Dr GSS Mohapatra – ଗର୍ଭାଶୟରେ ଟ୍ୟୁମର (ଫାଇବ୍ରଏଡସ) କାହିଁକି ହୁଏ ? ଜାଣି ରଖନ୍ତୁ ନଚେତ୍ ପସ୍ତେଇବେ

0

ଆଜିର ଏହି ଅତ୍ୟାଧୁନିକ ଜଗତରେ ବିଜ୍ଞାନ ଓ ଡାକ୍ତରୀବିଜ୍ଞାନ ଏତେ ଆଗକୁ ଆସିଲାଣି ଯେ ଆମେ ଏହାର କଳ୍ପନା ମଧ୍ୟ କରିପାରିବା ନାହିଁ । ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଜ୍ଞାନ ବିଜ୍ଞାନ ର କୌଶଳ ରେ ଆମ ସମାଜରେ କିଛି ବି ଅସମ୍ଭବ ନୁହେଁ । କାରଣ ଏହି ଅତ୍ୟାଧୁନିକ ଯୁଗର ବିଜ୍ଞାନ ଓ ଟେକ୍ନୋଲୋଜି ଦ୍ୱାରା ସମସ୍ତ ପ୍ରକାରର ଅସମ୍ଭବ କାର୍ଯ୍ୟ ବି ଏବେ ସମ୍ଭବ ହେବାରେ ଲାଗିଛି।କିନ୍ତୁ ଯେପରି ଆମ ସମାଜ ରେ ଡାକ୍ତରୀ ବିଜ୍ଞାନ ଆଡ଼ଭାନ୍ସ ହେବରେ ଲାଗିଛି ସେହିପରି ନୂଆ ନୂଆ ରୋଗ ମଧ୍ୟ ସୃଷ୍ଟି ହେବରେ ଲାଗିଛି ମଣିଷ ଶରୀରରେ ।ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ରୋଗ ଓ ତାର କାରଣ ଏବଂ ନିରାକରଣ ବିଷୟରେ ଜଣେଇବାକୁ ଯାଉଛୁ ।

ଉଲେଖଯୋଗ୍ୟ ଯେ , ବର୍ତ୍ତମାନ ର ଏହି ଆଧୁନିକ ଯୁଗରେ ଟ୍ୟୁମର ହେବା ଏକ ସାଧାରଣ କଥା କିନ୍ତୁ ଯେତେବେଳେ ଟ୍ୟୁମର ଟି ଗର୍ଭାଶୟ ରେ ହୋଇଥାଏ ସେତେବେଳେ ଏହା ଆମ ପାଇଁ ବହୁତ ଖତରନାକ ହୋଇଥାଏ ।ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଗର୍ଭାଶୟ ରେ ଟ୍ୟୁମର ହେବାର କାରଣ ଓ ତାହାର ନିରାକରଣ ବିଷୟରେ ଜଣେଇବୁ।

ଏହି ରୋଗର କାରଣ ଓ ଲକ୍ଷଣ :-

ଗର୍ଭାଶୟ ରେ ହୋଇଥିବା ଟ୍ୟୁମର କୁ ଡାକ୍ତରୀ ଭାଷାରେ ଫାଇବ୍ରଏଡ଼ସ୍ ବୋଲି କୁହାଯାଏ ।ଡାକ୍ତର ଙ୍କ କହିବା ଅନୁସାରେ ଆମ ଗର୍ଭାଶୟ ରେ କେତେକ ସେଲ ରହିଥାନ୍ତି ଓ ଏକ ନିର୍ଦ୍ଦିଷ୍ଟ ଅନୁପାତ ରେ ତାହା ବଢିଥାଏ କିନ୍ତୁ ଯେତେବେଳେ କୌଣସି କାରଣ ରୁ ସେଲ ଗୁଡ଼ିକ ଅଧିକ ମାତ୍ରରେ ବଢ଼ିଥାନ୍ତି ।ତେବେ ଆମ ଗର୍ଭାଶୟ ରେ ଏହା ଏକ ପେଣ୍ଡୁଳା ଆକୃତି ନେଇ ବଢ଼ିବାରେ ଲାଗିଥାଏ ଯାହାକୁ ଆମେ ଫାଇବ୍ରଏଡ଼ସ୍ ବୋଲି କହୁ ।

ତେବେ ସମସ୍ତ ଫାଇବ୍ରଏଡ଼ସ୍ ହାନିକାରକ ହୋଇନଥାନ୍ତି କିନ୍ତୁ ଯେତେବେଳେ ଏହାର ଆକାର ବୃଦ୍ଧି ହୋଇଥାଏ ମହିଳା ମାନଙ୍କ ର ପିରିୟଡ୍ସ ହୋଇଥାଏ ସେତେବେଳେ ଏହା ପେଟ ମଧ୍ୟରେ କଷ୍ଟ ଅନୁଭବ କରିଥାଏ ।ଏହା ଦ୍ବାରା ଅଳ୍ପ ପ୍ରରିସ୍ରା ବା ବହୁ ପରିଶ୍ରା ଆଦି ଲକ୍ଷଣ ଦେଖାଯାଇଥାଏ।ତେବେ ଯଦି ଏହି ଫାଇବ୍ରଏଡ଼ସ୍ ର ଚିକିତ୍ସା ନକରାଯାଏ ତ ଏହା ଦ୍ବାରା ଶରୀରରେ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ ।ଆଉ ଥରେ ଏହା କ୍ୟାନ୍ସର ରେ ପରିବର୍ତ୍ତନ ହେବା ପରେ ମଣିଷ ର ବଞ୍ଚିବା କଷ୍ଟକର ହୋଇଥାଏ ।

ଫାଇବ୍ରଏଡ଼ସ୍ ରୋଗ ର ଚିକିତ୍ସା :-

୧.ଯେତେବେଳେ ଆପଣ ନିଜ ତଳ ପେଟରେ ବାରମ୍ବାର କଷ୍ଟ ଅନୁଭବ କରୁଛନ୍ତି ତ ଡାକ୍ତର ଙ୍କୁ ଦେଖାଇ ଅଲ୍ଟ୍ରାସାଉଣ୍ଡ କାରିନେବା ଉଚିତ।୨.ଏହି ରୋଗ ହୋଇଛି ଜାଣିବା ପରେ ମେଡ଼ିସିନ ବ୍ୟବହାର ନକରି ଏହାର ଅପରେସନ କାରିନେବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ।୩.ଫାଇବ୍ରଏଡ଼ସ୍ ରୋଗ ଟିକେ ମ୍ୟାଜର ଅବସ୍ଥା କୁ ଆସିଗଲେ ମହିଳା ମାନଙ୍କ ର ପିରିୟଡ୍ସ ହେବା ବନ୍ଦ ହୋଇଯାଇଥାଏ ।ତେଣୁ କ୍ୟାନ୍ସର ହେବାର ସମ୍ଭାବନା ରହୁଥାଏ ।

୪.ଏହି ରୋଗର ଅପରେସନ କେବଳ କମ୍ପୁଟର ସାହାଯ୍ୟ ରେ କରିବା ଉଚିତ ହୋଇଥାଏ କାରଣ ଏହା ଗର୍ଭାଶୟ ଉପରେ ପ୍ରଭାବ ପକେଇବାର ସମ୍ଭାବନା ରହିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।