Life Style – ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜାଣନ୍ତୁ ସେମାନଙ୍କୁ କେଉଁ ପ୍ରକାରର ପୁଅ ପସନ୍ଦ ଅଟନ୍ତି

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି ।ଗୋଟିଏ ମଣିଷର ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଏକ ରହସ୍ୟ ବୋଲି ମଧ୍ୟ କୁହାଯାଏ । ଯଦିଓ ଭଗବାନ ଆମ ସମସ୍ତ କୁ ଗୋଟିଏ ଜାତି ତଥା ମଣିଷ ଜାତି ରୂପରେ ଗଢିଛନ୍ତି କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଗୁଣ କୁ ନେଇ ଜନ୍ମ ଗ୍ରହଣ କରିଥାଏ ।ଯଦି ଆମେ ଜଣେ ବ୍ୟକ୍ତି ଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିବୁ ତ ଆମେ ତାଙ୍କର ନିତିଦିନିଆ କାର୍ଯ୍ୟ ଓ ଅଭ୍ୟାସ କୁ ନଜର ରେ ରଖି ଜାଣିପାରିବା କି ସେ କିପରି ବ୍ୟକ୍ତି ଅଟନ୍ତି ।

ଖାଲି ଏତିକି ନୁହେଁ ପୁରାଣ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଙ୍କର ଚାଲି ଚଳଣି ତାଙ୍କର କଥା ବାର୍ତା ଏପରି କି ତାଙ୍କର ଶୋଇବା ଢଙ୍ଗ କୁ ଦେଖୀ ଆମେ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିବା। ତେବେ ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଯେ ଜଣେ ଝିଅ ର ଶୋଇବା ଢଙ୍ଗ ରୁ ଜାଣିପାରିବେ ଯେ ସେ କେମିତି ପୁଅ ଟିଏ ପସନ୍ଦ କରେ ବୋଲି ।ତେବେ ଆସନ୍ତୁ ଜାଣିବା

୧.ସିଧା ଶୋଉଥିବା ଝିଅ

ଯେଉଁ ଝିଅ ମାନେ ସିଧା ଶୋଇଥାନ୍ତି ସେମାନେ ବହୁତ ଭଲ ସ୍ଵଭାଵ ର ହୋଇଥାନ୍ତି। ଏମାନେ ସବୁବେଳେ ନିଜର କାର୍ଯ୍ୟ ରେ ଫକସ୍ କରିବା କୁ ପସନ୍ଦ କରିଥାନ୍ତି। ଏହି ପରି ଶୋଉଥିବା ଝିଅ ମାନଙ୍କୁ ଡ଼ମିନେଟିଙ୍ଗ ପୁଅ ବହୁତ ପସନ୍ଦ ଆସିଥାନ୍ତି।

୨.ବାମ କୁ କଡେଇ ହୋଇ ଶୋଉଥିବା ଝିଅ

ବୈଜ୍ଞାନିକ ଙ୍କ ମତରେ ବାମ କଡ଼ କୁ କଡେଇ ଶୋଇବା ସ୍ୱାସ୍ଥ୍ୟ ପ୍ରତି ଭଲ ଅଟେ ।ଏହି ଝିଅ ମାନଙ୍କର କଥା କହିବାର ଶୋଇଲି ବହୁତ ଭିନ ହୋଇଥାଏ ।ଏମାନଙ୍କୁ ସୁନ୍ଦର ଓ ପତଳା ପୁଅ ପସନ୍ଦ ଅଟନ୍ତି ।

୩.ତକିଆ ଉପରେ ହାତ ରଖି ସୋଇବା ଝିଅ

ଯେଉଁ ଝିଅ ମାନେ ତକିଆ ଉପରେ ହାତ ରଖି ଶୋଇବାକୁ ପସନ୍ଦ କରିଥାନ୍ତି ସେମାନେ ବହୁତ ଭଲ ହୋଇଥାନ୍ତି। ଏମାନଙ୍କୁ ବିବାହ ପାଇଁ ପୁଅ ର ରୂପ ଓ ଗୁଣ ସହ କୌଣସି ଲିଙ୍କ ନଥାଏ ।

୪.ଗୋଡ଼ ଖୋଲା କରି ଶୋଇବା ଝିଅ

ଯେଉଁ ଝିଅ ମାନେ ଶୋଇବା ବେଳେ ଗୋଡ଼ ଖୋଲା କରିଥାନ୍ତି ସେମାନେ ବହୁତ ଆଳସୁଆ ଓ କୁଢି ହୋଇଥାନ୍ତି ।ଏମାନ ଙ୍କୁ ହସ ମୁଖ ଓ ସୁନ୍ଦର ପୁଅ ମାନେ ପସନ୍ଦ ଆସିଥାନ୍ତି।

୫.ତକିଆ କୁଣ୍ଡେଇ ଶୋଇବା ଝିଅ

ଯେଉଁ ଝିଅ ମାନେ ତକିଆ କୁଣ୍ଢେଇ ଶୋଇବାକୁ ପସନ୍ଦ କରିଥାନ୍ତି ସେମାନେ ବହୁତ ଚଞ୍ଚଳ ପ୍ରବୃତ୍ତି ର ହୋଇଥାନ୍ତି। ଏମାନେ ଷ୍ଟାଇଲିସ ଓ ସୁନ୍ଦର ପୁଅ କୁ ବହୁତ ପସନ୍ଦ କରିଥାନ୍ତି।

୬.ସବୁବେଳେ ଘୋଡେଇ ହୋଇ ଶୋଇବା ଝିଅ

Sଯେଉଁ ଝିଅ ମାନେ ସବୁବେଳେ ଘୋଡେଇ ହୋଇ ଶୋଇବା କୁ ପସନ୍ଦ କରିଥାନ୍ତି ସେମାନେ ବହୁତ ଭଲ ହୋଇଥାନ୍ତି ।ଏବଂ ନିଜର ପରିବାର ପାଇଁ କିଛି ବି କରିବାକୁ ରାଜି ରହିଥାନ୍ତି। ଏମାନଙ୍କୁ ସ୍ମାଟ ପୁଅ ମାନେ ବହୁତ ପସନ୍ଦ ଅଟନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।