ଦେଖନ୍ତୁ ଭିଡିଓ – କେବଳ ମହିଳାଙ୍କ ଚୁମାନେଇ ଏ ବାବା ଦେଉଥିଲେ ଆଶୀବାର୍ଦ ପୁରା ଘଟଣା ଜାଣିଲା ପରେ ଆପଣ ଙ୍କ ପାଦ ତଳୁ ମାଟି ଖସିଯିବ।

0

ବର୍ତମାନ ସମୟରେ ଆପଣ ବିଭିନ୍ନ ପ୍ରକାର ବାବା ମାନଙ୍କ ବିଷୟରେ ଅନେକ କଥା ଶୁଣୁଥିବେ। ଅନେକ ବାବାଙ୍କ ର କଲା କାରନାମ ଆପଣ ମଧ୍ୟ ଦେଖି ସାରିଲେଣି ତଥାପି ଲୋକଙ୍କ ର ଏହି ବାବା ମାନଙ୍କ ଉପରୁ ଭରସା ଓ ବିଶ୍ୱାସ ପୂର୍ବ ପରି ରହିଛି। ଆପଣ ମାନେ ଜାଣିଥିବେ ଯେ କିଛି ଦିନ ଜଣେ ବାବା ସମ୍ନା କୁ ଆସିଥିଲେ ଯିଏ କି ଏକ ଗୁମ୍ଫା ମଧ୍ୟରେ ଏକୁଟିଆ ତାଙ୍କ ଭକ୍ତ ମାନଙ୍କୁ ଜ୍ଞାନ ଦେଉଥିଲେ। ତେବେ ସେ ସେହି ଗୁମ୍ଫା ଭିତରେ ସେ କି ଜ୍ଞାନ ଦେଉଥିଲେ ତାହା ତା ଆପଣଂକୁ ଆଉ ଅଜଣା ନାହିଁ।

ସେହି ପରି ଆଉ ଜଣେ ବାବା ଥିଲେ ଯିଏ କି କାନ୍ଦି କାନ୍ଦି ଲୋକଙ୍କ ର ଦୁଃଖକୁ ଦୁର କରି ଦେଉଥିଲେ। ଅର୍ଥାତ ଆପଣ ତାଙ୍କ ନିକଟକୁ ଯାହା କିଛି ବି ଦୁଃଖ ନେଇ ଗଲେ ସେ ପ୍ରଥମେ ଏହାକୁ ଶୁଣୁଥିଲେ ଓ ପରେ ଜୋରରେ କାନ୍ଦିବାକୁ ଲାଗିଥିଲେ। ଏଥି ପାଇଁ ତାଙ୍କୁ କାନ୍ଦୁରା ବାବା ନାମରେ ପୂଜା କର ଯାଉଥିଲେ। ତେବେ ଏମାନଙ୍କ ବ୍ୟତୀତ ଆହୁରି ଅନେକ ବାବା ମାନଙ୍କ ର ଲୀଳା ବିଷୟରେ ଆପଣ ମାନେ ଜାଣି ସାରିଥିବେ।

କିନ୍ତି ବର୍ତାମାନ ସମୟରେ ଜଣେ ଏପରି ବାବା ଆସିଛନ୍ତି ଯାହାଙ୍କ ବିଷୟରେ ଶୁଣିଲା ପରେ ଆପଣ ନିଶ୍ଚିତ ଭାବରେ ତାଙ୍କୁ ଥରେ ଦେଖିବା ପାଇଁ ଚାହିଁବେ। ସେ ଆଉ କେହି ନୁହନ୍ତି ଗୌହାଟୀ ନିକଟରେ ରହୁଥିବା ଏହି ବାବା ଜଣଙ୍କ ଚୁମା ବାବା ନାମରେ ବେଶ ପରିଚିତ । ଏହା ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର କାରଣ ହେଉଛି ଆପଣଂଙ୍କ ର ଯାହା କିଛି ବି ଦୁଃଖ ଅସୁବିଧା ଥିଲେ ମଧ୍ୟ ଏହି ବାବାଙ୍କ ର ଦୁଃଖ ଦୂର କରିବାର ଏକ ମାତ୍ର ସରଳ ଉପାୟ ହେଉଛି ଚୁମା ଦେବା।

ସୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥା ଟି ସତ। ଏହି ବାବା ଜଣଙ୍କ ନିଜର ମହିଳା ଭକ୍ତ ମାନଙ୍କ ର ଦୁଃଖ ଦୂର କରିବା ପାଇଁ ଏହି ଉପାୟ ଅବଲମ୍ବନ କରି ଥାଆନ୍ତି। ଯାହା ଫଳରେ ଏ ପ୍ରତ୍ୟକ ଦିନ ଅନେକ ମହିଳାଙ୍କୁ ଚୁମ୍ବନ ଦେବା ସହ ଏମାନଙ୍କୁ ଜୋରରେ କୁଣ୍ଢାଇ ଧରିଥାନ୍ତି। ଲୋକ ମାନଙ୍କ ର ବିଶ୍ୱାସ ଅଛି ଏପରି କଲେ ତାଙ୍କର ସବୁ ଦୁଃଖ କୁ ବାବା ଦୁର କରିଦେବେ।

ଏବେ ବିଜ୍ଞାନ ଯୁଗରେ ମଧ୍ୟ ମଣିଷ ଏ ସବୁପ୍ରତି ନିଜର ବିଶ୍ୱାସ ଜାରି ରଖିଛି। ଅନେକ ବାବା ମାନେ ଧରା ପଡି ସାରିବା ପରେ ମଧ୍ୟ ଲୋକ ମାନେ ସେଥିରୁ କିଛି ବି ଶିକ୍ଷା ଲାଭ କରି ନାହାନ୍ତି। ତେବେ ଏହି ବାବା ଜଣଙ୍କ ର ଏପରି କାରନାମା ର ପ୍ରଦାଫାସ ହେବାରୁ ତାଙ୍କୁ ପୋଲିସ ଆରେଷ୍ଟ କରିଥିଲା। ଏହା ପରେ ସେ ବାବା ଜଣଙ୍କ କହିଥିଲେ କି ତାଙ୍କୁ ଏହି ଜ୍ଞାନ ସ୍ୱୟଂ ଭାଗବାନ ବିଷ୍ଣୁ ପ୍ରଦାନ କରିଥିଲେ। ତେବେ ଯାହାବି ହେଉ ଏହି ଘଟଣା ଟି ଏବେ ସବୁଆଡେ ଚର୍ଚ୍ଚା ର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।