ଆସିଲା ନୂଆ ନିୟମ ! କଲେଜ କୁ ଟାଇଟ ଜିନ୍ସ ଓ ଟି-ସାର୍ଟ ପିନ୍ଧି ଯାଇ ପାରିବେ ନାହିଁ ଛାତ୍ର ଛାତ୍ରୀ , ସେୟାର କରି ସମସ୍ତଙ୍କୁ ଜାଣନ୍ତୁ

0

ଦୀର୍ଘ ଦିନ ପରେ ଛାତ୍ର ଛାତ୍ରୀ ମାନେ ସ୍କୁଲ୍ କଲେଜ୍ ରେ ପଢିବାକୁ ସୁଯୋଗ ପାଇଛନ୍ତି।ଏହି ନିଷ୍ପତି କୁ ସରକାର ଗ୍ରୀନ ସିଗ୍ନାଲ ଦେଇଛନ୍ତି ବା ଅନୁମତି ଦେଇଛନ୍ତି।ତେବେ ପିଲା ମାନେ ଏତେ ଦିନ ପରେ ବିଦ୍ୟାଳୟ କୁ ଯିବାକୁ ଆଗ୍ରହ ପ୍ରକାଶ କରିବା ପାଇଁ ଏବଂ ସେମାନଙ୍କ ର ସୁରକ୍ଷା ପାଇଁ ସରକାର ବହୁତ୍ ସୁନ୍ଦର୍ ଏବଂ ସୁରକ୍ଷିତ ପଦକ୍ଷେପ ନେଇଛନ୍ତି।

ଅନେକ ରାଜ୍ୟରେ ସରକାର ପିଲାମାନେ ବିଦ୍ୟାଳୟ ଆସନ୍ତୁ ଏହା ପାଇଁ ବହୁତ୍ କିଛି ସୁନ୍ଦର୍ ପଦକ୍ଷେପ ନେଇଛନ୍ତି, ଏବଂ ସାହାଯ୍ୟ ମଧ୍ୟ କରିଛନ୍ତି ।ଆର୍ଥିକ ସହାୟତା ମଧ୍ୟ କରିଛନ୍ତି।ଏହି କୋରୋନା ପାଇଁ ସବୁ ଆଡେ ଶିକ୍ଷା କୁ ନେଇ ବିଭିନ୍ନ ପ୍ରକାର ର ବ୍ୟବସ୍ଥା କରାଯାଉଥିବା ବେଳେ ପାକିସ୍ତାନ ରେ ମଧ୍ୟ ଶିକ୍ଷା କ୍ଷେତ୍ର ରେ କିଛି ପରିବର୍ତ୍ତନ ଦେଖା ଦେଇଛି।

ପାକିସ୍ତାନ ର ହାଜାରା ବିଶ୍ଵ ବିଦ୍ୟାଳୟ ରେ କତୃପକ୍ଷ ତବୁଲଖି ଆଇଁ ଜାରି ରଖିଛନ୍ତି। ପ୍ରସ୍ଥୁ ନଖାଇବା ପ୍ରଦେଶ ରେ ଥିବା ଏହି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ଜାରି କରାଯାଇଛି।ଏଥି ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କ ଟାଇଡ୍ ଜିନ୍ସ ପ୍ୟାଣ୍ଟ୍ ସହିତ ଟି ଶାର୍ଟ୍ ପିନ୍ଧିବାକୁ ବାରଣ କରାଯାଇଛି।ପୁଣି ଏଥି ସହିତ ପିଲା ମାନେ ପାଠ ପଢିବାକୁ ଆସିଲା ବେଳେ କୌଣସି ମେକ୍ ଅପ୍ ନବାକୁ ଏବଂ କୌଣସି ବି ଅଳଙ୍କାର ପିନ୍ଧିବାକୁ ବାରଣ କରାଯାଇଛି।

ସେଠିକାର ବିଶ୍ଵ ବିଦ୍ୟାଳୟ ରେ ଏପରି ପ୍ରକାର ର ବିବାଦୀୟ ଡ୍ରେସ୍ କୋଡ୍ କୁ ନେଇ ବହୁତ୍ ପ୍ରତିବାଦ କରାଯାଇଥିବା ଦେଖିବାକୁ ମଧ୍ୟ ମିଳିଛି।ଛାତ୍ର ମାନଙ୍କୁ ଶୋର୍ଟ୍,ବେକରେ ଚେନ୍ ଏବଂ ପାଦ ରେ ସ୍ଲିପର୍ ପିନ୍ଧି ଆସିବାକୁ ବାରଣ କରାଯାଇଛି କାରଣ ଏତିକି ନୁହଁ ଛାତ୍ର ମାନଙ୍କୁ ଲମ୍ବା ଚୁଟି ରଖିବାକୁ ବି ବାରଣ କରିଛନ୍ତି ।ଏହା ସହେ ଯେଉଁ ଛାତ୍ର ଛାତ୍ରୀ ମାନେ ବିନା ପରିଚୟ ପତ୍ର ରେ ଆସିବାକୁ ଚାହୁଁଛନ୍ତି,

ତେବେ ସେମାନଙ୍କୁ ବିଶ୍ଵ ବିଦ୍ୟାଳୟ ପରିସର ଭିତରକୁ ବିନା ପରିଚୟ ପତ୍ର ରେ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ତେବେ ପରିଚୟ ପତ୍ର ଦେଖାଇଲେ ଯାଇ ଜଣେ ପରିସ୍ରା ଭିତରକୁ ପ୍ରବେଶ କରି ପାରିବେ,ଆଉ ପାକିସ୍ତାନ ର ଏହି ବିଶ୍ଵ ବିଦ୍ୟାଳୟ ତରଫ ରୁ ଏହି ପରି କଡ଼ା ନିୟମ ସବୁ କାର୍ଯ୍ୟ ଜାରି ରହିଛ।

ଏହାକୁ ସବୁ ନିୟମ କୁ ମାନିବା ଉଚିତ ଏବଂ ଏହି ସବୁ ନିୟମ ଗୁଡ଼ିକୁ ଛାତ୍ର ଛାତ୍ରୀ ମାନେ ଖୁବ୍ ପସନ୍ଦ କରିଛନ୍ତି ଏବଂ ସ୍ବାଗତ ମଧ୍ୟ କରିଛନ୍ତି।ଏହା ବ୍ୟତୀତ ସେଠାକାର କର୍ମଚାରୀ ମାନଙ୍କୁ ସଫା କପଡା ପିନ୍ଧିବାକୁ ମଧ୍ୟ କୁହା ଯାଇଛି।ତେବେ ଏହା ସହ ମଧ୍ୟ ସେଠାକାର ଶିକ୍ଷା ଦାନ କରୁଥିବା ଅଧ୍ୟାପିକା ଓ ଅଧ୍ୟାପକ ମାନଙ୍କ ପାଇଁ ମଧ୍ୟ କିଛି ନୂଆ ନିୟମ ଅଣା ଯାଇଛି।ତାହା ତାଙ୍କ ପୋଷାକ ଓ ଡ୍ରେସ କୋଡ୍ କୁ ନେଇ।ତେବେ ଅଧ୍ୟାପକ ମାନେ ଶିକ୍ଷା ଦାନ ସମୟରେ କଳା କୋଟ୍ ପିନ୍ଧିବେ ବୋଲି କୁହାଯାଇଛି ।

ଏହା ବିଶ୍ଵ ବିଦ୍ୟାଳୟ ମଧ୍ୟ ଅନୁମତି ଦେଇଛି , କୋରୋନା ସଂକ୍ରମଣ ପାଇଁ ଛାତ୍ର ଛାତ୍ରୀ ମାନଙ୍କ ର ଅନେକ ପ୍ରକାର ର ଅସୁବିଧାରେ ସମ୍ମୁଖୀନ ହବାକୁ ପଡ଼ିଛି।ଆମର ଏତିକି ଅନୁରୋଧ କି ସରକାର ଏହି ସବୁ ନିୟମ ଗୁଡ଼ିକ ସବୁବେଳେ ପାଇଁ ରଖନ୍ତୁ, ଏବଂ ପିଲାମାନେ ସୁରକ୍ଷିତ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।