ଭାରତର ରାଷ୍ଟ୍ରୟ ଭାଷା ର ନାମ କଣ ? ଏହାର ଉତ୍ତର ଜାଣିଥିଲେ ବି ବହୁତ ଲୋକ ଭୁଲ ଉତ୍ତର ଦିଅନ୍ତି 99% ଲୋକ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ। ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ତେବେ ଯାହା ଜାଣିବା ଆମର ନିହାତି ଆବଶ୍ୟକ

୧)ଭିତରକନିକା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ?
ଉତ୍ତର:- କେନ୍ଦ୍ରାପଡ଼ା

୨) ଆମ ଦେଶ ରେ ପ୍ରଥମେ କେବେ ଭୋଟ କାଳି ବ୍ୟବହାର କରା ଗଲା ?
ଉତ୍ତର:- ୧୯୬୨ ମସିହାରେ

୩) ଆମ ଦେଶ ରେ ସମ୍ବିଧାନ କେବେ କାର୍ଯ୍ୟକରି ହୋଇ ଥିଲା ?
ଉତ୍ତର:- ୨୬ ଜାନୁଆରୀ ୧୯୫୦ ମସିହା ରେ କାର୍ଯ୍ୟକରି ହୋଇ ଥିଲା।

୪) ଚକ୍ରଧର୍ କେଉଁ ଦେବତା ଙ୍କ ଅନ୍ୟନାମ ଅଟେ ?
ଉତ୍ତର :- ପ୍ରଭୁ ବିଷ୍ଣୁ ଙ୍କର ଅନ୍ୟ ନାମ ହୋଇ ଥାଏ ।

୫) ମହାଭାରତ ରେ କିଚକ୍ ଙ୍କର ବଧ କିଏ କରି ଥିଲେ ?
ଉତ୍ତର:- ଭୀମ କରି ଥିଲେ

୬) ଜଗନାଥ ଙ୍କ ମନ୍ଦିର ରେ କାଳିଆ ଦଳନ ଉତ୍ସବ କେଉଁ ମାସ ରେ ପାଳିତ ହୁଏ ?
ଉତ୍ତର:- ଭାଦ୍ରବ ମାସ ରେ ପାଳନ ହୁଏ ।

୭) ଦଲମା କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରା ଯାଏ ?
ଉତ୍ତର:- ଘର ତିଆରି ପାଇଁ ଲାଗି ଥାଏ।

୮) କେଉଁ ମହାପୁରୁଷ ଙ୍କ ର ଅନ୍ୟ ନାମ” ଗୋରା”?
ଉତ୍ତର:- ଶ୍ରୀ ଚୈତନ୍ୟ ଙ୍କର ର

୯) ଘଟଗାଁ ମା ତାରିଣୀ ଙ୍କ ମନ୍ଦିର ରେ ଚଳିତ ପର୍ବ କେତେ ଦିନ ଧରି ଚାଲେ ?
ଉତ୍ତର:- ୭ ଦିନ ଧରି ପାଳନ ହୁଏ ।

୧୦) ରାଶି ଗଣନା ରେ ସପ୍ତମ ରାଶି ରେ ନାମ କଣ ?
ଉତ୍ତର:- ତୁଳା ରାଶି

11 –  ଭାରତର ରାଷ୍ଟ୍ରଗୟ ଭାଷା ର ନାମ କଣ ?

ଉତ୍ତର – ହିନ୍ଦୀ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।