ଉକୁଣୀ ନେଲା ୧୨ ବର୍ଷ ଝିଅ ର ଜୀବନ ଆଉ ଏଥିପାଇଁ କୋର୍ଟ ଝିଅର ବାପା ମାଆ ଙ୍କୁ ପଠାଇଲେ ଜେଲ କାରଣ ଜାଣିଲେ ଅବାକ୍ ହୋଇ।ଯିବେ

0

ଆମ ଆଖ ପାଖରେ ଅନେକ ଦୁର୍ଘଟଣା ଘଟେ, ଆଉ ଏହି ଦୁର୍ଘଟଣା ରେ ଅନେକ ଲୋକ ଙ୍କ ପ୍ରାଣ ଚାଲି ଯାଏ। ମାତ୍ର ଆଶ୍ଚର୍ଯ୍ୟ ର କଥା ଉକୁଣୀ ପାଇଁ କାହାର ମୃତ୍ୟୁ ଘଟିବା ନିହାତି ଅଦ୍ଭୂତ କଥା, ଯାହା ପୂର୍ବରୁ କେବେ କେହି ଶୁଣି ନଥିବେ। ଏପରି ଘଟଣା କୁ ନେଇ ସୋସିଆଲ ମିଡିଆରେ ଏବେ ଆତଙ୍କ ଖେଳି ଯାଇଛି। ଏହି କୁନି ଝିଅର ଜୀବନ ଚାଲିଯିବ ପଛରେ ଉକୁଣୀ କାରଣ ଥିବା କଥା ଅନେକ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଏହି ଘଟଣା ଜର୍ଜିଆ ସହରରେ ଦେଖିବାକୁ ମିଳିଛି। ଏହା ପାଇଁ ଅନେକ ଘରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଉକୁଣୀ ଯାହାକୁ ମଧ୍ୟ ଉଷା କୁହାଯାଏ। ଏହି କୀଟ ଏତେ ଭୟଙ୍କର ହୋଇପାରିବ ବୋଲି ବିଜ୍ଞାନ ମଧ୍ୟ କେବେ କଳନା କରିନଥିବ। ଡାକ୍ତରୀ ଚିକିତ୍ସାରେ ଉକୁଣୀ ପାଇଁ ଅନେକ ମେଡିକାୟର ଆଉ ଚିକିତ୍ସା ର ବ୍ୟବହାର ରହିଛି।

ଏହା ସହିତ ଅନେକ ଘରୋଇ ଉପଚାର ଦ୍ଵାରା ମଧ୍ୟ ମୁକ୍ତି ହୋଇପାରିବେ। ମାତ୍ର ଏହି ଝିଅ ର ଏପରି ଭାବେ ଜୀବନ ଯିବା ନିହାତି ଅନ୍ୟ ମାନଙ୍କ ପାଇଁ ଆଶଙ୍କା ନେଇ ଆସିଛି । ଆଉ ସବୁଠାରୁ ବଡ କଥା ହେଲା ଏହି ଝିଅ ର ମୃତ୍ୟୁ ପରେ ପୋଲିସ୍ ଏହି ଝିଅ ର ପିତା ଏବଂ ମାତା ଙ୍କୁ ଜେଲ୍ ଯିବା କୁ ପଡ଼ିଛି। ତେବେ ଆସନ୍ତୁ ଜାଣିବା ଏହା ର ସମ୍ପୁର୍ଣ୍ଣ କାରଣ କଣ୍ ଥିଲା।

ଏହି ଝିଅ ର ମାତା ପିତା ତାର ଆବଶ୍ୟକ ମୁତାବକ ପୋଷକ ଏବଂ ଘର ର ବିଛଣା ପଟା ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରୁ ନଥିଲେ। ପିତା ମାତା ଙ୍କ ଏହି ଅବହେଳା ପାଇଁ ଏହି ୧୨ ବର୍ଷ ଝିଅ ର ମୁଣ୍ଡରେ ପ୍ରବଳ ମାତ୍ରା ରେ ଉକୁଣୀ ହୋଇଯାଇଥିଲା ମୁଣ୍ଡରେ। ଆଉ ଏତେ ମାତ୍ରା ରେ ଉକୁଣୀ ତାର ମୁଣ୍ଡରେ ହୋଇଥିଲା ଯାହା ପାଇଁ ତାର ଶରୀର ରୁ ସବୁ ରକ୍ତ ଶୋଷି ନେଇଥିଲେ। ଆଉ କେଟଲୀୟ ର ଏମୋନିଆ ନାମକ ରୋଗ ହୋଇ ଯାଇଥିଲl। ଆଉ ଯେତେବେଳେ ଏହି ଝିଅ ର ଚିକିତ୍ସା ପାଇଁ ହସପିଟାଲ ନେଇଥିଲେ ତାର ଅଭିଭାବକ ସେତେବେଳେ କୁ ଅଧିକ ସମୟ ବିଗିଡି ଯାଇଥିଲା।

ଏହା ପରେ ଝିଅ ର ଘରେ ମୃତ୍ୟୁ ଘଟିଥିଲା। ଆଉ ତାର ପିତା ନିଜେ ପୋଲିସ୍ କୁ ଫୋନ୍ କରି ଡାକିଥିଲେ ସେହି ସ୍ଥାନକୁ। ପୋଲିସ୍ ସହିତ ଡାକ୍ତରୀ ଟିମ୍ ମଧ୍ୟ ସେ ସ୍ଥାନ କୁ ଆସିଥିଲେ। ଆଉ ଯେତେବଳେ ପରୀକ୍ଷଣ ହୋଇଥିଲା ଏହି ଝିଅର ଜଣା ପଡିଥିଲା ତାର ମୃତ୍ୟୁ ର କାରଣ। ଆଉ ଏଥିପାଇଁ ତାର ପିତା ଏବଂ ମାତା ଦାୟୀ ବୋଲି ଘୋଷଣା କରିଥିଲା। ଆଉ ଶେଷ ରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ତେବେ ଏହି ଦୁଇ ପିତା ଏବଂ ମାତା ଙ୍କ ଅବହେଳା ପାଇଁ ୧୨ ବର୍ଷ ର ଝିଅ ର ମୃତ୍ୟୁ ଘଟିଥିଲା। ତେଣୁ ସେମାନଙ୍କୁ ଜେଲ୍ ଯିବାକୁ ପଡିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।