ଦେଖନ୍ତୁ ଭିଡିଓ – ଲକଡାଉନ ଖଲୁ ଖଲୁ ପ୍ରେମୀ ଯୁଗଳ ଜଙ୍ଗଲରେ କରୁଥିଲେ ରୋମାନ୍ସ ହଠାତ୍ ଡ୍ରୋନ କ୍ୟାମେରରେ ରେକର୍ଡ ହୋଇଗଲା ତା’ପରେ

0

ଆମ ବିଶ୍ୱରେ ଯେବେ ଠାରୁ ଏହି ମାରାତ୍ମକ କରନା ଭୁତାଣୁ (covid-19) ର ପ୍ରବେଶ ହୋଇଛି ସେବେ ଠାରୁ ଆମ ସମସ୍ତଙ୍କ ର ଜୀବନ ଏକ ବନ୍ଦୀ ର ଜୀବନ ରେ ପରିବର୍ତ୍ତନ ହୋଇଛି ।ତେବେ ଏହି କରନା ପରିସ୍ଥିତି କୁ ନିୟନ୍ତ୍ରଣ ରେ ରଖିବାକୁ ଯାଇ ସମସ୍ତ ରାଷ୍ଟ୍ର ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ।ଏବଂ ସମସ୍ତ ଭାରତ ବର୍ଷରେ ଲକଡାଉନ ଲାଗୁକରାଯାଇଥିଲା ଯାହାର ଉଦ୍ଦେଶ୍ୟ ରହିଥିଲା କି ଲୋକମାନେ ନିଜ ଘରେ ସୁରକ୍ଷିତ ରହିବେ ।

କିନ୍ତୁ ଆପଣ ଲୋକ ମାନଙ୍କର ବ୍ୟବହାର ବିଷୟରେ ତ ଜାଣିଛନ୍ତି ।ଯେତେ ବିରୋଧ କଲେ ମଧ୍ୟ ସେମାନେ ଏହି ଲକଡାଉନ ର ନିୟମ କୁ ଉଲଂଘନ କରୁଥିଲେ । ଏବଂ ଲକଡାଉନ ସମୟରେ ଲୋକମାନ ଙ୍କର ଉପରେ ନଜର ରଖିବା ପାଇଁ କେତେକ ରାଷ୍ଟ୍ର ଅତ୍ୟଧିକ ଟେକ୍ନୋଲୋଜି ର ଡ୍ରନ କ୍ୟାମେରା ର ସାହାଯ୍ୟ ନେଇଥିଲେ ।ଯାହା କି ପୋଲିସ ଙ୍କ ଦ୍ବାରା ପରିଚଳିତ ହେଉଥିଲା।

ତେବେ ଏହି ଡ୍ରନ କ୍ୟାମେରା ଦ୍ବାରା ରେକର୍ଡ ହୋଇଥିବା କେତେକ ଭିଡ଼ିଓ ବିଷୟରେ ଆମେ ଆଜି ଆପଣଂକୁ ଜଣେଇବୁ ଯାହା ଜାଣିଲେ ଆପଣ ହସି ହସି ବେଦମ ହୋଇଯିବେ  ୧.୨୦୨୦ ମସିହା ଜୁଲାଇ ୧୮ ତାରିଖରେ ତାମିଲନାଡୁ ରେ ଏକ ଭିଡ଼ିଓ ଡ୍ରନ ଦ୍ବାରା ସଂଗ୍ରହ କରାଯାଇଥିଲା। ତେବେ ସେହି ଭିଡ଼ିଓ ଟି ଅତ୍ୟନ୍ତ ହାସ୍ୟାସ୍ପଦ ଥିଲା ।

ସୂଚନାଯୋଗ୍ୟ ଯେ ତାମିଲନାଡୁ ର ଏକ ଜଙ୍ଗଲ ପାଖରେ ୪ ଜଣ ବ୍ୟକ୍ତି ଏକତ୍ର ବସି କେରମ ଖେଳୁଥିଲେ ସେ ବି ଲକଡାଉନ ସମୟରେ। ଆଉ ଠିକ ସେହି ସମୟରେ ଏକ ଡ୍ରନ ସେମାନଙ୍କ ପାଖକୁ ଆସିଗଲା ।ସେମାନେ ବୁଝିପାରିଲେ ନାହିଁ କି କଣ କରିବେ ।ନିଜକୁ ଯେତେ ଲୁଚେଇ ବାକୁ ଚେଷ୍ଟା କଲେ ମଧ୍ୟ ଡ୍ରନ ସେମାନଙ୍କ ପାଖକୁ ଆସିଯାଉଥିଲା ଆଉ ତାଙ୍କ ଚାରିପଟେ ଘୁରୁବାକୁ ଲାଗିଲା ।

ଫଳରେ ସେମାନେ ନିଜକୁ ଲୁଚିବାକୁ ଯାଇ ଦୌଡ଼ି ବାରେ ଲାଗିଲେ କେରମ ବଡ଼ କୁ ଛାଡ଼ିଦେଇ ।ଆଉ ବ୍ୟସ୍ତ ବ୍ୟସ୍ତ ରେ ଦୌଡ଼ିବା ସମୟରେ ଦୁଇ ଜଣଙ୍କର ଲୁଙ୍ଗି ଖସିଯାଇଥିଲା ।ତେବେ ପରେ ପୁଣି ଦେଖାଗଲା ଯେ ଦୁଇ ଜଣ ବ୍ୟକ୍ତି ଆସି ସେହି କେରମ ବଡ଼ ଟୀକୁ ସାଙ୍ଗରେ ନେଇଯିବାର ।ଏହି ଘଟଣା ଟି ଅତ୍ୟନ୍ତ ହାସ୍ୟାସ୍ପଦ ଥିଲା ନିଶ୍ଚିତ।

୨.ଦ୍ଵିତୀୟ ଟି ଥିଲା ତିରୁପତି ର ଏକ ଜଙ୍ଗଲ ଭିତର ର ଦୃଶ୍ୟ। ତେବେ ସେହି ଜଙ୍ଗଲ ରେ ଏକ ପ୍ରେମି ଯୁଗଳ ଅର୍ଥାତ ଗୋଟିଏ ଯୁବକ ଓ ଆଉ ଜଣେ ଯୁବତୀ ଏକତ୍ର ବସି ପ୍ରେମଲୀଳା କରୁଥିଲେ ।ଆଉ ସେହି ସମୟରେ ଡ୍ରନ କ୍ୟାମେରା ତାଙ୍କ ଆଗକୁ ଆସିଯାଇଥିଲା ।ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପ୍ରଥମେ ନିଜକୁ ଲୁଚେଇବା ପାଇଁ ଓଢଣୀ ରେ ନିଜର ମୁହଁ ଲୁଚାଇ ଥିଲେ ପରେ ବାଇକ ରେ ବସି ଦୁହେଁ ସେହି ସ୍ଥାନ ରୁ ପଳେଇ ଯାଇଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।