Health tips – ଯଦି ହଟାତ ଆପଣଙ୍କ ମୁଣ୍ଡ ବୁଲାଇ ଦେଉଛି ତେବେ ଏହାକୁ ଅଣ ଦେଖା କରନ୍ତୁ ନାହିଁ,ଏହା ହୋଇ ପରେ ଏହି ରୋଗର ସଂକେତ

0

ଆଜି ର ଦୁନିଆରେ ତ ଲୋକ ମାନଙ୍କ ପାଖରେ ଅନେକ ପ୍ରକାରର ରୋଗ ସବୁ ଦେଖିବାକୁ ମିଳିିଲାଣି। ପ୍ରତ୍ୟେକ ଲୋକ ମାନଙ୍କ ଶରୀରେ ଆଜି କାଲି କିଛି ବି ରୋଗ ନାହିଁ ବୋଲି କହି ପାରିବେନି ସମସ୍ତ ଙ୍କ ଶରୀର ରେ କିଛି ନା କିଛି ରୋଗ ନିଶ୍ଚିତ ଭାବେ ରହିଛି। ଆମ ଶରୀରେ ଆଜି କାଲି ଆମ ଚର୍ମ, ଆଖି, ମୁଣ୍ଡ ଆଦି କୁ ନେଇ ଅନେକ ପ୍ରକାରର ଭିନ୍ନ ଭିନ୍ନ ରୋଗ ସବୁ ଦେଖିବାକୁ ମିଳୁଛି।

ଆଉ ଏହି ସବୁ ରୋଗ ହେଉଛି ଆଜିକାଲି ର ପାଣି ପାଗ ପରିବର୍ତ୍ତନ ଓ କେମିକାଲ୍ ଜାତୀୟ ସବୁ ଖାଦ୍ୟ ଖାଇ। ଏହି ସବୁ କାରଣ ରୁ ଆମ ଶରୀରେ ଅନେକ ପ୍ରକାରର ରୋଗ ସବୁ ଦେଖିବାକୁ ମିଳୁଛି। ଆମ ଶରୀରେ ଅନେକ ସମୟ ରେ ଅନେକ ପ୍ରକାର ର ରୋଗ ର ଲକ୍ଷଣ ସବୁ ଦେଖିବାକୁ ମିଳେ, ହେଲେ ଆମେ ତାହାକୁ ଏତେ ଜୋର୍ ଦେଇ ନଥାଉ ମାମୁଲି ଜିନିଷ ବୋଲି କହି ଅଣଦେଖା କରି ଦେଇଥାଉ।

ଆଜିକାଲି ତ ଲୋକ ମାନେ ହଠାତ୍ ମୃତ୍ୟୁ ବରଣ କରି ଯାଉଛନ୍ତି ହେଲେ ଜାଣି ପାରୁ ନାହାଁନ୍ତି କି ସେମାନେ କେଉଁ କାରଣ ପାଇଁ ମୃତ୍ୟୁ ବରଣ କରୁଛନ୍ତି। ଆମେ ମାନେ ଆଜି ଆପଣ ମାନଙ୍କୁ ସେହିପରି ଏକ ବଡ ରୋଗ ର ଲକ୍ଷଣ ସମ୍ପର୍କରେ କହିବୁ, ଯାହାକୁ କି ଆମ ମାନେ ସବୁବେଳେ ଅଣଦେଖା କରି ଛାଡି ଦେଇଥାଉ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ମୁଣ୍ଡ ବ୍ୟଥା ହେବା ଲୋକ ଙ୍କ ପାଇଁ ଏକ ସାଧାରଣ ରୋଗ ହୋଇ ଥାଏ। ତେବେ ଏହା ବେଳେ ବେଳେ ବହୁତ ମାରାତ୍ମକ ହୋଇ ଥାଏ। ତେବେ ଆମେ ଦେଖିଛେ କି ଆମର କୌଣସି କାରଣ ରୁ ମୁଣ୍ଡ ବୁଲାଇ ଦେଉଛି, ଆଉ ଯାହା ପାଇଁ ଆମେ ତଳେ ପଡି ଯାଉ । ତେବେ ଅନେକ ଲୋକ ଏହାକୁ ସହଜ ରେ ନେଇ ଥାନ୍ତି,କିନ୍ତୁ ଏହା କରିବା ଉଚିତ ନୁହଁ।ତେବେ ଯେଉଁ ବ୍ୟକ୍ତି ଙ୍କର ନିମ୍ନ ରକ୍ତଚାପ କିମ୍ବା ନିମ୍ନ ରକ୍ତଚାପକୁ ମେଡିକାଲ ପାର୍ଲାନ୍ସରେ ହାଇପୋଟେନ୍ସନ୍ କୁହାଯାଏ ,

ଯଦି ଜଣେ ବ୍ୟକ୍ତିର ରକ୍ତଚାପ ପରିମାଣ ଯଦି ୯୦ ଏବଂ ୬୦ ରୁ କମ୍, ତେବେ ସେ କମ୍ ବିପି ଲୋକଙ୍କ ବର୍ଗରେ ଆସନ୍ତି।ତେବେ କମ୍ ବିପି ପାଇଁ ଅନେକ କାରଣ ଥାଇପାରେ ଯେପରିକି ଶରୀରରେ ଜଳ ଅଭାବ, ଖରାପ ଔଷଧ ର କୁ ପ୍ରଭାବ, ଅସ୍ତ୍ରୋପଚାର କିମ୍ବା ଗୁରୁତର ଆଘାତ, ଜେନେଟିକ୍, ଚାପ, ଡ୍ରଗ୍, ଖରାପ ଖାଇବା ଅଭ୍ୟାସ, ଅତ୍ୟଧିକ ଅନାହାର ଇତ୍ୟାଦି ।

ତେବେ ଯେଉଁ ବ୍ୟକ୍ତି ଙ୍କର କମ ରକ୍ତ ଚାପ ରହି ଥାଏ । ସେମାଙ୍କର ହଟାତ ମୁଣ୍ଡ ବୁଲାଇବା ଆରମ୍ଭ କରିଦେଇ ଥାଏ , ହାତ୍ ଥରିବା , ପାଦ ଥରିବା ଆଦି ଦେଖା ଦେଇ ଥାଏ। ତେବେ ଏଥି ପାଇଁ ସେମାଙ୍କୁ ଲୁଣ ପାଣି ପିଇବା ଉଚିତ।ତେବେ ଯଦି ଘରେ ଲୁଣ ବା କଫି ନାହିଁ , ତାହାଲେ ଆପଣ କଫି ପିଇ ପାରିବେ । ଏହା ବହୁତ ଲାଭଦାୟକ ହୋଇ ଥାଏ।ତେବେ ଯେଉଁ ବ୍ୟକ୍ତି ମାନଂକର କମ ବିପି ରହି ଥାଏ।

ସେମାନେ ସେହି ଖାଦ୍ୟ ଅଧିକ ଖାଇବା ଉଚିତ ,ଯେଉଁଥିରୁ ସେମାନଙ୍କୁ ଲୌହ ସମୃଦ୍ଧି ହେବ ଆଉ ରକ୍ତ ଚାପ ସନ୍ତୁଲନ୍ ରହିବ।ତେବେ ତା ସହ ଅଧିକ ପରିମାଣ ରେ କ୍ଷୀର , ଅମ୍ରୁତଭଣ୍ଡା , ମୂଳା ଆଦି ଖାଇବା ଉଚିତ,ଏହା ଆମ ଶରୀର କୁ ସୁସ୍ଥ ରଖି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।