ଦେଖନ୍ତୁ ଭିଡିଓ- ଷ୍ଟେଜ ପ୍ରଗ୍ରାମ ରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏମିତି କହିଲେ ବଙ୍ଗୀୟ ଅଭିନେତ୍ରୀ ଝିଲିକ , ଲୋକମାନେ ଦେଖି କହିଲେ କ’ଣ ସତରେ

0

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପ୍ରେମ , ବିବାହ , ପୋଷାକ ପତ୍ର ତଥା ନିଜର ସାମଜ ପ୍ରତି ଥିବା ଭଲପାଇବାକୁ ଦେଖାଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଆପଣ ମାନେ ଜଣିଛନ୍ତି ଯେ ବର୍ତ୍ତମାନ ବଲିଉଡର ଅଭିନେତା ସୋନୁ ସୁଦ ଲୋକଡାଉନ ସମୟରେ ଲୋକମାନଙ୍କୁ ବିଭିନ୍ନ ପ୍ରକରର ସହାୟତା ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି ।

ସେହିପରି ଆମ ଓଡିଶାର ଜଣେ ଅଭିନେତ୍ରୀ ଙ୍କର ଆମ ଓଡ଼ିଶା ପ୍ରତିଥିବା ଭଲପାଇବା ଓ ସଂମାନ ବିଷୟରେ ସେ ଏକ ସୋ ରେ କହିଥିଲେ ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବରେ ଲାଗିଛି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଜଣେ ଓଲିଉଡ କଳାକାର ଙ୍କର ବିଷୟରେ ଜାଣେଇବୁ ।

ଉଲେକ୍ଷ୍ୟଯୋଗ୍ୟ ଯେ , ଓଲିଉଡ ସିନେମା ଜଗତରେ ଅଭିନେତ୍ରୀ ଝିଲିକ ଙ୍କୁ ଓଲିଉଡ ର ବେଙ୍ଗଲୀ କୁଇନ ବୋଲି ସମ୍ବଧନ କରାଯାଇଥାଏ । କାରଣ ସେ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ମଧୁର ଏବଂ ମୋନମୋହିତ । ତେବେ ନିଜର କଳାକାର ଦୁନିଆଁ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଝିଲିକ ନିଜର ନମ୍ରତା ଏବଂ ନିଜର ବେଶ ପୋଷକ କୁ ନେଇ ଓଡ଼ିଶା ରେ ଖୁବ ପ୍ରସିଦ୍ଧ ଯଦିଓ ସେ ଓଡ଼ିଆ ର ବାସିନ୍ଦା ନୁହନ୍ତି ।

ତେବେ କିଛି ଦିନ ପୂର୍ବରୁ ସେ ଜଣେ ଯୁବକଙ୍କ ସହ ବୈବାହିକ ଜୀବନରେ ବାନ୍ଧି ହୋଇଥିଲେ ଯାହାର ଭିଡ଼ିଓ ଓ ଫୋଟ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାର ଜଣାପଡିଥିଲା । ତେବେ ତାଙ୍କର ସ୍ୱାମୀ ଜଣେ ବିଧାୟକ ଅଟନ୍ତି ।

ତେବେ ବର୍ତ୍ତମାନ ତାଙ୍କର ଏକ ଲାଇଫ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।ସେ ସେହି ସୋ ରେ ତାଙ୍କର ଆଗାମୀ ଫିଲ୍ମ ର ପ୍ରମସନ କରିବା ସହ ୫ ବର୍ଷ ଧରି ତାଙ୍କର ଓଡ଼ିଶାର ଜୀବନ ବିଷୟରେ କହିଛନ୍ତି ।ସେ କହିଛନ୍ତି ମୋର ଜନ୍ମ ଭୂମୀ ହେଉଛି ବେଙ୍ଗଲ କିନ୍ତୁ ମୋର କର୍ମ ଭୂମୀ ଓଡିଶା। ମୁଁ ବିଗତ ପାଞ୍ଚ ବର୍ଷ ହେବ ଏହି ଓଡ଼ିଶା ରେ ରହିଆସିଛି ଏବଂ ଏଠାରେ ମତେ ବହୁତ ଖୁସି , ସଂମାନ ଓ ପ୍ରେରଣା ମଧ୍ୟ ମିଳିଛି।

ସେ ଓଡ଼ିଶାର ସରକାର ଙ୍କ ବିଷୟରେ ମଧ୍ୟ କହିଛନ୍ତି ଯେ , ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଆଦର୍ଶ ଶାସକ ଅଟନ୍ତି ।ସେ ନାରୀ ମାନଙ୍କ ର ସୁରକ୍ଷା ଓ ସଚେତନତା ନେଇ ବେଶ ପ୍ରସଂସନୀୟ ପଦକ୍ଷେପ ନେଇଥାନ୍ତି। ତେଣୁ ମୁଁ ଝିଲିକ ତାଙ୍କୁ ମୋର ନମସ୍କାର ଜଣାଉଛି ।ସେ କହିଛନ୍ତି ଯେ ମୁଁ ଗୋଟିଏ ନାରୀ ଭାବରେ ଓଡ଼ିଶା ରେ ନିଜ କୁ ସୁରକ୍ଷିତ ମନେ କରେ।

ଏବଂ ଓଡ଼ିଶାର ଜନସଂଖ୍ୟା ର ୫୫ ପ୍ରତିଶତ ନାଗରିକ ମହିଳା ଅଟନ୍ତି। ଏବଂ ସେମାନେ ବର୍ତ୍ତମାନ ନିଜ ଗୋଡ଼ରେ ଛିଡା ହୋଇ ନିଜକୁ ସ୍ୱାବଲମ୍ବୀ ମନେ କରନ୍ତି ।ତେଣୁ ମୁଁ ଓଡ଼ିଆ ବାସୀ ଙ୍କୁ ମୋର ଧନ୍ୟବାଦ ଜଣାଉଛି ମତେ ଏତେ ଭଲପାଇବା ଦେଇଥିବାରୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।