ବାଳିକା ବୋଧୂ ର ବହୁତ ହିଁ ପପୂଲାର୍ ସିରିଏଲ୍ ହିରୋଇନ୍ ଜଣଙ୍କ ଏହି ବ୍ୟକ୍ତି ଙ୍କୁ ବିବାହ କରିବାକୁ ଯାଉଛନ୍ତି ଜାଣନ୍ତୁ କିଏ

0

ଆମ ହିନ୍ଦୀ ସିରିଏଲ୍ ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ,ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ସିରିଏଲ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ ଜାଣିବା ।

ତେବେ ଆପଣ ମାନେ ହିନ୍ଦି ସିରିଏଲ ର ବାଳିକାବଧୁ ସିରିଏଲ ଦେଖି ଥିବେ। ଯାହା ଦେଶ ର ପ୍ରତେକ ଘରେ ଘରେ ପରିଚିତ। ତେବେ ସେହି ସିରିଏଲ ରେ ବାଳିକା ବଧୂ ଭୂମିକା ରେ ଅଭିନୟ କରୁ ଥିବା ଅଭିକା ଗୋର୍ ଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ। ତେବେ ସୂଚନା ଅନୁଯାୟୀ ସେ ମାତ୍ର ୧୧ ବର୍ଷ ବୟସ ରେ ହିଁ ସିରିଏଲ ଦୁନିଆରେ ରେ ପାଦ ରଖି ଥିଲେ,ଆଉ ଏହା ପରେ ସେ କେବେ ପଛ କୁ ଅନାଇ ଚାହିଁ ନାହାନ୍ତି।

ତେବେ ସେ ଛୋଟ ବେଳୁ ହିଁ ସଫଳତା ପାଇବା ସହ ଦର୍ଶକ ଙ୍କ ଭଲ ପାଇବା ମଧ୍ୟ ପାଇ ଥିଲେ। ତେବେ ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ୍ ହୋଇ ରହି ଥାନ୍ତି। ଅନେକ ସମୟ ରେ ନିଜର ଗ୍ଲେମରସ୍ ଫୋଟ ସବୁ ସୋସିଆଲ ମିଡିଆରେ ରେ ନିଜର ଫେନ ମାନଂକ ସହ ସେୟାର କରି ଥାନ୍ତି। ତେବେ ସେ ଜୁନ ୩୦ ,୧୯୯୭ ରେ ମୁମ୍ବାଇ ରେ ଜନ୍ମ ରେ ଗ୍ରହଣ କରି ଥିଲେ। ତେବେ ତାଙ୍କ ବାପା ଙ୍କ ନାମ ସମୀର ଗୋର୍ ଓ ତାଙ୍କ ମା ଙ୍କ ନାମ ଚେତନା ଗୋର୍ ।

ତେବେ ସେ ସୋସିଆଲ ମିଡିଆରେ ରେ ସବୁବେଲେ ସକ୍ରିୟ୍ ହୋଇ ରହିଛନ୍ତି। ତେବେ ସୂଚନା ମିଳିଛି କି ସେ ବହୁତ କଷ୍ଟ କରି ନିଜର ଓଜନ ୧୩ କିଲୋ କମ କରିଛନ୍ତି। ତେବେ ଏହାର ସମସ୍ତ କାହାଣୀ ସେ ନିଜର ସୋସିଆଲ ଆକାଉଣ୍ଟ ରେ ସେୟାର କରି ଛନ୍ତି। ତେବେ ସୂଚନା ଅନୁଯାୟୀ ଅଭିକା ଗୋର୍ ଙ୍କର ନିଜର ବୟ ଫ୍ରେଣ୍ଡ ମଲିନ୍ ଚାନ୍ଦୁଅନ ଙ୍କ ସହ ଡେଟ ରେ ଯାଇ ଥିଲେ।

ଆଉ ସେଠାରେ ଦୁହେଁ ଅନେକ ସୁନ୍ଦର ସୁନ୍ଦର ଫୋଟ ସବୁ ଉଠାଇ ସୋସିଆଲ ମିଡିଆରେ ସେୟର୍ କରି ଛନ୍ତି,ଆଉ ଗୋଟିଏ ଫୋଟ ରେ ଦେଖିବାକୁ ମିଳିଛି କି ଦୁହେଁ ଏକ ଗଛ ତଳେ ଲାଇଟ କୁ ଧରି ଫୋଟ ଉଠାଇ ଛନ୍ତି , ଯାହା ଦେଖିବାକୁ ବହୁତ ସୁନ୍ଦର ଦେଖା ଯାଉଛି। ତେବେ ସେ ଏବେ ମଲିନ୍ ଙ୍କ ସହ ରିଲେସନଶିପ ରେ ରହିଛନ୍ତି କିନ୍ତୁ ବିବାହ କରି ନାହାନ୍ତି। ତେବେ ଅଭିକା ଙ୍କର ଏହି ସବୁ ଫୋଟ ଏବେ ସୋସିଆଲ ମିଡିଆରେ ବହୁ ମତ୍ରା ରେ ଭାଇରଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।