ଦେଖନ୍ତୁଏହି ଛାତିଥରା ଦୃଶ୍ୟ – ଦେଖିଲେ କାନ୍ଦି ପକେଇବେ ତାଙ୍କ ମୁହଁରେ ଥିବା ପ୍ରାୟ ପାଞ୍ଚ କିଲୋ ଓଜନ ର ମାଂସ , ଆଜି ଭଲ ହୋଇ ପାରିଛି ତାଙ୍କର ଖୁସି ପାଇଁ ଗୋଟିଏ ସେୟାର କରନ୍ତୁ

0

କୁହାଯାଇଥାଏ ମଣିଷ ଜନ୍ମ ହେଉଛି ସବୁଠାରୁ ଶ୍ରେଷ୍ଠ ଧର୍ମ, ଅନେକ ଜନ୍ମ ରେ ଯଦି ଭଲକାମ କରିଥାଆନ୍ତି ତେବେ ତାହାଲେ ଗୋଟେ ଲୋକ କୁ ମଣିଷ ଜନ୍ମ ମିଳିଥାଏ। ମଣିଷ ଜନ୍ମ ଏହିଥି ପାଇଁ ଶ୍ରେଷ୍ଠ କି ଭଗବାନ ମଣିଷ କୁ ଯେଉଁ ସବୁ ପ୍ରକାର ର ଗୁଣ କାର୍ଯ୍ୟ କରିବା ପାଇଁ ଅଙ୍ଗ ଠିକ୍ ଭୁଲ୍ ବିଚାର କରିବା ପାଇଁ ବୁଦ୍ଧି ଦେଇଛନ୍ତି ତାହା ଆଉ କୌଣସି ଜୀବ ଜନ୍ତୁ କୁ ଦେଇ ନାହାଁନ୍ତି।

ତେବେ ଭଗବାନ ମଣିଷ ଜନ୍ମ ଦେଇଛନ୍ତି ମାନେ ତାହା ସହିତ ସେହି ଜୀବନରେ ସୁଖ ଦୁଃଖ ସବୁ ମଧ୍ୟ ଦେଇଛନ୍ତି, ସେଥିପାଇଁ ତ କୁହାଯାଏ ମଣିଷ ଜୀବନ ମାନେ ଦୁଃଖ ସୁଖ ତ ଲାଗି ରହିବ। ତେବେ ମଣିଷ କୁ ନିଜ ଜୀବନରେ ବଞ୍ଚିବା ପାଇଁ କାମ କରିବାକୁ ପଡିବ, ଏହା ଦ୍ୱାରା ସେ ଟଙ୍କା ରୋଜଗାର କରିପାରିବ ଏବଂ ନିଜର ଜୀବିକା ନିର୍ବାହ କରି ପାରିବ।

ଆଜି କାଲି ତ ଏପରି ସବୁ ଅଜବ ଅଜବ ରୋଗ ଦେଖିବାକୁ ମିଳିଲାଣି କି ଡାକ୍ତର ମାନେ ବି ସେହି ସବୁ ରୋଗ ର କାରଣ ଜାଣି ପାରୁନାହାନ୍ତି। ଏବେ ତ ଆମେ ମାନେ ସବୁ କେମିକାଲ୍ ଜିନିଷ ଖାଉଛୁ, ସବୁ ପ୍ରକାର ଖାଦ୍ୟ, ଜିନିଷ ପତ୍ର ଆଦି ରେ କେମିକାଲ ୟୁଜ୍ କରା ଯାଉଛି। ଆମେ ମାନେ ବି ଆଜି ଆପଣ ମାନଙ୍କୁ ଜଣେ ଲୋକ ଙ୍କୁ ହୋଇଥିବା ଅଜବ ରୋଗ ସମ୍ପର୍କରେ କହିବୁ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଆମେ ଯେଉଁ ବ୍ୟକ୍ତି ଙ୍କ କଥା କହୁଛୁ ସିଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ହରିଶ୍ଚନ୍ଦ୍ର ତରାଇ। ଜଣେ ରାଜମିସ୍ତ୍ରୀ ଭାବରେ ସେ ବେଶ୍ ଜଣାଶୁଣା ଥିଲେ। ବହୁତ ଭଲ ରେ ଚାଲିଥିଲା ତାଙ୍କ ର ଜୀବନ, ଯାହା ରୋଜଗାର କରୁଥିଲେ ସେଥିରେ ସେ ଓ ତାଙ୍କର ପରିବାର ବେଶ୍ ଖୁସିରେ ଚଳୁଥିଲେ। ହେଲେ ହଠାତ୍ ତାଙ୍କ ର ହସଖୁସି ଉପରକୁ ମାଡି ଆସିଲା ଏକ କରାବାଦଲ ଆଉ ଲିଭେଇ ଦେଲା ତାଙ୍କ ମୁହଁର ହସ କୁ।

ମୁହଁ ରେ ବଢିବାକୁ ଲାଗିଲା ମାଂସ, ଆଖି,ନାକ,ମୁଣ୍ଡ ଚାରିଆଡେ ମାଡିଗଲା ମାଂସ। ଏହାପରେ ତାଙ୍କ ମୁହଁ ହୋଇଗଲା ବିକୃତ, ତାଙ୍କ ପାଖକୁ କେହି ଆସିଲେନି କି ତାଙ୍କୁ ଆଉ କାମ ମଧ୍ୟ ମିଳିଲାଣି। ଏହାପରେ ସେ କାମ କରି କରି ଯାହା ପୁଞ୍ଜି ନିବେଶ କରିଥିଲେ ସେଥିରେ କିଛି ଦିନ ଚଳିଲେ।ଏହାପରେ ଘରର ଅନ୍ୟ ସଦସ୍ୟ ଯାହା କମ୍ ରୋଜଗାର କରୁଛନ୍ତି ସେଥିରେ ଘର ଚାଲୁଛି।

ଏବେ କିନ୍ତୁ ଆଉ ମୁହଁ ନାହିଁ ସେପରି, ମୁହଁ ରେ ଆଉ ନାହିଁ ମାଂସ ପିଣ୍ଡୁଳା, ମୁହଁ ଦେଖାଯାଉନାହିଁ ବିକୃତ, ଅସ୍ତ୍ରୋପଚାର କରି ସେସବୁ କୁ ହଟାଇ ଦିଆଯାଇଛି। ଏବେ ସେ ନିଜକୁ ନେଇ ଖୁବ୍ ଆଶାବାଦୀ। ତେବେ ଆମ ରାଜ୍ୟର ଏସିବି ମେଡିକାଲ୍ ଅନେକ ସମୟ ରେ ଏପରି କିଛି କାମ କରି ଦେଖାଏ ଯାହା ସମସ୍ତ ଙ୍କୁ କରିଦିଏ ଚକିତ, ଆଉ ଏବେ ମଧ୍ୟ ଠିକ୍ ସେହିପରି ଏକ କାମ କରି ଦେଖାଇଛି ଏସିବି ମେଡିକାଲ୍।

ସେଠାରେ ଡାକ୍ତର ଶଶିଭୂଷଣ ହରିଶ୍ଚନ୍ଦ୍ର ଙ୍କ ର ଏହି ରୋଗ କୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରିଥିଲେ ଏବଂ ତାଙ୍କ ଟିମ୍ ଆଉ ସିଏ ଏହି ଚାଲେଞ୍ଜ ରେ ସଫଳ ମଧ୍ୟ ହୋଇଥିଲେ। ତାଙ୍କ ମୁହଁରେ ଥିବା ପ୍ରାୟ ପାଞ୍ଚ କିଲୋ ଓଜନ ର ମାଂସ କୁ କାଟି କାଢିଥିଲେ ଡାକ୍ତର ଓ ପରେ ଶରୀର ର ଅନ୍ୟ ସ୍ଥାନରୁ ଚର୍ମ ଆଣି ପକାଇଥିଲେ ମୁହଁ ରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।