Intersting GK Quession -ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଯେମିତି କି ଆପଣ ମାନେ ଜାଣିଥିବେ ଆଜିର ଦୁନିଆ ବହୁ ମାତ୍ରା ରେ ଶିକ୍ଷିତ ହେଲାଣି। ତେଣୁ ଆମେ ମାନେ ଆମର ଏହି ସମାଜ କୁ ଶିକ୍ଷିତ ସମାଜ ବୋଲି କହୁଛୁ। ବର୍ତ୍ତମାନ ର ସମୟରେ ପ୍ରାୟ ଆଉ କେହି ବି ଅଶିକ୍ଷିତ ନାହାନ୍ତି। ସମସ୍ତ ଙ୍କ ର ବାପା ଓ ମାଆ ମାନେ ଚାହାନ୍ତି ସେମାନେ ଙ୍କ ର ପିଲା ପାଠ ପଢି ବଡ ଚାକିରି ଟିଏ କରୁ।

ସେଥିପାଇଁ ସେମାନେ ତାଙ୍କର ପିଲା ଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ ଚାହେଁ,କିନ୍ତୁ ପ୍ରକୃତ ରେ ବର୍ତ୍ତମାନ ସମୟ ରେ ଚାକିରି ପାଇବା ପାଇଁ ବହୁ କଷ୍ଟ ସାଧ୍ଯ ହୋଇ ପଡୁଛି। ସେଥିପାଇଁ ବହୁତ ଲୋକ ପାଠ ପଢ଼ି ବେକାର ହୋଇ ବୁଲୁଛନ୍ତି। ସେଥପାଇଁ ଆପଣ ମାନେ ଦେଖି ଥିବେ ଆଜିକାଲି ଯିଏ ନାହିଁ ସିଏ ଇଂରାଜୀ ରେ କଥା କହୁଥିବେ। ତେବେ ବହୁ ବ୍ଯକ୍ତି ଚାକିରି କରିବା ପାଇଁ ବହୁତ ଜାଗାକୁ ଏନ୍ଟ୍ରାନ୍ସ ଦେବାକୁ ଯାଉଥିବେ।

ଯେଉଁ ମାନେ ଚାକିରି କରିବା ପାଇଁ ଏନ୍ଟ୍ରାନ୍ସ ଦେବା ପାଇଁ ଯାଉଥିବେ ସେଠାରେ ସେମାନ ଙ୍କୁ ଅନେକ ଜେନେରାଲ ନଲେଜ ର ପ୍ରଶ୍ନ ବିଷୟ ରେ ପଚରା ଯାଏ। ତେଣୁ ଏଥିରୁ ଆପଣ ଜାଣି ପାରୁଥିବେ ଜେନେରାଲ ନଲେଜ ର ଆବଶ୍ଯକତା ଆମ ଜୀବନ ରେ କେତେ ରହିଛି। ଏଣୁ ଏହା କୁ ଜାଣିବା ବର୍ତ୍ତମାନ ସମୟ ରେ ନିହାତି ଆବଶ୍ଯକ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କ୍ ରେ ଏମିତି ଅନେକ ତଥ୍ୟ ରହିଛି ।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର୍।

୧)ଏହା କେଉଁ ଜୀବ କିଏ କହିପାରିବ?
ଉତ୍ତର:- ନେଉଳ

୨)ଶ୍ରୀକ୍ଷେତ୍ର ଏବଂ ତୁଳସୀ କ୍ଷେତ୍ର କାହାକୁ କୁହା ଯାଏ?
ଉତ୍ତର:- ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା

୩) ଭାରତ ର ସୁଚି ପାତ୍ର କାହାକୁ କୁହାଯାଏ ?
ଉତ୍ତର:- ହିମାଳୟ

୪)ସବୁ ଠାରୁ ହାଲୁକା ଧତୁର ନାମ କଣ ?
ଉତ୍ତର:- ଲିଥିୟମ

୫) ସବୁଠାରୁ ଓଜନିଆ ଧାତୁ ର ନାମ କଣ ?
ଉତ୍ତର:- ଅସ୍ମିୟମ

୬)ପୃଥିବୀ ର ସର୍ବ ବୃହତ ଚିଡିଆଖାନ କେଉଁ ଦେଶ ରେ ଅବସ୍ତିତ ?
ଉତ୍ତର:- ଅଫ୍ରିକା

୭)ଓଡିଶା ରେ କେଉଁ ଜିଲ୍ଲା ରେ ପୋଡୁ ଚାଷ ହୁଏ ?
ଉତ୍ତର:- କୋରାପୁଟ

୮)ମହାନଦୀ ର ଦୈର୍ଘ୍ୟ କେତେ କିଲୋମିଟର ?
ଉତ୍ତର:- ୮୫୩ କିଲୋମିଟର

୯)କେଉଁ ଜୀବାଣୁ ଦ୍ୱାରା ଖାଦ୍ୟ ରେ ବିଷ ସୃଷ୍ଟି ହୋଇ ଥାଏ?
ଉତ୍ତର:- ଷ୍ଟାଫାଇଲୋକସ୍

୧୦)ସ୍ଵର୍ଣ ମାଛ ପ୍ରଥମେ କେଉଁ ଦେଶ ରୁ ଅନ୍ୟ ଦେଶ ମାନଙ୍କ ପଠା ଯାଇ ଥିଲା ?
ଉତ୍ତର:- ଚୀନ

11 – ବାର ମାସରେ କେତୋଟି ପର୍ବ ?

ଉତ୍ତର – 13ଟି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।