ଓଡ଼ିଶାରେ ଲଜ୍ୟା ଶଶୁର କୁ ବାହା ହେଲା ବିଧବା ବୋହୁ , କାରଣ ଜାଣିଲେ ପାଦତଳୁ ମାଟିଖସିଯିବ ଛିଃ ଛିଃ

0

ଆଉ ଆମ ସମାଜରେ କହିବାକୁ ଗଲେ ରୀତି, ନୀତି, ପରମ୍ପରା, ନିୟମ, କାନୁନ୍ ଓ ଲୋକଲଜ୍ଜା ବୋଲି କିଛି ଅଛି, ଯାହାକୁ ଯାହା ଇଚ୍ଛା ହେଉଛି ସିଏ ତାହା କରିଯାଉଛି। ଆଉ ଏପରିକି ଆଜି କାଲି ବାହାଘର ପାଇଁ ଲୋକ ମାନେ ବୟସ ର ତାର ତମ୍ୟ କିମ୍ବା ସମ୍ପର୍କ କୁ ମଧ୍ୟ ମାନୁ ନାହାଁନ୍ତି। ଆଜି କାଲି ସମାଜ ରେ ଅନେକ ଲଜ୍ଜା ଜନକ ସମ୍ପର୍କ ସବୁ ଦେଖିବାକୁ ମିଳୁଛି। ଏହି କିଛି ଦିନ ତଳେ ଏକ ଖବର ଆସିଥିଲା

ଜଣେ ସ୍ତ୍ରୀ ଲୋକ 7 ମାସ ତଳେ ଜଣଙ୍କୁ ବିବାହ କରିଥିଲେ,ଏହା ପରେ ସେ ତାଙ୍କ ର ଜଣେ ଭଣଜା ସମ୍ପର୍କ ପିଲା କୁ ଭଲ ପାଇଥିଲେ ଏବଂ ଏହା ପରେ ଦୁଇ ଜଣ ଘରୁ ଲୁଚି ପଳେଇ ଆସିଥିଲେ ଏହା ପରେ ଗାଁ ଲୋକ ଏହି କଥା ଜାଣି ପରେ ସେମାନଙ୍କ ର ମନ୍ଦିର ରେ ବାହାଘର କରିଦେଇଥିଲେ। ଆଉ ଏକ ଖବର ମଧ୍ୟ ଆସିଥିଲା ଏକ ବାହାଘର ପାଇଁ ବର ଝିଅ ଘରକୁ ଯାଉଥିବା ବେଳେ ଅଧା ରାସ୍ତାରେ ବର ଆଉ କାହା ସହ ଫେରାର ହୋଇଯାଇଥିଲା।

ଏହା ପରେ ସମସ୍ତେ ଝିଅ ଘରେ ପହଞ୍ଚିବା ପରେ ଝିଅ କୁ କିଏ ବାହା ହେବ, ଝିଅ ଟି ତ ମଙ୍ଗୁଳା ହୋଇ ରହିବନି ଏହି କଥା ଉଠିଥିଲା। ଏହାପରେ ତାଙ୍କ ଶ୍ୱଶୁର ଙ୍କୁ ବେଦି ରେ ବସିବା ପାଇଁ କୁହାଯାଇଥିଲା। ଏବଂ 28 ବର୍ଷୀୟ ଝିଅ କୁ 70 ବର୍ଷୀୟ ବୃଦ୍ଧ ବ୍ୟକ୍ତି ବାହା ହୋଇଥିଲେ। ଏହି ପରି ଅନେକ ଲଜ୍ଜା ଜନକ ସମ୍ପର୍କ ସବୁ ଦେଖିବାକୁ ମିଳୁଛି। ଏବେ ମଧ୍ୟ ସେହି ପରି ଏକ ଲଜ୍ଜା ଜନକ ସମ୍ପର୍କ ଦେଖିବାକୁ ମିଳିଛି। ଆମେ ଆଜି ଆପଣ ମାନଙ୍କୁ ସେହି ସମ୍ପର୍କରେ କହିବୁ।


]ଘଟଣା ଟି ଆଉ କେଉଁ ସ୍ଥାନ ର ନୁହଁ ଆମ ରାଜ୍ୟ ଓଡିଶାର,ଏହି ଘଟଣା ଟି ହେଉଛି ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳର ।ବୋହୂ କୁ ନିଜ ଘରକୁ ଫେରେଇ ଆଣିବା ପାଇଁ ଶ୍ୱଶୁର ବୋହୁ ର ଗାଁ କୁ ଯାଇଥିଲେ। ସେଠାରେ ବୋହୁ ର କଥା ଶୁଣି ସମସ୍ତେ ତାଜୁକ୍ ହୋଇ ରହିଗଲେ। ତେବେ ପ୍ରକୃତ ରେ ଘଟଣା ଟି ହେଉଛି ଅନୁଗୁଳ ଜିଲ୍ଲାର ସମାଲ୍ ଥାନା ଅନ୍ତର୍ଗତ ତୁମୁଲୁ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଏଠାରେ ଏକ ବୋହୁ ନିଜ ଶ୍ୱଶୁର କୁ ବିବାହ କରି ଶଂଖା ସିନ୍ଦୂର ପିନ୍ଧିବା ପାଇଁ ଜିଦ୍ ଧରିଥିଲା। ବୋହୂ ଜଣକ ଶ୍ବଶୁର ଙ୍କ ବଡ ପୁଅ କୁ ବାହା ହୋଇଥିଲେ। କିନ୍ତୁ କିଛି ମାସ ତଳେ ତାଙ୍କ ର ମୃତ୍ୟୁ ହୋଇଯିବାରୁ ବୋହୂ ଜଣକ ନିଜ ବାପଘର କୁ ପଳେଇ ଆସିଥିଲେ। ଏହିପରେ ଶ୍ୱଶୁର ଘର ବୋହୂ କୁ ଫେରାଇ ନେବା ପାଇଁ ଏବଂ ତାଙ୍କ ବୋହୂ ଙ୍କ ର ଭରଣ ପୋଷଣ କରିବା ପାଇଁ ପ୍ରସ୍ତାବ ନେଇ ବୋହୂ ଙ୍କ ଗାଁ କୁ ଆସିଥିଲେ।


ଏହାପରେ ତାଙ୍କ ଗାଁ ର ମୁଖ୍ୟ ଲୋକ ମାନେ ଏହି କଥା ଟି ର କିଛି ରାସ୍ତା ବାହାର କରୁଥିବା ବେଳେ ବୋହୂ ଜଣକ ସବୁ ବଡ ଲୋକ ଙ୍କ ଆଗରେ ଜିଦ୍ ଧରିଥିଲେ ସେ ତାଙ୍କ ଶ୍ୱଶୁର କୁ ବିବାହ କରିବେ ବୋଲି। ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ସବୁ ବ୍ୟକ୍ତି ଆର୍ଶ୍ଚଯ୍ୟ ହେବା ସହ ଝିଅ ର ଘର ଲୋକ ମଧ୍ୟ ଆର୍ଶ୍ଚଯ୍ୟ ହୋଇୟାଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।