ମଜା ନେବା ପାଇଁ ଜଣେ ବ୍ୟକ୍ତି ନିଜର ଗୁପ୍ତାଅଙ୍ଗରେ ପଶାଇଲେ ଏମିତିକା ଜିନିଷ , ୧୦ ଦିନ ପରେ ପରିସ୍ରାରେ ଯାହା ବାହାରିଲା ଡ଼ାକ୍ତରମାନେ ଦେଖି ଡରିଗଲେ

0

ବେଳେବେଳେ ଆମେ ନିଜର ଟିକିଏ ମଜା ମସ୍ତି ପାଇଁ ଛୋଟ ବଡ଼ କାମ କରିଥାଉ। ଏହା ଆମକୁ ଟିକିଏ ଖୁସି ଦେବ ବୋଲି ଆମେ ଏମିତି ସବୁ କରିଥାଉ ମାତ୍ର କେବେ କେବେ ଆମର ଏହି ମଜା ମସ୍ତି ଆମ ପାଇଁ ସଜା ହୋଇଯାଇଥାଏ । ଟିକେ ଖୁସି ପାଇଁ ଆମେ ଯେଉଁ ଭୁଲ କରିବସୁ ତାହାର ପରିଣାମ ବହୁତ ଭୟଙ୍କର ହୋଇଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଆଶ୍ଚର୍ଯ୍ୟ ଜନକ ତଥା ବିସ୍ମୟ କର ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ବିଶ୍ଵାସ କରିପାରିବେ ନାହିଁ । ଉଲେଖଯୋଗ୍ୟ ଯେ , ଏହି କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଚୀନ ର ଏକ ଆଶ୍ଚର୍ଯ୍ୟ ଜନକ ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା ଯାହାକି ଆପଣଙ୍କୁ ସ୍ତବ୍ଧ କରିଦେବ । ଚୀନ ର ସାନଖ୍ସିର ପିପୁଲ୍ସ ହସପିଟାଲରେ ଏମିତି ଏକ ଚକିତ ଘଟଣା ସମ୍ନା କୁ ଆସିଅଛି ଯାହାକି ଅଭାବନୀୟ ଅଟେ ।

ତେବେ ସେଠାରେ ଜଣେ ବ୍ୟକ୍ତି ଙ୍କର ଗୁପ୍ତାଙ୍ଗ ମଧ୍ୟରୁ ଏକ ଚୁମ୍ବକ ଚେନ ବାହାର କରାଯାଇଛି । ସେଠାରେ କାର୍ଯ୍ୟ କରୁଥିବା ୟୁରୋଲୋଜିଷ୍ଟ କ୍ୟୁ ଲି ମିଙ୍ଗ କହିଛନ୍ତି ଯେ ଜଣେ ବ୍ୟକ୍ତି ସେହି ହସ୍ପିଟାଲକୁ CT ସ୍କାନ କରିବାକୁ ଆସିଥିଲେ ମାତ୍ର ସ୍କାନ କରିବା ପରେ ସେମାନେ ଯାହା ଦେଖିବାକୁ ପାଇଥିଲେ ତାହା ଥିଲା ସତରେ ଏକ ଅଭାବନୀୟ ଘଟଣା ।

ଡାକ୍ତର ଙ୍କ କହିବା ଅନୁସାରେ , ସେହି ବ୍ୟକ୍ତି ଙ୍କର ଗୁପ୍ତାଙ୍ଗ ମଧ୍ୟରେ ୨୯ ଟି ଚୁମ୍ବକ ପରସ୍ପର କୁ ଲାଗିରହି ଏକ ଚେନ ସୃଷ୍ଟି ହୋଇଥିଲା । ତେବେ ଡାକ୍ତର ମାନଙ୍କର ବହୁତ ପରିଶ୍ରମ ପରେ ସେହି ଚୁମ୍ବକ ଚେନ ଟୀକୁ ସର୍ଜରୀ ମାଧ୍ୟମରେ ବ୍ୟକ୍ତି ଙ୍କ ଗୁପ୍ତାଙ୍ଗ ମଧ୍ୟରୁ ବାହାର କରାଯାଇଥିଲା । ସେମାନେ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ଚୁମ୍ବକ ପରସ୍ପର ସହ ଜଡିତ ହୋଇ ସେହି ବ୍ୟକ୍ତିଙ୍କ ଗାର୍ଡର ମଧ୍ୟରେ ଚେନ ପରି ଏକ ରୂପ ଧାରଣ କରି ରହୁଥିଲା ।

ତେବେ ଅପରେସନ ପରେ ଯେତେବେଳେ ସେହି ବ୍ୟକ୍ତି ଜଣଙ୍କର ଚେତା ଫେରିଥିଲା ସେତେବେଳେ ଡାକ୍ତର ତାଙ୍କୁ ପଚାରିଲେ କି ଆପଣଙ୍କ ଗୁପ୍ତାଙ୍ଗ ମଧ୍ୟରେ ଆମକୁ ୨୯ ଟି ଚୁମ୍ବକ ମିଳିଛି । ତେବେ ଏହା କିପରି ସମ୍ଭବ ହେଲା ବୋଲି । ସେତେବେଳେ ଯୁବକ ଯାହା ଉତ୍ତର ଦେଲେ ତାହା ଆହୁରି ଚକିତ କରିବା ପରି କଥା ଥିଲା ।
ସେହି ଯୁବକ ଜଣକ କହିଛନ୍ତି ଯେ , ସେ ଏମିତି ମଜା ମଜା ରେ ତାଙ୍କର ଗୁପ୍ତାଙ୍ଗ ରେ ଚୁମ୍ବକ ସହ ଖେଳୁଥିଲେ ଆଉ ହଠାତ ସେହି ଚୁମ୍ବକ ଗୁଡ଼ିକ ତାଙ୍କ ଗୁପ୍ତାଙ୍ଗ ମଧ୍ୟକୁ ଟାଣି ହୋଇଯାଉଥିଲା । ସେତେ ଚୁମ୍ବକ ର ପ୍ରବେଶ କରିବାର ୧୦ ଦିନ ପରେ ତାଙ୍କର ପରିସ୍ରା ରେ ରକ୍ତ ପଡିଥିଲା ।ପରେ ସେ CT ସ୍କାନ କରିଥିଲେ । ଡାକ୍ତର କହିଛନ୍ତି ଯେ ଚୁମ୍ବକ ଗୁଡ଼ିକ ପରସ୍ପର କୁ ଆକର୍ଷଣ କରିଥାନ୍ତି । ତେଣୁ ସେମାନେ ଏକ ଚେନ ଗଠନ କରି ରହିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।