ଏହି ଜିନିଷ କୁ ଖାଇ ଗୋଟେ ସପ୍ତାହ ଭିତରେ ନିଜ ଉଚ୍ଚତା ୪ ରୁ ୬ ଇଞ୍ଚ ବଢାନ୍ତୁ ନିୟମିତ ଭାବରେ ସେବନ କରନ୍ତୁ ଏହି ଜିନିଷ

0

କୁହାଯାଏ କି ଭଗବାନ ଏ ସାମଜ ରେ ଥିବା ସମସ୍ତ ପ୍ରାଣୀ ଙ୍କୁ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଜନ୍ମ ଦେଇଥାନ୍ତି। ଆଉ ସେହି ପ୍ରାଣୀ ମାନଙ୍କ ମଧ୍ୟରେ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ଭଗବାନ ଙ୍କର ଦ୍ବାରା ଦିଆଯାଇ ଥିବା ଏହି ଶରୀର କୁ ନିଜର ଚେଷ୍ଟା ମାଧ୍ୟମରେ ବଦଳେଇ ପାଇଥାଏ ।ତେବେ ଆମ ସମାଜରେ ୩ ପ୍ରକାରର ଲୋକ ରହିଥାନ୍ତି ।

ସେମାନ ଙ୍କ ମଧ୍ୟରୁ ଗୋଟିଏ ହେଉଛି ଡେଙ୍ଗା ଲୋକ ଯେଉଁ ମାନଙ୍କ ର ଉଚ୍ଚତା ଅଧିକ ହୋଇଥାଏ ।ଦ୍ଵିତୀୟ ଟି ହେଉଛନ୍ତି ମଧ୍ୟମ ଧରଣର ଲୋକ ଯେଉଁ ମାନଙ୍କ ର ଉଚ୍ଚତା ବେସି ବା କମ ହୋଇନଥାଏ ।ଏବଂ ଅନ୍ୟ ଏକ ହେଉଛି କମ ଉଚ୍ଚତା ବିଶିଷ୍ଟ ଲୋକ ।

ତେବେ ଯେଉଁ ବ୍ୟକ୍ତି ମାନଙ୍କ ର ଉଚ୍ଚତା କମ ହୋଇଥାଏ ସେମାନଙ୍କୁ ଆମ ସାମଜ ଏକ ପରିହାସ କରିଥାଏ ।ଆଉ ବାରମ୍ବାର କହିଥାଏ ତର ଉଚ୍ଚତା କମ ବା ତୁ ଗେଡା ଲୋକଟେ ବୋଲି ।କିନ୍ତୁ ଏବେ ଆପଣ ଚାହିଁଲେ ନିଜର ଉଚ୍ଚତା ଅଧିକ କରିପାରିବେ ।କଥାଟା ଆପଣଂକୁ ଗପ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ। ତେବେ ଆମେ ଆଜି ଆପଣଂକୁ ଜଣେଇବୁ ଏକ ଏମିତି ଘରୋଇ ଉପଚାର ଯାହା ନିୟମିତ ଭାବରେ କରିବା ଦ୍ଵାରା ଆପଣଙ୍କ ଉଚ୍ଚତା ବୃଦ୍ଧି ହେବ ।

ଆବଶ୍ୟକ ସାମଗ୍ରୀ :-

ଆମେ ଆପଣଂକୁ ଆଜି ଯେଉଁ ଉପାୟ ଟି ବିଷୟରେ ଜଣେଇବାକୁ ଯାଉଛୁ ତାହାକୁ ପ୍ରସ୍ତୁତ କରିବା ପାଇଁ ମାତ୍ର ଦୁଇ ଟି ସାମଗ୍ରୀ ର ଆବଶ୍ୟକତା ରହିଛି ।ତଥା –

୧.ଓଟ କ୍ଷୀର ବା କମେଲ କ୍ଷୀର (ଯଦି ଆପଣ ଓଟ କ୍ଷୀର ପାଇବାରେ ଅସୁବିଧା ହେଉଥାଏ ତ ଆପଣ ଅନଲାଇନ ରୁ କମେଲ ପାଉଡ଼ର ମଗେଇ ବ୍ୟବହାର କରିପାରିବେ )।
୨.ଅଷ୍ଟଗନ୍ଧା ଗୁଣ୍ଡ

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ଏକ ଗ୍ଲାସ ଓଟ କ୍ଷୀର ନିଅନ୍ତୁ ।ଆପଣ ଙ୍କୁ କହିରଖୁଛୁ ଯେ ଯଦି ଆପଣଙ୍କ ପାଖରେ ଓଟ କ୍ଷୀର ରହିଛି ତ ସେଥିରୁ ଏକ ଗ୍ଲାସ ନିଅନ୍ତୁ ।ନଚେତ ଆପଣ ଏକ ଗ୍ଲାସ ଉଷୁମ ପାଣିରେ ଦୁଇ ଚାମଚ କାମେଲ ପାଉଡ଼ର କୁ ଭଲ ଭାବରେ ମିକ୍ସ କରିନ୍ତିଅନ୍ତୁ ।ଭଲ ଭାବରେ ମିକ୍ସ ହୋଇଯିବା ପରେ ସେଥି ରେ ଏକ ଚାମଚ ଅଷ୍ଟ ଗାନ୍ଧା ଗୁଣ୍ଡ ମିଶାଇ ପୁଣି ଥରେ ଭଲ ଭାବରେ ମିଶାଇ ନିଅନ୍ତୁ ।ଏବେ ଆପଣଙ୍କ ର ଉପଚାର ଟି ପ୍ରସ୍ତୁତ ହୋଇଗଲା ।

କିପରି ବ୍ୟବହାର କରିବେ:-

ଏହି ଉପଚାର ଟି କୁ ଆପଣ ପ୍ରତିଦିନ ଦିନ ର ଖାଇବା ଖାଇ ସାରିବା ପରେ ଏହାକୁ ସେବନ କରନ୍ତୁ ।ଏହାକୁ ସଠିକ ଭାବରେ ନିୟମିତ ସେବନ କରିବା ଦ୍ଵାରା ମାତ୍ର ଦୁଇ ସପ୍ତାହରେ ଆପଣଙ୍କ ଉଚ୍ଚତା ବୃଦ୍ଧି ହେବ ।ତେବେ କୁହାଯାଏ କି ଏକ ନିର୍ଦ୍ଦିଷ୍ଟ ସମୟ ପରେ ମନୀଷ ର ଉଚ୍ଚତା ବୃଦ୍ଧି ହୋଇନଥାଏ। କିନ୍ତୁ ଏହି ଉପାୟ ଟି କରିବା ଦ୍ଵାରା ୨୮-୩୦ ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ନିଜର ଉଚ୍ଚତା ବଢେଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।