ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ Love Marriage ହେବ ନା Arrange Marriage

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି ।ଗୋଟିଏ ମଣିଷର ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଏକ ରହସ୍ୟ ବୋଲି ମଧ୍ୟ କୁହାଯାଏ । ଯଦିଓ ଭଗବାନ ଆମ ସମସ୍ତ କୁ ଗୋଟିଏ ଜାତି ତଥା ମଣିଷ ଜାତି ରୂପରେ ଗଢିଛନ୍ତି କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଗୁଣ କୁ ନେଇ ଜନ୍ମ ଗ୍ରହଣ କରିଥାଏ ।ଏବଂ ତାହାର ଏହି ଅନ୍ୟନ୍ୟ ଗୁଣ ତାର ଜନ୍ମ ଠାରୁ ତା ସହ ଜଡିତ ହୋଇରହିଥାଏ ।

ତେବେ ଆମେ ଆଜି ଆପଣ ଙ୍କୁ ଜଣେ ବ୍ୟକ୍ତି ଜନ୍ମ ସହ ଜଡିତ ଏମିତି ଏକ ରମାଞ୍ଚକ ତଥ୍ୟ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ।ତେବେ ଆମେ ଆପଣ ମାନଙ୍କୁ ଏହି ଭିଡ଼ିଓ ମାଧ୍ୟମ ରେ ଜଣେଇବୁ ଆପଣ ଙ୍କର ଜନ୍ମ ତାରିଖ ରୁ ଆପଣଙ୍କ କେଉଁ ପ୍ରକାରର ବିବାହ ହେବ ତାହା ବିଷୟରେ ଜଣେଇବୁ ।ତେବେ ଆମେ ଆପଣଂକୁ କହିରଖୁଛୁ ଯେ,

ପୁରାଣ ଶାସ୍ତ୍ର ରେ ୧-୭ ପର୍ଯ୍ୟନ୍ତ ମୂଲ୍ୟାଙ୍କ ରହିଛି ।ଏବଂ ଏହି ମୂଲ୍ୟାଙ୍କ ଗୁଡିକି ଏକ କ୍ରମାଙ୍କ ରେ ବାହାର କରାଯାଇଥାଏ ଯେପରି ଜଣେ ବ୍ୟକ୍ତି ର ଜନ୍ମ ହେଉଛି ୨୫ ତାରିଖ ତ ଏହାର ମୂଲ୍ୟାଙ୍କ ହେଉଛି ୨+୫=୭ ।ଏହି ପରି ଭାବରେ ସମସ୍ତ ମୂଲ୍ୟାଙ୍କ ବାହାର କରାଯାଏ ।

୧.ମୂଲ୍ୟାଙ୍କ-୧

ଯେଉଁ ବ୍ୟକ୍ତି ମାନେ ମୂଲ୍ୟାଙ୍କ-୧ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁତ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାନ୍ତି ।ଏମାନେ ସବୁବେଳେ ବିପଦ ସହ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି।ଏମାନେ ନେତୃତ୍ୱ ନେବାରେ ଆଗ୍ରହୀ ରହିଥାନ୍ତି ।ଏମାନଙ୍କ ବିବାହ ଆରେଞ୍ଜ ବିବାହ ହୋଇଥାଏ ।

୨.ମୂଲ୍ୟାଙ୍କ-୨

ଯେଉଁ ବ୍ୟକ୍ତି ମାନେ ମୂଲ୍ୟାଙ୍କ-୨ ରେ ଜନ୍ମ ଗ୍ରହଣ କରିଥାନ୍ତି କଳା ପ୍ରେମି ହୋଇଥାନ୍ତି ।ଏମାନେ ନିଜର କ୍ୟାରିୟର ଚିତ୍ରଙ୍କନ , ନାଚ ,ଗୀତ ଓ ଅଭିନୟ ରେ କରିବା ଉଚିତ ଅଟେ।ଏମାନେ ଭଲ ପାଇ ବହାହେବାକୁ ପସନ୍ଦ କରନ୍ତି ।

୩.ମୂଲ୍ୟାଙ୍କ-୩

ଯେଉଁ ବ୍ୟକ୍ତି ମାନେ ମୂଲ୍ୟାଙ୍କ-୩ ରେ ଜନ୍ମ ହୋଇଥାନ୍ତି ସେମାନେ ଉତ୍ତମ ସ୍ଵଭାଵ ର ବ୍ୟକ୍ତି ହୋଇଥାନ୍ତି। ଏମାନେ ଭଲପାଇ ବାହାହେବାକୁ ଚାହାନ୍ତି ମାତ୍ର ତାହା ହୋଇନଥାଏ।

୪.ମୂଲ୍ୟାଙ୍କ-୪

ଏହି ବ୍ୟକ୍ତି ମାନେ ବହୁତ ଆଳସୁଆ ପ୍ରବୃତ୍ତି ର ହୋଇଥାନ୍ତି ।ଏମାନେ କୌଣସି ନିର୍ଣ୍ଣୟ ଠିକ ଭାବରେ ନେଇପାରନ୍ତି ନାହିଁ ।ତେଣୁ ଏମାନଙ୍କର ବିବାହ ବିଳମ୍ବ ରେ ହୋଇଥାଏ ।

୫.ମୂଲ୍ୟାଙ୍କ-୫

ଏହି ବ୍ୟକ୍ତି ମାନେ ବହୁତ ଅଲଗା ହୋଇଥାନ୍ତି ।ଏମାନଙ୍କୁ ବୁଝିବା କଷ୍ଟକର ହୋଇଥାଏ। ଏମାନେ ନିର୍ଣ୍ଣୟ ନେବାରେ ମାହୀର ହୋଇଥାନ୍ତି ।ଏମାନେ ଉଭୟ ଭଲପାଇ ବିବାହ କରନ୍ତି କିନ୍ତୁ ବାପା ମା ଙ୍କର ଇଚ୍ଛା ରହିଥାଏ ।

୬.ମୂଲ୍ୟାଙ୍କ-6

ଏହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ଠାରୁ ଭିନ ହୋଇଥାନ୍ତି। ଏମାନେ ନିଜର କ୍ୟାରିୟର ମୋନରଞ୍ଜନ କ୍ଷେତ୍ରରେ କରିବା ଶୁଭ ଅଟେ ।ଏମାନେ ବିବାହ କରିବାକୁ ଇଛୁକ ହୋଇନଥାନ୍ତି।

୭. ମୂଲ୍ୟାଙ୍କ-୭

ଯେଉଁ ବ୍ୟକ୍ତି ମାନେ ଏହି ତାରିଖ ରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ନିଜର କ୍ୟାରିୟର ପାଠ ପଢା ରେ କରିବା ଉଚିତ ।ଏମାନେ ଘର ଲୋକଙ୍କ ଇଚ୍ଛାରେ ବିବାହ କରିବାକୁ ପସନ୍ଦ କରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।