,ଲୋକ ମାନେ ବିନା କଷ୍ଟ ରେ ସବୁ କରି ପାରୁଛନ୍ତି। ତେବେ ଏହି ସବୁ ଜିନିଷ ଲୋକ ଙ୍କ ସୁବିଧା ପାଇଁ ହୋଇଛି।

ଆଗରୁ ଲୋକମାନେ ଏତେ ସୁବିଧା ପାଇ ପାରୁ ନଥିଲେ,ଏତେ ନୂତନ ତଥ୍ୟ ମଧ୍ୟ ଜାଣି ପାରୁ ନଥିଲା। ଆଗରୁ ଲୋକ ମାନେ କଥା ହବା ପାଇଁ ଚିଠି ର ସହରା ନେଉ ଥିଲେ,ହେଲେ ଏବେ ଲୋକ ମାନେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ଯାହା ଦ୍ୱାରା ସେମାନେ ଗୋଟେ ଲୋକ ସହ ଅତି ସହଜ ରେ କଥା ହେଇ ପାରୁଛନ୍ତି। ଆଉ ଏହା ବିନା କୌଣସି ଅସୁବିଧା ରେ କରି ପାରୁଛନ୍ତି। ସେହି ଲୋକ ଯେତେ ଦୂର ରେ ଥାଉ ମଧ୍ୟ ଅତି ସହଜ ରେ କଥା ହୋଇ ପାରିବ। ତେବେ ଏହି ଫୋନ ଲୋକ ଙ୍କ ବହୁତ ସୁବିଧା କରେଇ ଦେଇଛି।


କିଛି ବର୍ଷ ଆଗରୁ ଲୋକ ମାନେ ଆଣ୍ଡରୋଏଡ ଫୋନ ର ବ୍ୟବହାର ଜାଣି ନଥିଲେ,ହେଲେ ଏବେ ପ୍ରତେକ ଲୋକ ପାଖରେ ଏହି ଫୋନ ଟି ରହିଛି ଆଉ ଏହା ବିଭିନ କମ୍ପାନୀ ରେ ମଧ୍ୟ ବିକ୍ରି ହେଉଛି ଓ ଲୋକ ମାନେ ଏହା କୁ ନିଜର ଦାମ ଦେଇ କିଣୁଛନ୍ତି । ତେବେ ଏହି ଫୋନ ଗୁଡିକରେ ଏକ ନୂତନ ଆପ୍ଲିକେସନ୍ ରହିଛି। ଯାହା ସମସ୍ତଙ୍କର ବହୁତ ଉପକାରୀ । ତେବେ ସେହି ଆପ୍ଲିକେସନ ଟି ହେଉଛି ଟ୍ରୁ କଲର ରହିଛି ଏବେ ଏହି ଆପ୍ଲିକେସନ ଏକ ନୁତନ ଫିଚର୍ସ୍ ଆଣିଛି।


ତେବେ ଏହି ଫିଚର୍ସ୍ ଦ୍ୱାରା ଲୋକ ମାନେ ଜାଣି ପାରିବେ କି କିଏ ଆଉ କାହିଁକି କଲ କରିଛି। ଆଉ ଯାଦି ଏହା କୁ ପାଇବା କୁ ଚାଁହୁଚନ୍ତି ତେବେ ପ୍ଲେ ଷ୍ଟର କୁ ଯାଇ ଏହା ଆପଡେଟ କରି ପାଇ ପାରିବେ। ଆଉ ଏହା ଦ୍ଵାରା ଯଦି ଆପଣ ଙ୍କ ଫୋନ କୁ କଲ ଆସିଲେ ଆପଣ ଙ୍କ ସ୍କ୍ରିନ ଉପରେ କଲ କରିଥିବା ଲୋକର ନାମ ଓ କାହିଁକି କରିଛି ଜାଣି ପାରିବେ। ଆପଣ ମଧ୍ୟ ଯାହା କୁ କଲ କରିବେ , ତାହାଲେ ଆପଣ ଙ୍କ ଫୋନରେ କଲ ରିଜିନ୍ ବୋଲି ଗୋଟେ ଅପ୍ସନ୍ ରହି ଥିବ,ସେଥିରେ ଆପଣ କଲ କରିବାର କାରଣ ଲେଖି ପାରିବେ। ଆଉ ଏହା ସେତେବେଳେ ଉପଲବଦ୍ ହେବ ଯେତେବେଳେ ଦୁଇଜଣ ଙ୍କ ଫୋନ ରେ ଏହି ଆପ୍ଲିକେସନ ଟି ରହି ଥିବ। ତେବେ ଏହା ବହୁତ ଉପକାରୀ ସମସ୍ତଙ୍କ ପାଇଁ ।ଏହା କୁ ସମସ୍ତେ ବ୍ୟବହାର କରିବା ଦରକାର,ଯାହା ଦ୍ୱାରା ଆପଣ ସବୁ ଅତି ସହଜ ରେ ଜାଣି ପାରିବେ। ଆଉ ଏହି ଆପ୍ଲିକେସନ ଦ୍ୱାରା କିଏ ଆପଣ ଙ୍କୁ କଲ କରିଲା ଅତି ସହଜରେ ଜାଣି ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।