ଦେଖନ୍ତୁ କୁନି ଝିଅର ଭିଡ଼ିଓ ସାରା ରାଜ୍ୟରେ ହେଉଛି ଭାଇରାଲ୍ କଥା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

0

ଆଜି କାଲି ଦୁନିଆରେ ତ ପ୍ରତ୍ୟେକ ଲୋକ ସ୍ମାର୍ଟ ହେଲେଣି। ସମସ୍ତେ ଆଜି କାଲି ଶିକ୍ଷିତ ମଧ୍ୟ ହେଲେଣି। ଆମେ ଯଦି ଦେଖିବା ଆଜି କାଲି ର ଛୋଟ ପିଲା ମାନେ ଏତେ ବୁଦ୍ଧାମାନ ଆଉ ଏତେ ଟେଲେଣ୍ଟେଡ୍ ହେଲେଣି, ସେମାନଙ୍କ ସେହି ସବୁ ଭଲ ଭଲ ଟେଲେଣ୍ଟ କୁ ଦେଖି ବହୁତ ବଡ ବଡ ଲୋକ ମାନେ ମଧ୍ୟ ତାଜୁକ୍ ହୋଇ ରହି ଯାଉଛନ୍ତି।

ଆମେ ତ ସୋସିଆଲ୍ ମିଡିଆ ରେ ଏପରି ଅନେକ ଖବର ସବୁ ଦେଖୁଥିବା ଯେଉଁଥିରେ କି ଲୋକ ମାନେ ନିଜ ପାଖରେ ଥିବା ବହୁତ ଭଲ ଭଲ ଟେଲେଣ୍ଟ୍ କୁ ଭିଡିଓ ମାଧ୍ୟମ ରେ ସୋସିଆଲ୍ ମିଡିଆ ରେ ସେୟାର୍ କରିଥାନ୍ତି। ତେବେ ପିଲା ମାନେ ପଢିବା ସାଙ୍ଗ ଙ୍କୁ ଅନେକ କିଛି କାର୍ଯ୍ୟ କରିବାରେ ସକ୍ଷମ ରଖି ଥାନ୍ତି। ତେବେ ଖାଲି ପାଠ ପଢ଼ିଲ ହେବ ନାହିଁ। ଆଜି ର ଏହି ସମାଜ ବହୁତ ଆଗକୁ ଗଲାଣି ।

ଲୋକ ମାନେ ମଧ୍ୟ ଭିନ୍ନ ଭିନ୍ନ କାର୍ଯ୍ୟ କରିବା ପାଇଁ ଅଧିକ ଇଛା ରଖୁଛନ୍ତି। ତେବେ ଆପଣ ମାନେ ଦେଖି ଥିବେ କି ସ୍କୁଲ କଲେଜ ମାନଂକର ରେ ପିଲା ମାନଂକୁ ପାଠ ସାଙ୍ଗ ସାଙ୍ଗ କୁ ଅନେକ ପ୍ରକାର ଖେଳ , ନାଚ , ଗିତ ଆଦି ଶିଖାଇ ଥାନ୍ତି। ତେବେ ପିଲା ମାନେ ମଧ୍ୟ ଏହି ସବୁ ଥିରେ ଭାଗ ନେଇ ଶିଖିବା କୁ ଚେଷ୍ଟା କରି ଥାନ୍ତି।

ଆଉ ଯାହା ସେମାଙ୍କୁ ଆଗକୁ ନେବାରେ ସାହାଯ୍ୟ କରି ଥାଏ। ତେଣେ ଏହି ସମାଜ ରେ ଏମିତି ଅନେକ ପିଲା ମାନେ ଥିବେ ଯେଉଁ ମାନେ କି ପାଠ ସାଙ୍ଗ କୁ ଅନେକ କିଛି କାର୍ଯ୍ୟ କରି ପାରୁ ଥିବେ। ଏବେ ନାଚିବା , ଭାଷଣ ଦେବା , ଗୀତ ଗାଇବା ଆଦି କାର୍ଯ୍ୟ ପିଲା ମାନଂକୁ ଆଗକୁ ନେଇ ଯିବ ।

ତେବେ ଆମ ଏହି ସମାଜ ରେ କେହି ଛୁଆ ନାଚିବା ରେ ଦକ୍ଷ ତ୍ କେହି ଛୁଆ ଗୀତ ଗାଇବା ରେ। ତେବେ ଏହି ସବୁ ପାଇଁ ସେମାନେ ଓଡିଶା ପାଇଁ ଗର୍ବ ଆଣି ଦେଇଛନ୍ତି, କିନ୍ତୁ ଦେଖିବାକୁ ଗଲେ ପୁଅ ମାନଙ୍କ ଠାରୁ ଝିଅ ମାନେ ଅଧିକ ପାଠ ପଢିବା ସହ ସମସ୍ତ କାର୍ଯ୍ୟ ରେ ଦକ୍ଷ ହୋଇ ପାରୁ ଛନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ତେବେ ଗୋଟେ କୁନି ଝିଅ , ଯାହାର ନାମ ପ୍ରତୀକ୍ଷା ସ୍ୱାଇଁ ।

ସେହି ଝିଅ ଟି ଅତି ସୁନ୍ଦର ଭାବେ ଆମର ଏହି ଦେଶ ର ସ୍ଵାଧିନତା ଓ ତାର ଦକ୍ଷତା ସମ୍ପର୍କ୍ ରେ ସୁନ୍ଦର ଭାବେ ଭଖାଣି ଚାଲିଛି। ତେବେ ସେହି କୁନି ଝିଅ ଟି ଆମ ଦେଶ ର ସ୍ୱାଧୀନତା ଠୁ ଆରମ୍ଭ କରି ଆଜି ଯାଏ ଆମ ଦେଶ ର ଅଗ୍ରଗତି ବିଷୟ ରେ କହିଛି। ତେବେ ଆମ ଦେଶ ରେ ହେଉ ଥିବା ସମସ୍ତ ଘଟଣା ଉପରେ ସେ ଅତି ସୁନ୍ଦର ଭାବରେ ବୁଝାଇଛି।

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ଲୋକ ମାନେ ଏହି ଭିଡିଓ ଦେଖି ପୁରା ଚକିତ ହୋଇ ଯାଇଛନ୍ତି। ତେବେ ଏତେ କମ ବୟସ ରୁ ଦେଶ ରେ ହେଉ ଥିବା ପ୍ରତିଟି ଘଟଣା କୁ ସେ ପୁରା ସୁନ୍ଦର ଭାବରେ କହିଛି। ତେବେ ଏହା ସତ ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ। ତେବେ ଝିଅ ଟି ର ଏହି କଥା ସମସ୍ତ ଙ୍କୁ ସ୍ତବ୍ଧ କରିଦେଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।