ଆପଣଙ୍କ ଦୁଇ ହାତର ରେଖା ଯୋଡି ହୋଇ ଏକ ଅର୍ଦ୍ଧଚନ୍ଦ୍ର ଆକାର ହେଉଥିଲେ ଜାଣନ୍ତୁ ନିଜର ଆଗତ ଶୁଭ ଓ ଅଶୁଭ ବିଷୟରେ

0

କୁହାଯାଏ ଯେ ଆମର ଭାଗ୍ୟ ଆମ ହାତରେ ରହିଥାଏ ବୋଲି । ଆମ ସମାଜ ର ବହୁ ଜ୍ଞାନୀ ଓ ବରିଷ୍ଠ ଲୋକ ମାନେ କହିଥାନ୍ତି କି ଆମର ଭବିଷ୍ୟତ କଣ ହେବାକୁ ଯାଉଛି ଏବଂ ଆମର ଭାଗ୍ୟରେ କଣ କଣ ସବୁ ରହିଛି ତାହା ସବୁ ଆମ ହାତ ର ପାପୁଲିରେ ଥିବା ରେଖା ଉପରେ ନିର୍ଭର କରିଥାଏ। ତେବେ ଆସନ୍ତୁ ଜାଣିବା ଆପଣ ଙ୍କର ହାତର ଥିବା ରେଖା ଦ୍ବାରା ଜାଣିବା ଆପଣଙ୍କ ର ଭାଗ୍ୟରେ କଣ କଣ ସବୁ ରହିଛି ବୋଲି।

୧.ପ୍ରଥମ ଟି ହେଉଛି ଅର୍ଦ୍ଧ ଚନ୍ଦ୍ର ଚିହ୍ନ ।ଯଦି ଆପଣଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ପରି ଏକ ଚିହ୍ନ ରହିଛି ତ ଆପଣ ଜାଣିନିଅନ୍ତୁ ଯେ ଆପଣ ଦିନେ ସମାଜରେ ସର୍ବଶେଷ୍ଠ ସ୍ଥାନରେ ରହିବେ ।ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।ଏମାନ ଙ୍କର ଜୀବନ ଅତ୍ୟନ୍ତ ଭୋଗବିଳାଶ ରେ ଅତିବାହିତ ହୋଇଥାଏ ।

୨.ଦ୍ୱିତୀୟ ଚିହ୍ନଟି ହେଉଛି ତ୍ରିଶୂଳ ଚିହ୍ନ। ଯଦି ଆପଣଙ୍କ ହାତରେ ଏହି ଚିହ୍ନ ରହିଛି ତ ଆପଣ ବହୁତ ଭାଗ୍ୟବାନ ଲୋକ ଅଟନ୍ତି । ଏପରି ଚିହ୍ନ ଥିବା ବ୍ୟକ୍ତି ସବୁବେଳେ ନିଜ ଜୀବନର ଉନ୍ନତି କରିଥାନ୍ତି । ଏମାନଙ୍କ ର ଜୀବନ ବହୁତ ସୁରୁଖୁରୁରେ କଟିଥାଏ ।ଏମାନେ ନିଜର ସମସ୍ତ କାର୍ଯ୍ୟ ତଥା ମନସ୍କାମନା କୁ ପୂର୍ଣ୍ଣ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ।

୩.ତୃତୀୟ ଚିହ୍ନ ଟି ହେଉଛି ସ୍ୱସ୍ତିକ ଚିହ୍ନ ।ଯେଉଁ ବ୍ୟକ୍ତି ଙ୍କର ହାତ ରେଖା ରେ ଏହି ଚିହ୍ନ ରହୁଥାଏ ସେମାନେ ବହୁତ ପବିତ୍ର ଓ ନିର୍ମଳ ହୋଇଥାନ୍ତି । ଏମାନଙ୍କୁ ସମସ୍ତ ପ୍ରକାରର ସୁଖ ଶାନ୍ତି ମିଳିଥାଏ। ଆମ ସମାଜରେ ଏହି ପରି ବ୍ୟକ୍ତି ମାନେ ସବୁବେଳେ ଉଚ୍ଚ ମାନ ସଂମାନ ର ଭାଗିଦାର ହୋଇଥାନ୍ତି ।

୪.ମସ୍ୟ ବା ମାଛ ଚିହ୍ନ । ଯେଉଁ ବ୍ୟକ୍ତି ଙ୍କର ହାତ ରେଖା ରେ ମାଛ ଚିହ୍ନ ଦେଖା ଯାଇଥାଏ ସେମାନେ ବହୁତ ଭିନ୍ନ ହୋଇଥାନ୍ତି ।ଏମାନ ଙ୍କର ଜୀବନ ରେ ବହୁତ ସ୍ମରଣୀୟ ଘଟଣା ଘଟିଥାଏ। ଯେପରି କି ହଟାତ ନିଜର ଭାଗ୍ୟ ପରିବର୍ତ୍ତନ ହେବା । କିଛି ନଥିବ ମାତ୍ର ସାଙ୍ଗେ ସାଙ୍ଗେ ଅତ୍ୟନ୍ତ ଶୁଭ ଖବର ଆସିବା ଇତ୍ୟାଦି ଘଟଣା ଘଟିଥାଏ ଏମାନଙ୍କ ସହ ।ଏମାନେ ବହୁତ କମ ପରିଶ୍ରମ ରେ ମଧ୍ୟ ଅଧିକ ଧନ ଉପାର୍ଜନ କରିଥାନ୍ତି।

୫.ଯଦି ଆପଣ ଙ୍କ ହାତ ରେଖା ରେ ଧ୍ୱଜ ବା ପତାକା ର ଚିହ୍ନ ରହିଛି ତ ଆପଣ ବହୁତ ଭାଗ୍ୟବାନ ଅଟନ୍ତି । କାରଣ ଏହାକୁ ଭାଗ୍ୟଶାଳୀ ର ପ୍ରତୀକ ବୋଲି କୁହାଯାଏ। ଏପରି ଚିହ୍ନ ଥିବା ବ୍ୟକ୍ତି ମାନେ ଆମ ସମାଜ ରେ ବହୁତ କମ ଦେଖିବାକୁ ମିଳିଥାନ୍ତି। ଏହି ପରି ଚିହ୍ନ ଥିବା ବ୍ୟକ୍ତି ମାନେ ସବୁବେଳେ ଖୁସି ରେ ରହୁଥାନ୍ତି । ଏମାନେ ନିଜର କାମ ନିଜେ କରିବାକୁ ପସନ୍ଦ କରିଥାନ୍ତି ଏବଂ ଅନ୍ୟ କୁ ସାହାଯ୍ୟ କରିବା କୁ ମଧ୍ୟ ସବୁବେଳେ ସଜାଗ ରହିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।