ଦିନରେ ଥରେ ଦର୍ଶନ ଦେଇ ଅଦୃଶ୍ୟ ହୋଇଯାଏ ଏହି ଶିବ ମନ୍ଦିର ଏହି ମନ୍ଦିର ବିଷୟରେ ସମସ୍ତ କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ପୌରାଣିକ ର ଦେଶ ଭାରତ,୩୩ କୋଟି ଦେବତା ଙ୍କୁ ପୂଜା କରୁଛନ୍ତି ଭାରତ ବାସି। ଚାରିଧାମ ରେ ରହିଛନ୍ତି ଭଗବାନ ଙ୍କ ଚାରିଟି ଅବତାର,ନ ରୁ ନାରାୟଣ ମ ରୁ ମହାଦେବ ଏହି ଦୁହୀ ଙ୍କୁ ନେଇ ସଂସାର ସୃଷ୍ଟି। ତେବେ ସାରା ଭାରତ ରେ ଅନେକ ଦେବା ଦେବୀ ପୂଜା ପାଉଛନ୍ତି। ଶିବ ଙ୍କ ଠାରୁ ଆରମ୍ଭ କରି ମାଆ ଦୁର୍ଗା ଙ୍କ ପର୍ଯ୍ୟନ୍ତ ପୂଜା ପାଉଛନ୍ତି ସମସ୍ତ ଦେବା ଦେବୀ। ଜଗତ ର ଠାକୁର ଜଗନନାଥ ମନ୍ଦିର ପୁରୀ ରେ ରହିଛି।

ଅମରନାଥ ମନ୍ଦିର , କେଦାରନାଥ ମନ୍ଦିର, ଏମିତି ଅନେକ ଆସ୍ଥା ପୀଠ ଭାରତ ରେ ବହୁ ପୁରାତନ ଯୁଗ ରୁ ରହିଛି। ଭକ୍ତ ଙ୍କ ଗହଳି ସବୁବେଳେ ଲାଗି ରହିଛି। ବହୁ କାଳ ରୁ ଭକ୍ତ ମାନେ ମଧ୍ୟ ପୂଜା କରୁଛନ୍ତି, ମନ୍ଦିର ଗୁଡ଼ିକ ରେ ଲୁଚି ରହିଛି ଅନେକ ରହସ୍ୟ। ତେଣୁ ସେହି ରହସ୍ୟ କୁ ଜାଣିବା ପାଇଁ ସମସ୍ତେ ମନ୍ଦିର ଯାଇ ସେହି ବିଷୟରେ ଜାଣିବା ପାଇଁ ମନ ବଳାଇ ଥାନ୍ତି।

ଆପଣ ମାନେ ବହୁତ୍ ମନ୍ଦିର ର ରହସ୍ୟ କଥା ଶୁଣି ଥିବେ। ଆଜି ଆମେ ଆପଣ ଙ୍କୁ ଏପରି ଏକ ମନ୍ଦିର କଥା କହିବୁ ଅଦ୍ଭୁତ ରହସ୍ୟ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁ ମନ୍ଦିର ଗୋଟିଏ ଦିନ ରେ ଦୁଇ ଥର ଅଭିଷେକ ହୋଇ ଥାଏ।୧୫୦ ବର୍ଷ ରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇ ଆଜି ପର୍ଯ୍ୟନ୍ତ ରହିଛି। ଏଠାରେ ଦେବତା ମଧ୍ୟ ପୂଜା ପାଉଛନ୍ତି। ଏଠାର ରହସ୍ୟ ଜାଣିବାକୁ ପ୍ରୟାସ କରି ଜାଣିବାକୁ ପାଇଛନ୍ତି। ଶୁଣା ଯାଏ ଯେ ଶିବ ଙ୍କ ବଡ଼ ଭକ୍ତ ମାନଙ୍କ ଭିତରୁ ତାଡକେଶ୍ୱର୍ ଜଣେ ଭକ୍ତ ଥିଲେ ତାଙ୍କ ଆସ୍ଥା ରେ ପ୍ରସନ୍ନ ହୋଇ ବର ଦାନ କରିଥିଲେ।

ତାର ପ୍ରତି ବଦଳ ରେ ଅଭିଯେୟୀ ଜୀବନ ମାଗିଥିଲେ। ଶିବ ପୁତ୍ର କେବଳ ତାଙ୍କୁ ପରାସ୍ତ କରି ପାରିବେ,ବର ଦାନ ମିଳିବା ପରେ ସେ ଦେବ ଲୋକ ରେ ସେ ଅତ୍ୟାଚାର କରିଲେ। ସମସ୍ତ ଦେବା ଦେବୀ ତାଙ୍କୁ ଭୟ କରିଲେ,ଦେବତା ଲୋକ ହାହାକାର୍ ଡାକିଲା। ଦେବା ଦେବୀ ଋଷିି ମୁନି ଶିବ ଭଗବାନ ଙ୍କ ପାଖକୁ ଯାଇ ପହଞ୍ଚିଥିଲେ।

ତାର ଅତ୍ୟାଚାର ବିଷୟ ରେ କହିଥିଲେ। ଶିବ ଙ୍କ ଶକ୍ତି ରେ ଶ୍ବେତ ପର୍ବତ ରୁ ଭଗବାନ କାର୍ତ୍ତିକ ଙ୍କ ଜନ୍ମ ହୋଇ ଥିଲା। ଚାରି ଆଖି ବାର ଭୁଜା ଛଅ ମସ୍ତକ ରୂପୀ କାର୍ତ୍ତିକ ତଡକେଶ୍ୱର୍ ର ବଧ୍ୟ କରିଥିଲେ କିନ୍ତୁ ତାଙ୍କୁ ବଦ୍ଧ କରିଲା ପରେ ତାଙ୍କୁ ଦୁଃଖ ଲାଗି ଥିଲା କରଣ ତଦକେଶ୍ୱର ଶିବ ଙ୍କ ବଡ଼ ଭକ୍ତ ଥିଲା।

]ଭଗବାନ ବିଷ୍ଣୁ ଙ୍କ କହିବା ଦ୍ଵାରା ଯେଉଁ ଜଗା ରେ ତାର ବଦ୍ଧ ହୋଇଥିଲା ସେଠୀ ସମସ୍ତ ଦେବା ଦେବୀ ମାନେ ମହା ସାଗର ସଙ୍ଗମ ତିଥି ରେ ବିଶ୍ଵ ନନ୍ଦନ ଖମ୍ବ ର ସ୍ଥାପନ କରା ଯାଇଥିଲା। ଶିବ ସେଠାରେ ଆସି ପ୍ରବେଶ ହୋଇ ଥିଲେ। ସେହି ପର ଠାରୁ ଏହି ମନ୍ଦିର ବିଶ୍ଵ ପ୍ରଖ୍ୟାତ ହୋଇଥିଲା। ସାଗର ର ଲହରୀ ରେ ଅଭିଷେକ କରୁଥିବା ଏହି ମନ୍ଦିର ଦିବ୍ୟ ମନ୍ଦିର ରେ ରହିଛି।

ଆରବ ସାଗର ରରେ ଖମ୍ବାଧାର ଖାଡି ରେ ସାଗର ନଦୀ ର ସଙ୍ଗମ ରେ ଏହି ମନ୍ଦିର ରହିଛି। ଗୁଜରାଟ ର ବଡ୍ଦରା ରୁ ୮୫ କିମି ଦୂରରେ ବରାଦ ଜିଲ୍ଲାର କାବି ଗାଁ ରେ ଏହି ଦିବ୍ୟ ମନ୍ଦିର ଅବସ୍ଥିତ। ସମୁଦ୍ର ମଝିରେ ଥିବା ମନ୍ଦିର ର ସୌନ୍ଦର୍ଯ୍ୟ ବେଶ୍ ସୁନ୍ଦର, ସମ୍ବେଶ୍ୱର୍ ନାମ ରେ ପରିଚତ ।

ସମୁଦ୍ର ବ୍ରା ଜୁଆର ଦୁଇ ଥର ମନ୍ଦିର କୁ ପଶି ଶିବ ଲିଙ୍ଗ ରେ ଅଭିଷେକ କରି ଚାଲି ଯାଏ। ଉଚ୍ଚ ଜୁଆର ରେ ମନ୍ଦିର ବୁଡି ରହିଥିବାରୁ ଏହାର ନାମ ଗାଏବ ମନ୍ଦିର। ଜୁଆର ପଳାଇ ଗଲେ ମନ୍ଦିର ଦେଖା ଯାଏ,ହଜାର ହଜାର ଭକ୍ତ ପ୍ରତିଦିନ ଦର୍ଶନ କରିବାକୁ ଆସୁଛନ୍ତି। ଗୋଟେ ଦିନ ର ସମୟ ଲାଗିଥାଏ ଦର୍ଶନ ପାଇଁ। ଏଠାରେ ଗହଳି ଲାଗି ରହିଥାଏ, ଅମାବାସ୍ୟା ଓ ଶିବ ରାତ୍ରୀ ରେ ମେଳା ଲାଗିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।