ଦେଖନ୍ତୁ ଭିଡିଓ – ଗୋଟିଏ ରୁମରେ ଧରାପଡିଲା କଲେକଟ୍ଚର ଅଫିସରଙ୍କ ଙ୍କ ରାସଲୀଳା ଦେଖନ୍ତୁ ଏହା ପରେ କଣ ହେଲା

0

ଆମ ହିନ୍ଦୁ ସମାଜରେ ବାହାଘର କୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ଯେଉଁ ସମ୍ପର୍କ ବିଶ୍ୱାସ, ଭରସା ଏବଂ ଢେର୍ ସାରା ଭଲପାଇବା ଉପରେ ନ୍ୟସ୍ତ ଥାଏ। ଏହି ସବୁ ମଧ୍ୟ ରୁ ଗୋଟିଏ ଟି ର ଅଭାବ ଦେଖିବାକୁ ମିଳିଲେ ସମ୍ପର୍କରେ ଫାଟ ଦେଖିବାକୁ ମିଳେ। କୁହାଯାଇଥାଏ କି ବାହାଘର ପରେ ସ୍ୱାମୀ ସ୍ତ୍ରୀ ଅନ୍ୟ କେଉଁ ପୁରୁଷ କୁ ଦେଖିବା ପାପ ହୋଇଥାଏ। ପତ୍ନୀ ମାନଙ୍କୁ ଏକ ପତି ବ୍ରତା ହେବା ପାଇଁ କୁହାଯାଇଥାଏ, କିନ୍ତୁ ଆଜି କାଲି ସମାଜ ରେ ଆଉ ସେ ଏକ ପତି ବ୍ରତା ଦେଖିବାକୁ ମିଳୁନାହିଁ କି ପୁରୁଷ ମାନେ ମଧ୍ୟ ବାହାଘର ପରେ ଅନ୍ୟ ଯୁବତୀ ମାନଙ୍କ ସହ ସମ୍ପର୍କ ରଖୁଥିବା ଦେଖିବାକୁ ମିଳୁଛି,

ଯାହା ପାଇଁ ଦୁଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ରେ ଅନେକ ଦୂରତା ଦେଖିବାକୁ ମିଳି ଥାଏ। ଘରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ରେ ପ୍ରତିଦିନ ଝଗଡା ହୋଇ ଥାଏ, ଆଉ ବେଳେ ଏହି ଝଗଡା ଏତେ ଉଗ୍ର ରୂପ ନେଇ ଥାଏ କି , ଯାହାର ଶେଷ ହତ୍ୟା ରେ ହୋଇ ଥାଏ। ତେବେ ସେମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀ ଙ୍କ ନାମ ରେ ପରକିୟା ପ୍ରୀତି ର ଏକ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଜଣେ ଡେପୁଟି କଲେକ୍ଟର ଙ୍କ ନା ରେ ତାଙ୍କ ପତ୍ନୀ ଏହି ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ପରକୀୟା ପ୍ରୀତି ନେଇ ସ୍ତ୍ରୀ ଜଣକ ନିଜ ସ୍ୱାମୀ ଙ୍କ ନା ରେ ଅଭିଯୋଗ ଆଣିଛନ୍ତି। ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର ଶରତ ବାଗ ଙ୍କ ନା ରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ। ଝାରସୁଗୁଡ଼ା ଏସିପି ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ସ୍ତ୍ରୀ।

ଶରତ ବାଗ ଝାରସୁଗୁଡ଼ା କୁ କୌଣସି କାମରେ ଆସିଥିଲେ। ରାସ୍ତା ରେ ସ୍ୱାମୀ ଓ ପରିବାର ଲୋକଙ୍କୁ ଦେଖି ପିଛା କରିଥିଲେ ସ୍ତ୍ରୀ। ଶରତ ବାଗ ଏକ ଭଡା ଘରକୁ ଯାଇଥିବା ବେଳେଅଭିଯୁକ୍ତହ୍ପିଛା କରି ସେଠାରେ ପହଞ୍ଚିଥିଲେ ସ୍ତ୍ରୀ। ଏହା ପରେ ଦୁହିଁଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଏହା ପରେ ସ୍ୱାମୀ ସ୍ତ୍ରୀ ଙ୍କୁ ମାଡ ମଧ୍ୟ ମାରିଥିଲେ।

ସେପଟେ ସମ୍ପୂର୍ଣ୍ଣ ଘଟଣା କୁ ଖଣ୍ଡନ କରିଛନ୍ତି ଶରତ ବାଗ। ସେ କହିଛନ୍ତି ତଦନ୍ତ ପରେ ସତ ସାମ୍ନା କୁ ଆସିବ।ସରକାରୀ ବାବୁ ଙ୍କ ପାରିବାରିକ ବିଷୟ ଥାନା ରେ ପହଞ୍ଚିବା ପରେ ଏବେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି।ଏହା ପରେ ଦୁହିଁଙ୍କ ମଧ୍ୟରେ ଅନେକ ମତାନ୍ତର ହୋଗଥିଲା। ସେଠାରେ ଜଣେ ମହିଳାଙ୍କ ଥିଲେ।ସେହି ମହିଳା ଜଣକ ଶରତ ଙ୍କ ପୁରୁଣା ଗର୍ଲ ଫ୍ରେଣ୍ଡ ବୋଲି ଶରତ ଙ୍କ ପତ୍ନୀ କହିଥିଲେ।

ରିପୋଟର୍ ମାନେ ତାଙ୍କ ସ୍ତ୍ରୀ ଙ୍କୁ ଏହି ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ସେ କୌଣସି ସୂତ୍ରରୁ ଏମାନଙ୍କ କଥା ଜାଣିବାକୁ ପାଇଥିଲେ। ଏହା ପରେ ସେ ସେମାନଙ୍କୁ ଫଲୋ କରିଥିଲେ। ସେମାନେ ରାସ୍ତା ରେ ଢାବା ରେ ଖାଇଲେ ଏବଂ ଡ୍ରିଙ୍କ୍ସ୍ ମଧ୍ୟ କରିଥିଲେ। ତାହା ପରେ ସେ ସେମାନଙ୍କୁ ଫଲୋ କରି କରି ଭଡା ଘରେ ପହଞ୍ଚିଥିଲେ,ଆଉ ଶରତ ଙ୍କ ସ୍ତ୍ରୀ ତାଙ୍କୁ ରେଡ ହେଣ୍ଡ ରେ ଧରି ପକାଇଲେ।

ତେବେ ସେଠାରେ ସେମାନେ ତାଙ୍କୁ ମାରିଦେବା କୁ ଚେଷ୍ଟା କରି ଥିଲେ , ବନ୍ଧୁକ ମଧ୍ୟ ଦେଖାଇ ଥିଲେ। ତେବେ ଏହି ଘଟଣା ର ଅଭିଯୋଗ ନେଇ ଶରତ ଙ୍କ ସ୍ତ୍ରୀ ଝାରସୁଗୁଡା ଥାନା ରେ ପହଂଚି ଥିଲେ। ତେବେ ଅଭିଯୁକ୍ତ ଶରତ ଏହି ଘଟଣା ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି, ଆଉ ଏହା ଏକ ମିଛ ଅଭିଯୋଗ ବୋଲି କହିଛନ୍ତି। ତେବେ ଶରତ ବାଗ ଙ୍କ ଏହି ଘର କୋଳି ଏବେ ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।