ଅଭିନେତ୍ରୀ ଙ୍କ ଟୁଇଟର ଆକାଉଣ୍ଟ୍ କୁ ବ୍ୟକ୍ତି ଜଣକ ସେୟାର କଲେ ପ୍ରାଇଭେଟ ପାର୍ଟ ର ଅଶ୍ଳୀଳ ଫଟୋ , ଅଭିନେତ୍ରୀ ରାଗିଯାଇ କଲେ ଏମିତି

0

ଆଜି କାଲି ସୋସିଆଲ ମିଡ଼ିଆ ର ମୂଲ୍ୟ ବହୁତ୍। ଛୋଟ ପିଲାଙ୍କ ଠୁ ବଡ଼ ଲୋକ ପର୍ଯ୍ୟନ୍ତ ସୋସିଆଲ ମିଡିଆ ବ୍ୟବହାର କରିବାରେ ବେଶ୍ ନିପୁଣ। ସେ Facebook ହଉ କି whats app କିମ୍ବା twitter ସବୁ ଥରେ ପାରଙ୍ଗମ ଆଜିର ମଣିଷ। ତେବେ ଏହା ଦ୍ବାରା ଡିଜିଟାଲ ୱେ ରେ ଦୂର ରେ ଥାଇ ମଧ୍ୟ ସମସ୍ତ ଖବର ପାଇ ପାରୁଛୁ। ଦେଶ ବହୁତ୍ ଆଗକୁ ଗଲାଣି ଦେଶରେ ରହୁଥିବା ଲୋକ ମଧ୍ୟ ବହୁତ୍ ଅଗଉଛନ୍ତି।

ଆଗରୁ ସମସ୍ତେ ଶିକ୍ଷିତ ନଥିଲେ ବର୍ତ୍ତମାନ ସମସ୍ତେ ଶିକ୍ଷିତ। ବିଭିନ୍ନ କୌଶଳ ପ୍ରୟୋଗ କରି ଆଧୁନିକ ଆଧୁନିକ ଜିନିଷ ଦେଖିବାକୁ ମିଳୁଛି। ତେବେ ଏଥିରେ ଭଲ ଓ ଖରାପ୍ ଉଭୟ ଜିନିଷ ରହିଛି। ସୋସିଆଲ ମିଡ଼ିଆରେ ଭଲ ଭିଡ଼ିଓ ଫୋଟୋ କିଛି ମନୋରଞ୍ଜନ କାର୍ଯ୍ୟ କର୍ମ ସବୁ ଦେଖିବାକୁ ମିଳିଥାଏ। ହେଲେ କିଛି ଜଣ ଏହାର ଖରାପ୍ ବ୍ୟବହାର ମଧ୍ୟ କରିଥାନ୍ତି। ଅନେକ ଖରାପ୍ ଫୋଟ ଓ ଭିଡିଓ ସବୁ ଛାଡ଼ି ଥାନ୍ତି। ଯାହା ଦ୍ଵାରା ଅନ୍ୟ ଲୋକ ମାନେ ବହୁତ ଅସୁବିଧା ର ସାମ୍ନା କରି ଥାନ୍ତି।


ତେବେ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ସମସ୍ତ ଙ୍କ ଆକାଉଣ୍ଟ୍ ଥାଏ। ଏଥିରେ ସେଲିବରୀଟି ମାନଙ୍କର ମଧ୍ୟ ଆକାଉଣ୍ଟ୍ ରହିଥାଏ। ତେବେ କିଛି ଜଣ ତାଙ୍କ ଆକାଉଣ୍ଟ୍ ରେ ଫେକ୍ ଆକାଉଣ୍ଟ୍ ଖୋଲି ଅପବ୍ୟବହାର କରୁଛନ୍ତି। ସେଥି ପାଇଁ ସେମାନେ ବହୁତ ଅସୁବିଧା ର ସାମ୍ନା କରୁଛନ୍ତି। ତାଙ୍କ ବିଷୟରେ ହଉ କିମ୍ବା ତାଙ୍କୁ ନେଇକି ହଉ ପୋଷ୍ଟ କରି ଅପବ୍ୟହାର କରୁଛନ୍ତି। ତେବେ ଏଭଳି ଏକ ଘଟଣା ଜଣେ ସେଲିବ୍ରୀଟି ଙ୍କ ସହ ଘଟିଛି ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ। ସମ୍ପୂର୍ଣ୍ଣ ଘଟଣା ଟି କଣ ଆମେ ଜଣାଇବୁ।

ଆପତ୍ତି ଜନକ ଘଟଣା ଘଟିଛି ଟିଭି ଅଭିନେତ୍ରୀ କବିତା କୌଶିକ ଙ୍କ ସହ। କବିତା ଙ୍କ ଟୁଇଟର ଆକାଉଣ୍ଟ୍ ରେ ଜଣେ ବ୍ୟକ୍ତି ଅଶ୍ଳୀଳ ଫୋଟୋ ଛାଡୁଚି। ବ୍ୟକ୍ତି ଜଣଙ୍କ ନିଜର ବ୍ୟକ୍ତି ଗତ ଅଙ୍ଗ କୁ ଫୋଟୋ ଓଠାଇ କବିତା ଙ୍କ ଆକାଉଣ୍ଟ୍ ରେ ସେୟାର କରୁଛି। ଏହା ଦେଖି କବିତା ଙ୍କୁ ଖରାପ୍ ଲାଗିଥିଲା। ପରବର୍ତ୍ତୀ କାଳରେ ସେ ଅଣଦେଖା ନ କରି ଚୁପ୍ ହୋଇ ବସି ରହି ନାହାନ୍ତି।

ସେ ଏହା କୁ ଦେଖି ମୁମ୍ବାଇ ପୋଲିସ ରେ ଯାଇ ବ୍ୟକ୍ତ ଜଣଙ୍କ ନାମ ରେ ଅଭିଯୋଗ କରିଥିଲେ। ପରେ ତାଙ୍କ ଅନ୍ୟ ଏକ ଆକାଉଣ୍ଟ୍ ରେ ବ୍ୟକ୍ତି ଙ୍କ ସମସ୍ତ ତଥ୍ୟ କୁ ସେୟାର ମଧ୍ୟ କରିଛନ୍ତି। ତଳେ ଉଲ୍ଲେଖ ମଧ୍ୟ କରି କହିଛନ୍ତି ଯେ ବ୍ୟକ୍ତି ଜଣଙ୍କ ନାମ ଶଙ୍କର। ଏହା କୁ ଧରିବା ପାଇଁ ପୋଲିସ କୁ କୌଣସି କଷ୍ଟ ହେବ ନାହିଁ। ତା ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ମଧ୍ୟ କରିଛନ୍ତି।

ତେବେ ସେ କହିଛନ୍ତି ଯେ ପବିତ୍ର ଦିନ ରେ ଏମିତି ଅଶ୍ଳୀଳ ଫୋଟୋ ପଠାଉଛନ୍ତି। ତେବେ ସେ ଅଳ୍ପ ବୟସର ଝିଅ ମାନଙ୍କ ପାଇଁ କେତେ କ୍ଷତିକାରକ ହୋଇ ନ ଥିବେ। ଏହି ଭଳି ଲୋକ ବାହାରେ ରହିବା ବହୁତ ବିପଦ ଜନକ ହୋଇଥାଏ ତେବେ ଏହାକୁ ଜଲଦି ଗିରଫ କରା ଯାଉ ବୋଲି କବିତା କହିଛନ୍ତି।

ଏଭଳି ଲୋକ ବାହାରେ ବୁଲିଲେ ଦେଶ ରେ ଦୁଷ୍କର୍ମ ର ସଂଖ୍ୟା ବଢିବା ପଛେ କମିବ ନାହିଁ। ଏଭଳି କାର୍ଯ୍ୟ ଆମ ଦେଶ ପାଇଁ ପାଇଁ ସମାଜ ପାଇଁ ଏକ ଅପରାଧ ଅଟେ। ଏହା ଯୁବ ପୀଢ଼ି ଙ୍କ ଉପରେ କୁପ୍ରଭାବ ପକାଇବା ଏଭଳି କାର୍ଯ୍ୟ କୁ ବନ୍ଦ୍ କରିବା ନିହାତି ଆବଶ୍ୟକ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।