Dr. Kumar Abhishek – ମୁଖରେ ବ୍ରଣ ହେଉଥିଲେ ଜାଣନ୍ତୁ ଏହାକୁ ଭଲ କରିବାର ସବୁଠାରୁ ସହଜ ଉପାୟ

0

ଆଜି ଆମେ ଜାଣିବା ମୁଖ ବ୍ରଣ ସମସ୍ୟା ବିଷୟରେ ।ମୁଖ ବ୍ରଣ ଏକ ବଡ଼ ସମସ୍ୟା ,ଯାହା ଅଧିକ ଝିଅ ମାନଙ୍କ ଠାରେ ଦେଖା ଦେଇ ଥାଏ। ପ୍ରଥମତଃ ଯଉ ଟା ହୋଇଥାଏ ହୋର୍ମୋ ନାଲ୍ ଇଫ୍ରେକ୍ଟ ଯୋଗୁଁ ହୋଇଥାଏ। ଯେତେବେଳ ଆମର ଯଉବନ ବୟସ ଆରମ୍ଭ ହୁଏ ସେ ସମୟରେ ବିଭିନ୍ନ ହୋର୍ମନ ଗୁଡାକ ଆମ ଦେହ ରେ ଏକ୍ଟିଭ୍ ହୋଇ ଥାଏ।

ସେହି ହର୍ମୋନ ଆମ ଦେହରେ ଏକ୍ଟିଭ୍ ହବା ଦ୍ଵାରା ଆମର ଆଣ୍ଡ୍ର ଜେନ୍ ହୋର୍ମୋନ ଥାଏ ସେଇଟା ହିଁ ବ୍ରଣ କୁ ଫର୍ ମିଶନ କରିବାରେ ସାହାଯ୍ୟ କରିଥାଏ। ତୋ ସେହି ହୋର୍ମୋନ୍ ଟା ଯେତେବଳେ ଆମ ମୁହଁ ର ଚର୍ମ ରେ ଥାଏ ଏବଂ ତା ଉପରେ ଯେତେେଳେ ତାର ପ୍ରଭାବ ପଡି ଥାଏ ସେତବେଳେ ବ୍ରଣ ସୃଷ୍ଟି ହୋଇ ଥାଏ।

*ବ୍ରଣ ହେବାର କାରଣ:-

ଏହା ସାଙ୍ଗରେ ଆପଣଙ୍କ ର ଆଊ ଗୋଟିଏ ବ୍ୟାକଟେରିଆ ଅଛି। ଯଉ ଟା କୁ ଆମେ ପ୍ରୋପିୟନି ବ୍ୟାକ୍ଟେରଅମ୍ ଏକନି ବୋଲି କହୁ। ତୋ ସେହି ବ୍ୟାକଟେରିଆ ର ଇନ୍ ଫେକ୍ସନ ହେଲେ ମଧ୍ୟ ଆପଣଙ୍କ ର ବ୍ରଣ ସୃଷ୍ଟି ହୋଇଥାଏ। ଏହା ଛଡ଼ା ଚର୍ମ ରେ ବେଳେ ବେଳେ ସେହି ହର୍ମୋନ ଇଫେକ୍ଟ୍ ଯୋଗୁଁ ଚର୍ମ ର ଫର୍ ମିଶନ ପ୍ରୋବ୍ଲେମ୍ ହୋଇପାରେ।ବ୍ରଣ ବହୁତ୍ ପ୍ରକାର ର ହୋଇଥାଏ ଓ ତା ସହ ବି ମୁହଁ ରେ ଲାଲ୍ ରଙ୍ଗ ର ଦାନା ଭଳି ବାହାରି ଥାଏ।

ଏହା ମଧ୍ୟ ଗୋଟେ ପ୍ରକାର ର ବ୍ରଣ ହୋଇଥାଏ। ଲୋକ ମାନଙ୍କ ର ଯେତେେବେଳେ ହ୍ୱାଇଟ୍ ହେଡ୍ ଆଊ ବ୍ଲାକ ହେଡ ହୁଏ ପିଲା ମାନେ ଭାବନ୍ତି କି ତାକୁ ଆମେ ଚିପି ଦେଲେ ସେ ବ୍ରଣ ଟା ବାହାରିଯିବ ଏବଂ ଆମର ଚର୍ମ ଟା ଭଲ ହୋଇ ଯିବ କିନ୍ତୁ ଏହି ଧାରଣା ଟି ଭୁଲ୍। ଏହି ଭଳି କରିବା ଦ୍ଵାରା ଅସୁବିଧା ହୋଇଥାଏ। ବ୍ରଣ କୁ ଚିପିଲେ ପ୍ରଥମତଃ କଳା ଦାଗ ସେଠି ସୃଷ୍ଟି ହୋଇ ପାରେ ଓ ତା ସହ ଇନ୍ ଫେକ୍ସନ୍ ମଧ୍ୟ ହୋଇ ଥାଏ। ଇନ୍ ଫେକ୍ସନ ବଢ଼ିଲେ ସେଠି ଗାତ ହବା ର ସମ୍ଭାବନା ଥାଏ।

ବ୍ରଣ ହବା ଦ୍ଵାରା ପିଲା ମାନଙ୍କ ର ମାନସିକ ସ୍ତର ମଧ୍ୟ ଠିକ୍ ରୁହେନି। ଯେଉଁ ମାନେ ଅଧିକ ଜଙ୍ଗ୍ ଫୁଡ୍ ଖା ନ୍ତି କି ତେଲ ଜିନିଷ ଖାଆନ୍ତୀ ସେମାନଙ୍କ ର ଅଧିକ ବ୍ରଣ ସୃଷ୍ଟି ହୋଇ ଥାଏ। ଯେଉଁ ମାନେ ମଧ୍ୟ ଅଧିକ କ୍ଷୀର ପିଅନ୍ତି ସେମାନଙ୍କ ର ଅଧିକ ବ୍ରଣ ହୋଇ ଥାଏ,ମୁଁହ ଉପରେ ସାବୁନ୍ ର ବ୍ୟବହାର ଅନୁଚିତ୍ ଅଟେ। ସାବୁନ୍ ବ୍ୟବହାର କରିବା ଦ୍ଵାରା ମୁହଁ ର ପି ଏଚ୍ ବଦଳି ଯାଇ ଥାଏ,ଏଥି ପାଇଁ ମୁହଁ ରେ ବ୍ରଣ ହେବା ର ସମ୍ଭାବନା ଅଧିକ ଥାଏ, ଓ ଇନ୍ ଫେକ୍ ସନ୍ ମଧ୍ୟ ହୋଇଥାଏ।

*ପ୍ରତିକାର:-

ବହୁତ୍ ଲୋକ ଏଥି ପାଇଁ ଘୋରୋଇ ଉପଚାର ପ୍ରୟୋଗ କରି ଥାନ୍ତି। ମୁଁହ ରେ ଚନ୍ଦନ ,ହଳଦୀ ଓ ଏଲୋଭରା ଲାଗନ୍ତି। ତାହାର ମିଶ୍ରଣ ମଧ୍ୟ ଲଗାଇ ଥାନ୍ତି, ଏହା ଦ୍ବାରା ମଧ୍ୟ କିଛି ସେମିତି ଫରକ୍ ପଡି ନା ଥାଏ। ଘୋରୋଈ ଉପଚାର ହେଲେ ବି ଟିକେ ସତର୍କ ହେଇ କରନ୍ତୁ।ସବୁଠୁ ଭଲ ଉପାୟ ହେଉଛି ଚର୍ମ ବିଶେଷଜ୍ଞ ଙ୍କ ସହ ପରାମର୍ଶ କରନ୍ତୁ। ବିଶେଷ କରି ଭିଟାମିନ a ,ଭିଟାମିନ c ।

 

ଖାଦ୍ୟ ଖାଇବା ଉଚିତ୍, ଯାହା ଦ୍ଵାରା ଏ ସବୁ କମି ଯାଇପାରେ। ଆଊ ଅଧିକ ଚିନ୍ତା କରନ୍ତୁ ନାହିଁ ,ପାଣି ପିଇ ବା ମଧ୍ୟ ଠିକ୍ ରଖିଲେ ଏହି ସବୁ ଦୂର ହୋଇଥାଏ।ମୁହଁ କୁ ଅଧିକ ଓଏଲି ଛାଡ଼ନ୍ତୁ ନାହିଁ,ଖରା କୁ ଗଲେ ସନ୍ କ୍ରିମ ଲଗେଇ ବହାରନ୍ତୁ। ଏହି ପରି ସବୁ କଲେ ବ୍ରଣ ଠୁ ଆପଣ ଦୂରେଇ ରହିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।