ଦେଖନ୍ତୁ ଭିଡିଓ – କେମିତି ମଦୁଆ ସ୍ବାମୀ ଙ୍କୁ ସ୍ତ୍ରୀ ଏମିତି ପେଟେଣ୍ଟ ମେଡିସିନ୍ ଦେଲେ ପୁରା ଭି଼ଡିଓ ଦେଖିଲେ ଆପଣ ମଧ୍ୟ କହିବେ , ବାଃ ବାଃ ଭଉଣୀ ତୁମକୁ ଶହେ ସଲାମ !

0

ମଦ୍ୟପାନ ଶରୀର ପ୍ରତି ହାନିକାରକ ହୋଇଥାଏ। ହେଲେ ଦେଶରେ ମଦ୍ୟପ ଙ୍କ ସଂଖ୍ୟା ଏତେ ମାତ୍ରା ରେ ବଢ଼ିଚାଲିଛି । ମଦ୍ୟପାନ ଯୋଗୁ କେତେ ଘରେ ଅଶାନ୍ତି ହବା ସହିତ କେତେ ଘରେ ଖାଇବାକୁ ପାଉନାହାଁନ୍ତି। କେତେ ସ୍ତ୍ରୀ ନିର୍ଯାତନା ହେଉଛନ୍ତି। ତେବେ ଏହାକୁ କେହି ରୋକି ପରୁ ନାହାଁନ୍ତି। କିଛି ନାରୀ ଏହା ଉପରେ ଆବାଜ୍ ଉଠାଇ ସରକାରଙ୍କ ପାଖରେ ମଦ୍ୟପାନ ବନ୍ଦ ପାଇଁ ନାରା ମଧ୍ୟ ଦେଇଛନ୍ତି।

ତେବେ ଆଜି ଆମେ ଏକ ଏମିତି କିଛି ଖବର ନେଇ ଆସିଛୁ ଆପଣଙ୍କ ପାଖକୁ,ଗୋଟିଏ ସ୍ତ୍ରୀ ତାର ସ୍ବାମୀ କୁ କିପରି ଭାବରେ ମାଡ଼ ମାରି ଥାଏ।ଏମିତି ଏକ ଦୃଶ୍ୟ ଆମ ଆଖି ଆଗକୁ ଆସିଥିଲା । ଘଟଣା ଟି କେଉଁ ଜାଗର ସଷ୍ଟ ବାରି ହୋଇ ନାହିଁ। ସ୍ତ୍ରୀ ଜଣକ ସ୍ବାମୀ କୁ ବାନ୍ଧି ଜୋର୍ ଜୋର୍ ରେ ପିଟୁ ଥାଏ। ତେବେ ଆପଣ ଭାବୁଥିବେ ସ୍ତ୍ରୀ ତୋ କାହିଁକି ସ୍ବାମୀ ଟି ପୁରୁଷ ଟି କୁ କାହିଁକି ମାରୁଛି।

କିଛି ଖରାପ୍ ବ୍ୟବହାର କରିଛନ୍ତି କି?ଆଜ୍ଞା ନାଇ ସ୍ବାମୀ ଟି ପ୍ରତି ଦିନ ମଦ ପିଇ ଘରକୁ ଆସୁଥିଲା। ଘରେ ସ୍ତ୍ରୀ ସହ ଝଗଡା ମଧ୍ୟ କରୁଥିଲା। ଝଗଡା ପରେ ସ୍ତ୍ରୀ ସହ ମାଡ଼ ଗୋଳ ମଧ୍ୟ କରୁଥିଲା। ପ୍ରତି ଦିନ ସ୍ତ୍ରୀ ଟି ତାର ନିର୍ଯାତନା ସହୁଥିଲା। କିଛି ଦିନ ପରେ ସେ ସହ୍ୟ ନା କରି ସ୍ବାମୀ କୁ ମାଡ଼ ମାରିଥିଲା।ସ୍ବାମୀ ଟିକୁ ଖୁଣ୍ଟ ରେ ବାନ୍ଧି ଜୋର୍ ଜୋର୍ ମାରୁଥାଏ।

ମାଡ଼ ଗୁଡ଼ିକ ଆଖିରେ ଦେଖି ହେଉନଥାଏ,ନିର୍ଦ୍ଧୁମ ମାଡ଼ ମାରୁଥାଏ ସ୍ତ୍ରୀ ଟି ,ସ୍ବାମୀ ଟି ପରକୀୟା ପ୍ରୀତି ପାଇଁ ନୁହଁ ମଦ ପାଇଁ ମାଡ଼ ଖାଉ ଥାଏ। ତେବେ ଏହାର କିଛି ଜଣ ଭିଡ଼ିଓ ବନାଇ ସୋସିଆଲ ମିଡିଆ ରେ ଛାଡିଛନ୍ତି। ତେବେ ଟୁଇଟର ରେ ଏହାର ସେୟାର ଅଧିକ ମାତ୍ରା ରେ ହେଉଛି

ତେବେ ଏହି ଭିଡିଓ ଦେଖି ଦର୍ଶକ ମାନେ ନିଜ ନିଜର ମନ୍ତବ୍ୟ ରଖିଛନ୍ତି। କିଛି ଜଣ କହଉଛନ୍ତି ଏମିତି ମାଡ଼ ଖାଇବା ଠାରୁ ଭଲ ମଦ ଛାଡ଼ି ଦେବା ତ ଆଉ କିଛି ଜଣ କହୁଛନ୍ତି ଏମିତି ସ୍ତ୍ରୀ ସବୁ ମଦୁଆଙ୍କୁ ମିଳିବା ଦରକାର। ତେବେ ଆଉ କିଛି ଜଣ କହୁଛନ୍ତି ଇଏ ତ ପୁରା ଲାଇଫ ପିଟର୍ଣ୍ଡ ମେଡିସିନ। ତେବେ ନିଶା ଦ୍ରବ୍ୟ ବନ୍ଦ ହେବା ନିହାତି ଆବଶ୍ୟକ। ଏହା ପାଇଁ ପ୍ରତି ମଦ୍ୟପ ଘରେ ବହୁତ ଅଶାନ୍ତି ଦେଖା ଯାଇଛି।

ନିଶା ଦ୍ରବ୍ୟ ଶରୀର ପାଇଁ ହାନିକାରକ ଅଟେ। ଦୃଶ୍ୟ ଟି କେଉଁ ଜଗା ର ଜଣା ନଥିଲେ ମଧ୍ୟ ବହୁତ ଚର୍ଚ୍ଚା ରେ ଅଛି। ମଦ ବନ୍ଦ କରିବା ର ଇଏ ଏକ ନୂଆ କୌଶଳ ଭାବେ ଦେଖା ଯାଇଛି। ଏମିତି ସ୍ତ୍ରୀ ପ୍ରତି ଘରେ ରହିଲେ ମଦ୍ୟପାନ ହୁଏ ତ ବନ୍ଦ ହୋଇପାରେ ବୋଲି କିଛି ଲୋକ ନିଜର ମନ୍ତବ୍ୟ ରଖିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।