ଓଡ଼ିଶା ସରକାର ଙ୍କ ତରଫ ରୁ ନୂଆ ନିଯୁକ୍ତି,No exam,No interview ନିଜ ପଞ୍ଚାୟତ ରେ ପାନ୍ତୁ ଚାକିରି,ଆସନ୍ତୁ ଜାଣିବା ଆବେଦନ ପାଇଁ କଣ ରହିଛି ସର୍ତ୍ତାବଳି

0

ବର୍ତମାନ ସମୟରେ ଯୁବପିଢୀ ଙ୍କ ପାଇଁ ଚାକିରି ଏକ ଚିନ୍ତା ର ବିଷୟ। ପ୍ରତ୍ୟେକ ଜାଗାରେ କମ୍ପିତିସନ୍ ର ଧାଡ଼ି ବହୁତ୍ ଲମ୍ବା। ପାଠ ପଢା ସାରିବା ମାତ୍ରେ ପିଲା ଙ୍କ ସହିତ ବାପା ମା ମନେ ବ୍ୟସ୍ତ ହୋଇ ପଡନ୍ତି କେମିତି ଚାକିରି କରିବେ ପିଲା। ଜବ୍ ରେ ସିଟ୍ ସଂଖ୍ୟା କମ ଥିବା ବେଳେ ପିଲା ଙ୍କ ସଂଖ୍ୟା ଅଧିକ। ତେବେ ଏଥିରେ କିଛି ଜଣ ନିଯୁକ୍ତି ହେଉଛନ୍ତି ତ କିଛି ଜଣ ରହି ଯାଉଛନ୍ତି।

ତେବେ ସରକାର କିଛି ନୁଆ ଉପାୟ ବାହାର କରିଛନ୍ତି। ଚାକିରି ପାଇଁ କିଚି ସୂଚନା ନେଇ ଆସିଛନ୍ତି ସରକାର। ତେବେ ଏହି ପାଇଁ କଣ କଣ ରହିଛି ବିଷୟବସ୍ତୁ ଓ ପ୍ରଣାଳୀ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ । ତେବେ କେଉଁ ମାନେ ଏହା ପାଇଁ ନିଯୁକ୍ତ ପାଇ ପାରିବେ ଆମେ ଆପଣ ମାନଙ୍କୁ ଜଣାଇବୁ।

*ଆବେଦନ ପ୍ରଣାଳୀ:-

ଓଡ଼ିଶା ସରକାରଙ୍କ ତରଫ ରୁ ଏକ ପଞ୍ଚାୟତ ଲେଭେଲ୍ ର ଜବ ଟେ ବାହାରିଛି। ଏହା ବର୍ତ୍ତମାନ ସମୟରେ ନୂଆ ଉପଡେଟ୍ ରହିଛି। ଏହା ପାଇଁ ଉଭୟ ପୁରୁଷ ଓ ମହିଳା ପାକାଇ ପାରିବେ। ଏହା ପାଇଁ କଣ ସବୁ କ୍ରାଇଟରିଆ ରହିଛି ଆସନ୍ତୁ ଜାଣିବା। ତେବେ ଏଥିରେ ଏକ୍ସଆମ୍ କିମ୍ବା ଇଣ୍ଟରଭିଉ ନାହିଁ। ଅବେଦେନ ପରେ ଆପଣ ସେଲେକ୍ସନ୍ ହେବା ପରେ ଆପଣ ପଞ୍ଚାୟତ ରେ ଚାକିରି କରି ପାରିବେ।

ଏହା କୁ କେମିତି ଆବେଦେନ କରି ପାରିବେ। ଏହା ପାଇଁ କଣ ସବୁ ସର୍ତା ବଳି ରହିଛି ଆମେ ଜଣାଇବୁ। ପ୍ରଥମେ ଅର୍ଗନାଇସେସନ୍ ର ନାମ ଜାଣିବା । ତେବେ officer of the magarajpur s.c.s Ltd. ତରଫ ରୁ ଓଡ଼ିଶା ସରକାର ଙ୍କ ତରଫ ରୁ ଏହି ଭେ କେ ନସି ପାଇ ପାରିବେ। ତେବେ ପୋଷ୍ଟ ଟି exicutive officer ପାଇଁ ରହିଛି ଏଥିରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

*ସମୟ ସୀମା:-

ତେବେ ଏହାକୁ ଆପଣ କିପରି ପକାଇବେ ଏବେ ଆପଣ ଙ୍କ ମନରେ ପ୍ରଶ୍ନ। ଏପ୍ଲିକେସନ୍ ର ମୋଡ଼ ରହୁଚି ଓଫ୍ଲାଇନ। ଯେଉଁ ମାନେ ପକାଇବା ପାଇଁ ଚାହିବେ ସେମାନେ ସେଠାରେ ଯାଇ ଦେଇ ପାରିବେ। ତେବେ ଏହାର ଆରମ୍ଭ ୧୮ ଜାନୁଆରୀ ୨୦୨୧ ରୁ ହେଉଛି। ଏହାର ଶେଷ ୩୦ ଜାନୁଆରୀ ୨୦୨୧ ରେ ଶେଷ ହେଉଛି।

ଯେଉଁ ମାନେ ପକାଇବା ପାଇଁ ଇଛୁକ ସେମାନେ ଏହି ସମୟ ସୀମା ରେ ପକାଇ ପାରିବେ। ତେବେ ଏହା ପାଇଁ ଫି ଲାଗିବ। ଆପ୍ଲିକେସନ୍ ଫି ମାତ୍ର ୧୦୦ ଟଙ୍କା ରହୁଚି। ତେବେ ଏହା ପାଇଁ ଜଣେ ପାର୍ଥି ର ସମୟ ସୀମା ରହିଛି ।୦୧/୦୧/୨୦୨୧ ସୁଦ୍ଧା ପର୍ଥି ର ମିନିମମ୍ ବୟସ ୨୧ ବର୍ଷ ହୋଇଥିବା ବେଳେ ୩୧ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଏହା ପାଇଁ ନିଯ୍ୟୋଜିତ୍ ହୋଇ ପାରିବେ।

*କେଉଁ ମାନେ କରିବେ ଆବେଦନ:-

sc.stଓ obc ପାର୍ଥ ମାନଙ୍କ ପାଇଁ ସମୟ ସୀମା ନାହିଁ। ଏହାର ଦରମା ୫,୨୦୦-୨୦,୨୦୦ ପର୍ଯ୍ୟନ୍ତ ରହିଛି। ଏଥି ପାଇଁ ଜଣେ ପାର୍ଥୀ କୌଣସି ଉନାଇଭର୍ଶିଟି ରେ ଗ୍ରଜୁଇଟ୍ ହୋଇଥିବା ଦରକାର। କମ୍ପ୍ୟୁଟର ରେ ବିଶେଷ ଜ୍ଞାନ ରହିଥିବା ଦରକାର। ତେବେ ଏହା କେବଳ ଚୌଦ୍ଵାର କଟକ ରେ ରହୁଥିବା ଲୋକ ମାନେ ଆବେଦନ କରିପାରିବେ। ତେବେ ଏହା ଏକ ସୁବର୍ଣ୍ଣ ସୁଯୋଗ ପର୍ଥୀ ମାନେ ଆବେଦନ କରି ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।