ଜାଣନ୍ତୁ ଏହି ଉପାୟ ସାପ କାମୁଡ଼ିଲେ ଏହିପରି ଘୋରାଇ ଉପଚାର ଦ୍ଵାରା ବଞ୍ଚାନ୍ତୁ ନିଜ ଜୀବନ 100 % ସଫଳ ହେବେ

0

କୌଣସି ସମୟ କିମ୍ବା ପରିସ୍ଥିତି ରେ କିଛି ଅଘଟଣ ଘଟି ଗଲେ ସଙ୍ଗେ ସଙ୍ଗେ ଡାକ୍ତଖାନା ପହଞ୍ଚି ହୋଇ ନଥାଏ। ପାଖରେ ଉପସ୍ଥିତ ବୁଦ୍ଧି ଓ ଉପଚାର ଦ୍ଵାରା ମଣିଷ କୁ କ୍ଷତଗ୍ରସ୍ତ ରୁ ରକ୍ଷା କରିଥାଏ। ତେବେ ଯଦି ଜଣକୁ ସାପ କମୁଡିଥାଏ ସାଙ୍ଗେ ସାଙ୍ଗେ ତାର କିପରି ଉପଚାର ହେବ ତାହା ଆଜି ଜଣାଇବା। କେତେ ପ୍ରଜାତି ର ସାପ ଅଛନ୍ତି ସେମାନଙ୍କ ବିଷ ବହୁତ ହାନିକାରକ ହୋଇ ଥାଏ।

ସାପ ଟିଏ କାମୁଡି ଦେଲେ ତା ପାଇଁ ବିଭିନ୍ନ ପ୍ରକାର ଔଷଧ ବାହାରିଲାଣି ହେଲେ ଘରୋଇ ଉପଚାର ଦ୍ଵାରା ମଧ୍ୟ କ୍ଷତ ପୂରଣ କରି ହେବ। ଯଦି ଆପଣ ଜାଣିଥିବେ ତାହେଲେ ସାପ କମୁଡିଥିବ ଲୋକ ଟିକୁ ବଞ୍ଚାଇ ପାରିବେ, ଆସନ୍ତୁ ଜାଣିବା ସାପ କାମୁଡି ଥିଲେ କଣ କରିବା।

ଯଦି କାହାକୁ ସାପ କାମୁଡି ଥାଏ ତାହେଲେ ତାକୁ କିପରି ଆମେ ମେଡିକାଲ୍ ହେଲ୍ପ କରି ପାରିବା ତାହା ବିଷୟରେ ଜାଣିବା। ସାପ ଟି କାମୁଡ଼ିଲା ପରେ ସେହି ଲୋକ କୁ ସାପ ଆଉ ଥରେ କାମୁଡିବାରେ ଅଛି ତେବେ ସେହି ଲୋକ କୁ ସାପ କାମୁଡିବା ରେଞ୍ଜ ରୁ ବାହାର କୁ ନେଇ ଯାନ୍ତୁ। ସାପ କାମୁଡ଼ଇବା ପରେ ସାପ ର ଗରଳ ଦେହ ଭିତର କୁ ଗଲା ପରେ ଆପଣ ମାନେ ଏପଟ ସେପଟ ହେବେ ନାହିଁ।

ପ୍ରାୟତଃ ଡାକ୍ତରଖାନା ଯିବା ପାଇଁ ଦୌଡ଼ା ଦୌଡ଼ି କରି ନେବା ପାଇଁ ବ୍ୟସ୍ତ ହୋଇ ପଡନ୍ତି। ସେତେବେଳେ ଭେନମ୍ ବହୁତ ଶୀଘ୍ର ରକ୍ତ ସଞ୍ଚାଳନ ହୋଇଥାଏ ଫଳରେ ବିଷ ପୁରା ଦେହରେ ଖେଳାଇ ଯାଇ ତାହେ। ସେଥି ପାଇଁ ପ୍ରଥମେ ଧୀର ସ୍ଥିର ହୋଇ ରୁହନ୍ତୁ।

*ଉପଚାର ପ୍ରଣାଳୀ:-

ପରେ ଯେଉଁ ଠାରେ ସାପ କମୁଡିଚି ତାର ଦୁଇ କିମ୍ବା ତିନି ଇଞ୍ଚ ଉପରକୁ କପଡା କିମ୍ବା ବନ୍ଦେଜ୍ ଅଥବା ପାଖରେ ଥିବା କୌଣସି ଜିନିଷ ଦ୍ଵାରା ବାନ୍ଧି ଦିଅନ୍ତୁ । କାମୁଡି ଥିବା ଜାଗାରେ ଯଦି କିଛି ଅଳଙ୍କାର କିମ୍ବା ଟାଇଟ୍ ବାଲା କିଛି କପଡା ଥାଏ ତାହେଲେ ତାକୁ ତୁରନ୍ତ କାଢି ଦିଅନ୍ତୁ। କାରଣ ସେହି ଜାଗା ରେ ଟିକେ ଫୁଲି ଯିବାର ସମ୍ଭାବନା ଥାଏ ଯେହେତୁ ସାପ ର ବିଷ ସେହି ଜାଗାରେ ଥାଏ।

ପରେ ଯେଉଁ ସମୟ ରେ ସାପ କାମୁଡି ଥିଲା ତାକୁ ପ୍ରଥମେ ନୋଟ୍ କରି ରଖନ୍ତୁ। କାମୁଡୁଥିବ ବ୍ୟକ୍ତି କୁ ଚାଲିକି ଯିବା ପାଇଁ ଦିଅନ୍ତୁ ନାହିଁ ନହେଲେ ବିଷ ଜଲଦି ଚରି ଯାଇ ଥାଏ,କୌଣସି ଯାନ ବାହାନ ଦ୍ଵାରା ବାଇକ୍ କିମ୍ବା ଗାଡ଼ି ରେ ନେଇ ଯାଆନ୍ତୁ। ଯଦି ଆପଣ ନିଜେ ଏକା ଅଛନ୍ତି ତେବେ ସାପ କୁ ମାରିବା ପାଇଁ ନିଜର ସମୟ ନଷ୍ଟ ନ କରି ତାର ଗୋଟିଏ ଫୋଟୋ ନେଇଯାଆନ୍ତି ।

ପରେ ଚିକିତ୍ସାଳୟ କୁ ଯାଆନ୍ତୁ,କେଉଁ ସାପ କମୁଡ଼ିଚି ସେହି ଅନୁଯାୟୀ ଆପଣଙ୍କ ଚିକିତ୍ସା ହେବା। ଯଦି ବିଷ ବାଲା ସାପ କାମୁଡି ଥାଏ ତାହେଲେ ଆପଣ ଙ୍କୁ antivenoms ଦିଆ ଯିବ। ସେହି ଜାଗାରେ ଯଦି ଆପଣ ଫୋଟୋ ଉଠାଇ ଥିବେ ତାହା ସେତେବେଳେ ଆବଶ୍ୟକ ଆସିବ। ନଚେତ୍ ରକ୍ତ ପରୀକ୍ଷା ଦ୍ଵାରା ଜଣା ପଡ଼ିବ ଓ ଡାକ୍ତର ଚିକିତ୍ସା କରିବେ। ତେଣୁ ଉପସ୍ଥିତି ବୁଦ୍ଧି ଦ୍ଵାରା ନିଜ ଜୀବନ ବଞ୍ଚଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।