ଦେଖନ୍ତୁ ଭିଡିଓ – ଏକ ମାସ ପରେ ଓଡ଼ିଶା ଫେରିଲେ ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା , ସୋସିଆଲ ମିଡ଼ିଆରେ ଲାଇଭ ଆସି ତାଙ୍କ ଫ୍ୟାନ୍ସ ଙ୍କୁ ଦେଲେ ଖୁସି ଖବର

0

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ। ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି। ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଯୋଲିଓଡ ଏ ମଧ୍ୟ। ଅଧିକାଂଶ ଲୋକେ ଯାତ୍ରା ଦେଖିବାକୁ ପସନ୍ଦ କରିଥାନ୍ତି।

ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକ ଙ୍କୁ। ତେବେ ଯାତ୍ରା ଜଗତରେ ବିଭିନ୍ନ କଳାକାର ଅଛନ୍ତି ସେମାନଙ୍କ ମଧ୍ୟରୁ ରାନୀ ପଣ୍ଡା ହେଉଛନ୍ତି ଜଣେ କଳାକାର ତାଙ୍କୁ କିଏ ବା ନ ଜାଣେ। କଳାକାର ପାଇଁ କେତେବେଳେ ଚର୍ଚ୍ଚା ରେ ଥାନ୍ତି ତ କେତେବେଳେ ବିବାଦୀୟ ମନ୍ତବ୍ୟ କୁ ନେଇ ଥାନ୍ତି,ପୁଣି ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ ପରିବେଷଣ ପାଇଁ ହେଉ କି ଯାତ୍ରା ରେ ଦର୍ଶକଙ୍କ କାନ କାମୁଡିବା ପାଇଁ ହେଉ ସବୁବେଳେ ରାନୀ ପଣ୍ଡା ଚର୍ଚ୍ଚା ରେ ଥାନ୍ତି। ତେବେ ଆଜିର ବିଷୟ ବସ୍ତୁ ରାନୀ ପଣ୍ଡା ଙ୍କ ବିଷୟ ରେ ରହିଛି।

ନଗ୍ନ ବେଶ ହୋଇ ମଞ୍ଚ ଉପରେ ନୃତ୍ୟ କରୁଛନ୍ତି ଓ ଦର୍ଶକ ଙ୍କ କାନ କମୁଡୁଛନ୍ତି ରାନୀ ପଣ୍ଡା। ଏହା ପରେ ଦୁନିଆ ବିବାଦ ରେ ଶିକାର ହୋଇଥିଲେ ରାନୀ । ପରବର୍ତ୍ତୀ ସମୟରେ ଖଣ୍ଡଗିରୀ ଯାତ୍ରା ମହୋତ୍ସବ ରେ ନିଷେଧ କରା ଯାଇଥିଲା, ପରେ ଆଇଟମ ଗାର୍ଲ୍ ଭାବରେ ଓଡ଼ିଆ ଚଳଚ୍ଚିତ୍ର ରେ କାମ କରିଥିଲେ। ଅଳ୍ପ କିଛି ସିନେମା ରେ ଆଇଟମ ଗାର୍ଲ୍ ଭାବରେ ନୃତ୍ୟ କରିଛନ୍ତି ସେ। ଏବେ କିଛିଦିନ ତଳେ ରାନୀ ଏକ ଆଇଟମ ଗୀତ ମଧ୍ୟ ଗାଇଥିଲେ। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ୍ କରିଛନ୍ତି। ଏହା ପରେ ରାନୀ ତାଙ୍କ ରୋକ୍ ଠୋକ୍ ଜବାବ୍ ପାଇଁ ବିବାଦ ରେ ରହି ଥାନ୍ତି। କିଛି ଲୋକ ରାନୀ ଙ୍କୁ ପସନ୍ଦ କରିନ୍ତି ନାହିଁ ତାଙ୍କର ବେଶ ପୋଷାକ ଦେହ ଭାଙ୍ଗି ପାଇଁ କିଛି ଲୋକ ବହୁତ୍ ଗାଳିଗୁଲଜ୍ ମଧ୍ୟ କରନ୍ତି।

ମାତ୍ର ରାନୀ ଙ୍କ କିଛି ଭଲ ଗୁଣ ଅଛି ।ସେ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି। ସାହାଯ୍ୟ ର ଲମ୍ବା ହାତ ଟିଏ ବଢାଇ ଥାନ୍ତି ବିପଦ ରେ ପଡ଼ିଥିବା ଲୋକଙ୍କୁ । କରୋନା ସମୟରେ ରାନୀ ମଧ୍ୟ ଏକ ବଡ଼ ଅଙ୍କ ର ସାହାଯ୍ୟ କରିଛନ୍ତି। ସରକାର ଙ୍କୁ ୫୦,୦୦୦ ଟଙ୍କାର ସାହାଯ୍ୟ କରିଛନ୍ତି,ଏତତ୍ ବ୍ୟତିତ ରାନୀ କରୋନ ସମୟରେ ଗରିବ ଲୋକ ଙ୍କୁ ଖାଦ୍ୟ ଦେଇଛନ୍ତି। ଯାତ୍ରା ଜଗତ ର ଛୋଟ କଳାକାର ମାନଙ୍କୁ ସାହାଯ୍ୟ କରି ଥିଲେ।

ଯାଜପୁର ଜିଲ୍ଲାର ବନ୍ୟା ଆସିଥିବା ବେଳେ ସେଠାରେ ରିଲିଫ୍ ରେ ସାହାଯ୍ୟ କରିଥିଲେ। ତେବେ ଅଭିନେତା ବିଜୟ ମହାନ୍ତି ହସ୍ପିଟାଲ୍ ରେ ଥିବା ବେଳେ ରାନୀ ତାଙ୍କୁ ସାହାଯ୍ୟ କରିଥିଲେ, ହେଲେ ବାରମ୍ୱାର ବିବାଦ ରେ ଶିକାର ହେବାରୁ ସେ ଓଡ଼ିଶା ଛାଡ଼ି ଦେଇ ଥିଲେ । ଏବେ ସେ ସୋସିଆଲ ମିଡ଼ିଆ ରେ ନିଜର ଏକ ଭିଡ଼ିଓ ଉପଲୋଡ କରିଥିଲେ, ଯେଉଁ ଥିରେ ଦେଖିବାକୁ ମିଳିଛି କି ସେ ପୁଣି ଥରେ ଓଡ଼ିଶା ଫେରୁଛନ୍ତି। ଏରୋପ୍ଲାନେ କୁ ଯାଉଥିବା ସମୟରେ ଭିଡିଓ କୁ ବନାଇ ଥିଲେ ଓ ଲାଇଭ୍ ଆସି ତାଙ୍କ ଫ୍ୟାନ ମାନଙ୍କୁ ସୂଚନା ଦେଇଥିଲେ। ସେ ଓଡ଼ିଶା ଫେରୁଛନ୍ତି ବୋଲି ତାଙ୍କ ପ୍ରଶଂସକ ମାନେ ବେଶ୍ ଖୁସି ଅଛନ୍ତୀ ବୋଲି ଜଣାଇଛନ୍ତି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।