Life style – ଜାଣନ୍ତୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏହି ଲକ୍ଷଣ ଗୁଡିକ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ସମାଜରେ ଆମେ ସାଧାରଣତ୍ୱ ତିନି ପ୍ରକାରର ଲୋକ ଙ୍କୁ ଦେଖିବାକୁ ପଇଥାଉ ସେମାନଙ୍କ ମଧ୍ୟରୁ କେତେକ ବୁଦ୍ଧିମାନ ବ୍ୟକ୍ତି ଥିବା ବେଳେ ଅନ୍ୟ କେତେକ ନିରବ୍ଧ ବ୍ୟକ୍ତି ରହିଥାନ୍ତି ଏବଂ ଶେଷ ପ୍ରକାରର ବ୍ୟକ୍ତି ମାନେ ହେଉଛନ୍ତି ପ୍ରଭାବଶାଳୀ ବ୍ୟକ୍ତି ।ତେବେ ଏହି ତିନି ପ୍ରକାରର ବ୍ୟକ୍ତି ମାନଙ୍କ ମଧ୍ୟରେ ବୃଦ୍ଧିମାନ ଓ ନିରବ୍ଧ ଲୋକ ଅଧିକ ସଂଖ୍ୟାରେ ଦେଖା ଯାଇଥାନ୍ତି ।

ତୃତୀୟ ପ୍ରକାର ତଥା ପ୍ରଭାବଶାଳୀ ଲୋକ ଙ୍କର ସଂଖ୍ୟା ବହୁତ କମ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ପ୍ରଭାବଶାଳୀ ବ୍ୟକ୍ତି ଙ୍କର ଯେତେକ ନିର୍ଦ୍ଦିଷ୍ଟ ଗୁଣ ବିଷୟରେ କହିବା କୁ ଯାଉଛୁ ବା କେଉଁ କେଉଁ ଗୁଣ ଥିବା ବ୍ୟକ୍ତି ଙ୍କୁ ଆମେ ପ୍ରଭାବଶାଳୀ ବ୍ୟକ୍ତି ବୋଲି କହିବା ତାହା ଜଣେଇବାକୁ ଯାଉଛୁ ।

୧.ପ୍ରଥମ ରେ ଯେଉଁ ବ୍ୟକ୍ତି ମାନେ ଦିନରେ ଢ଼ଳେଇ ଥାନ୍ତି କିମ୍ବା ଅଳ୍ପ ସମୟ ପାଇଁ ବାରମ୍ବାର ସୋଇଥାନ୍ତି ସେମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାନ୍ତି ।କଥାଟି ଟିକିଏ ଆଶ୍ଚର୍ଯ୍ୟ ଜନକ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ ।କାରଣ ଏମିତି ଶୋଇବା ଦ୍ବାରା ଉଭୟ ଶରୀର ଓ ମସ୍ତିଷ୍କ ସୁସ୍ଥ ରହିଥାଏ ।

୨.ରିସର୍ଚ୍ଚର ମାନଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ମାନେ ବିନା କୌଣସି କାରଣ ରୁ ହାତରେ କଲମ ଧରି ଚିତ୍ର କରିବା , ରେଖା ଆଦି ଅଙ୍କନ କରିଥାନ୍ତି ଓ କୌଣସି କାର୍ଯ୍ୟ କରିବା ସମୟରେ ଅନ୍ୟମନସ୍କ ରୁହନ୍ତି ସେମାନେ ମଧ୍ୟ ପ୍ରଭାବଶାଳୀ ହୋଇଥାନ୍ତି ।କାରଣ ଏପରି କରିବା ଦ୍ବାରା ସେମାନଙ୍କ ର ମସ୍ତିଷ୍କ ସବୁବେଳେ ଯେକୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥାଏ ।ଏପରି ଅନ୍ୟମନସ୍କ ରହୁଥିବା ବ୍ୟକ୍ତି ସାଧାରଣ ଲୋକଙ୍କ ଅପେକ୍ଷା ୨୯% ଅଧିକ ମନେ ରଖିବାରେ ସକ୍ଷମ ହୋଇଥାନ୍ତି ।

୩.ବୈଜ୍ଞାନିକ ମାନଙ୍କ ର କହିବା ଅନୁସାରେ ଯେଉଁ ବ୍ୟକ୍ତି ଙ୍କର ଆଖି ନୀଳ ହୋଇଥାଏ ସେମାନେ ପ୍ରତିଭାଶାଳି ହୋଇଥାନ୍ତି। ଆମେ ସମାଜରେ ନୀଳ ଆଖିକୁ ସୁନ୍ଦରତା ର ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ ।

୪.ଯେଉଁ ବ୍ୟକ୍ତି ମାନେ ନିଜ ସହ କଥା ହୋଇଥାନ୍ତି ସେମାନ ଙ୍କୁ ପ୍ରତିଭାଶାଳୀ ବ୍ୟକ୍ତି ବୋଲି କୁହାଯାଏ ।କିନ୍ତୁ ଆମେ ସମାଜରେ ଏପରି ବ୍ୟକ୍ତି ଙ୍କୁ ପାଗଳ ବୋଲି ଲୋକ ମାନେ ଭାବିଥାନ୍ତି ।କିନ୍ତୁ ଏମାନଙ୍କ ର ଏହି ପ୍ରବୃତ୍ତି ତାଙ୍କୁ ସଫଳତା ର ଶୀର୍ଷ ସ୍ଥାନରେ ପହଞ୍ଚେଇ ଥାଏ ।

୫.ଆମେ ଜାଣିଚୁ ଯେ ରାତିରେ ଶୀଘ୍ର ଶୋଇବା ଓ ସକାଳେ ଶୀଘ୍ର ଉଠୁଥିବା ବ୍ୟକ୍ତି ମାନେ ବହୁତ ଧନଶାଳୀ ହୋଇଥାନ୍ତି ।କିନ୍ତୁ ରିସର୍ଚ୍ଚ ଅନୁସାରେ ଯେଉଁ ବ୍ୟକ୍ତି ମାନେ ରାତିରେ ବିଳମ୍ବରେ ସୋଇଥାନ୍ତି ସେମାନ ଙ୍କ ଠାରେ ପ୍ରଭାବଶାଳୀ ର ପ୍ରତୀକ ହୋଇଥାଏ ।

୬.ବହୁତ କମ ଘନିଷ୍ଠ ବନ୍ଧୁ ରହିବା ।ଆପଣମାନେ ଦେଖିଥିବେ କି ଯେଉଁ ବ୍ୟକ୍ତି ମାନେ ଅଧିକ ପ୍ରଭାବଶାଳୀ ଓ ବୁଦ୍ଧିମାନ ହୋଇଥାନ୍ତି ।ସେମାନଙ୍କ ସହ ବହୁତ କମ ଲୋକ ମିଳାମିଶା କରନ୍ତି ।ରିସର୍ଚ୍ଚ ଅନୁସାରେ ଏହା ଏକ ପ୍ରଭାବଶାଳୀ ବ୍ୟକ୍ତି ର ଲକ୍ଷଣ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।